Jump to content

କାଳୀୟଦଳନ ବେଶ

ଉଇକିପିଡ଼ିଆ‌ରୁ
୧୩:୨୦, ୨୪ ଜୁନ ୨୦୧୨ ବେଳେ Aditya Mahar (ଆଲୋଚନା | ଅବଦାନ) ("{{About|କାଳୀୟଦଳନ ବେଶ||ଜଗନ୍ନାଥଙ୍କ ବେଶ}} ଭାଦ୍ରବ ମାସ କ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ ଦିନ କାଳିଆଦଳନ ବେଶ ହୁଏ ıମହାପ୍ରଭୁ ଯମୂନା ଜଳରେ କୃଷ୍ଣରୂପରେ କାଳୀୟସର୍ପକୁ ମାରିଥିବାରୁ ତାହାର ସ୍ମାରକ ରୂପେ ଏହି ବେଶ ହୁଏ ıଏହିଦିନ ମହାପ୍ରଭୁଙ୍କ ବିଜୟପ୍ରତିମା ମଦନମୋହନ ଓ ରାମକୃଷ୍ଣ ମାର୍କଣ୍ଡପୋଖରୀ ପାଖକୁ ଯାଆନ୍ତି ଓ ସେଠାରେ କାଳିଆଦଳନ କରନ୍ତି ı

ଆଧାର