Jump to content

ଘୁଗୁନି

ଉଇକିପିଡ଼ିଆ‌ରୁ
୧୧:୦୭, ୨୮ ଜୁନ ୨୦୧୨ ବେଳେ Aditya Mahar (ଆଲୋଚନା | ଅବଦାନ) ("ଘୁଗୁନି ଏକ ପ୍ରକାର ଓଡ଼ିଆ ଖାଦ୍ୟ ıଏହା ତେବେ ଭାରତର ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଘୁଗୁନି ଏକ ପ୍ରକାର ଓଡ଼ିଆ ଖାଦ୍ୟ ıଏହା ତେବେ ଭାରତର ବିଭିନ୍ନ ଜାଗାରେ ମଧ୍ୟ ଖିଆଯାଇଥାଏ ı

ପ୍ରଣାଳୀ

୧୦୦ଗ୍ରାମ ମଟରକୁ ୧ ଘଣ୍ଟା ପାଣିରେ ବୋତୁରେଇ ରଖାଯାଏ ıତା ପରେ ତାକୁ ଶିଝାଇ କିଛି ଛୁଙ୍କ ଦେଆଯାଏ ıସେଥିରେ ଅଦା,ରସୁଣ ଆଦି ମସଲା ବାଟି ତା ସହିତ ମିଶାଇଦିଆଯାଏ ı ତାପରେ ସେଥିରେ ବେସନ ୨୦ଗ୍ରାମ୍ ପାଣିରେ ଗୋଳେଇ ତାହାକୁ ସେଥିରେ ମିଶାଇଦିଆଯାଏ ı୧୦ ମିନିଟ ଫୁଟିଲା ପରେ ଏହାକୁ ତଳକୁ ଓ଴ାଇ ଗରମମସଲାଗୁଣ୍ଡ ତା ସହିତ ମିଶାଯାଏ ıଏବେ ଘୁଗୁନି ପ୍ରସ୍ତୁତ ହେଇଗଲା ı