କ୍ୟାଥରିନ ଡି. ସୁଲିଭାନ
ଦେଖଣା
କ୍ୟାଥରିନ ଡି. ସୁଲିଭାନ | |
---|---|
ନାସା ଗ୍ରହ ବିଜ୍ଞାନ ବିଶାରଦ | |
ଜାତୀୟତା | ଆମେରିକ |
Status | ଅବସର |
ଜନ୍ମ | ପିଟରସନ୍, ନ୍ୟୁ ଜର୍ସି | ୩ ଅକ୍ଟୋବର ୧୯୫୧
ଅନ୍ୟ ଜୀବିକା | ଭୂତ୍ତ୍ଵବିତ |
Rank | Captain, United States Navy |
Time in space | 22 days 04 hours 49 minutes |
Selection | 1978 NASA Group |
Total EVAs | 1 |
Total EVA time | 3 hours 29 minutes |
ଅଭିଯାନ | STS-41-G, STS-31, STS-45 |
Mission insignia |
କ୍ୟାଥରିନ ଡି. ସୁଲିଭାନ (ଜନ୍ମ : ୩ ଅକ୍ଟୋବର ୧୯୫୧) ଜଣେ ମହାକାଶଚାରୀ।ଆମେରିକାର ନ୍ୟୁଜର୍ସି ସ୍ଥିତ ପିଟରସନ ସହରରେ ଜନ୍ମ କ୍ୟାଥରିନ ଡି. ସୁଲିଭାନଙ୍କର ।ପେସାରେ ଜଣେ ଭୂତ୍ତ୍ଵବିତ।କିନ୍ତୁ ମହାକାଶ ଯାତ୍ରାଲାଗି ତାଙ୍କର ପ୍ରବଳ ଆଗ୍ରହ ହେଲା।ଆଉ ଏଥି ପାଇଁ ସେ ନାସା(ଆମେରୀକିୟ ମହାକାଶ ଗବେଷଣା ସଂସ୍ଥା)ରେ ନେଲେ ପ୍ରସିକ୍ଷଣ।ମାତ୍ର କେତେଟି ମାସ ମଧ୍ୟରେ ସେ ମହାକାଶ ଯିବାକୁ ବିବେଚିତ ହେଲେ।୧୯୮୪ ଅକ୍ଟୋବର ମାସରେ ମହାକାଶ ଯାତ୍ରା କରିବା ସହ ପ୍ରଥମ ଆମେରିକୀୟ ମହିଳା ସ୍ପେସ୍ ୱ୍ଆକର ହେବାର ଗୌରବ ଅର୍ଜନ କରିଥିଲେ।ସେ ମୋଟ ୨୨ଦିନ, ୪ ଘଣ୍ଟା, ୪୯ମିନିଟ ମହାକାଶରେ ଅତିବାହିତ କରିଥିଲେ।[୧]
ଆଧାର
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |