ହେରାପଞ୍ଚମୀ
ଦେଖଣା
ରଥଯାତ୍ରା ଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ ı ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ ଲକ୍ଷ୍ମୀଙ୍କୁ ନ ନେଇ ଶ୍ରୀଗୁଣ୍ଡିଚାମନ୍ଦିର ଯିବାପରେ ଲକ୍ଷ୍ମୀ କ୍ରୋଧ ଜର୍ଜରିତ ହୋଇ ରୁହନ୍ତି ıଏହିଦିନ ଲକ୍ଷ୍ମୀ ସୁସଜ୍ଜିତ ପାଲିଙ୍କିରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ıସେଠାରେ ବନ୍ଦାପନା ସରିଲେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର କାଠ ଭାଙ୍ଗି ଲକ୍ଷ୍ମୀ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିଅରକୁ ଫେରନ୍ତି ı