"ସୀତାକାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ added Category:ଶାରଳା ପୁରସ୍କାର ବିଜେତା using HotCat |
ଟିକେ ଯୋଗସୂତ୍ର ପେଡ଼ି |
||
୫୫ କ ଧାଡ଼ି: | ୫୫ କ ଧାଡ଼ି: | ||
{{ଜ୍ଞାନପୀଠ ପୁରସ୍କାର}} |
{{ଜ୍ଞାନପୀଠ ପୁରସ୍କାର}} |
||
{{ସାରଳା ପୁରସ୍କାର}} |
|||
{{ଓଡ଼ିଆ ସାହିତ୍ୟ}} |
{{ଓଡ଼ିଆ ସାହିତ୍ୟ}} |
||
୨୦:୧୦, ୭ ଜାନୁଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ
ସୀତାକାନ୍ତ ମହାପାତ୍ର | |
---|---|
ଜନ୍ମ | |
ବୃତ୍ତି(ସମୂହ) | କବି, ସାହିତ୍ୟ ସମାଲୋଚକ, ପ୍ରଶାସକ |
ଉଲ୍ଲେଖନୀୟ କୃତି | ଶବର ଆକାଶ (୧୯୭୧) ସମୁଦ୍ର (୧୯୭୭) |
ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର, ୧୯୩୭, ମାହାଙ୍ଗା, କଟକ, ଓଡ଼ିଶା) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଜଣାଶୁଣା କବି ଓ ସାହିତ୍ୟ ସମାଲୋଚକ ।[୧][୨] ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ସାହିତ୍ୟ ସର୍ଜନା
କବିତା
- ଅଷ୍ଟପଦୀ (୧୯୬୩)
- ଶବର ଆକାଶ (୧୯୭୧)
- ଆର ଦୃଶ୍ୟ (୧୯୮୧)
- ଶ୍ରେଷ୍ଠ କବିତା (୧୯୯୪)
ପ୍ରବନ୍ଧ
- ଶବ୍ଦ, ସ୍ଵପ୍ନ ଓ ନିର୍ଭୀକତା (୧୯୯୦)
ଭ୍ରମଣକାହାଣୀ
- ଅନେକ ଶରତ (୧୯୮୧)
ତାଳପତ୍ର ଉପରେ
- ଉଷାବିଳାସ
ଇଂରାଜୀ
- The ruined Temple and other poems, 1996 (କବିତା, ଅନୁବାଦ)
- Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)
ପଦ ଓ ସମ୍ମାନ
ପଦ
- ସେକ୍ରେଟେରି, ସଂସ୍କୃତି, ଭାରତ ସରକାର
- ପ୍ରେସିଡେଣ୍ଟ, ଇଉନେସ୍କୋର ଶତକ ବ୍ୟାପୀ ସଂସ୍କୃତିକ ବିକାଶ (୧୯୯୪-୧୯୯୬)
- ହାରଭାର୍ଡ଼ ବିଶ୍ୱବିଦ୍ୟାଳୟର ବୟୋଜ୍ୟଷ୍ଠ କର୍ତ୍ତା
- ଇଣ୍ଟରନ୍ୟାସନାଲ ଏକାଡେମି ଅଫ ପଏଟସ, କ୍ୟାମ୍ବ୍ରିଜ ବିଶ୍ଵବିଦ୍ୟାଳୟର ସମ୍ମାନନୀୟ କର୍ତ୍ତା
- ନ୍ୟାସନାଲ ବୁକ ଟ୍ରଷ୍ଟ, ଦିଲ୍ଲୀର ସଭାପତି
ସମ୍ମାନ
- ଜ୍ଞାନପୀଠ ସମ୍ମାନ (୧୯୯୩)
- ସାରଳା ପୁରସ୍କାର[୩] (୧୯୮୫)
- ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୭୧ ଓ ୧୯୮୪)
- କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର (୧୯୭୪)
- ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧)
ଆଧାର
- ↑ "Deceptive simplicity". The Hindu. Dec 01, 2002.
{{cite news}}
: Check date values in:|date=
(help) - ↑ "The Mahapatra Muse: Two deeply vivid volumes of poems from the oriya masters". The Outlook. Sep 25, 1996.
{{cite web}}
: Unknown parameter|coauthors=
ignored (|author=
suggested) (help) - ↑ ସାରଳା ପୁରସ୍କାର ବିଜେତାଙ୍କ ତାଲିକା