Jump to content

ସୁଅମେନଲିନ୍ନା

Coordinates: 60°08′37″N 24°59′04″E / 60.14361°N 24.98444°E / 60.14361; 24.98444
ଉଇକିପିଡ଼ିଆ‌ରୁ
୧୪:୫୫, ୧୧ ଅଗଷ୍ଟ ୨୦୧୮ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Suomenlinna") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ସୁଅମେନ୍ଲିନ୍ନା  

ଭିଆବର୍ଗ

ସୁଅମେନ୍ଲିନା ଦ୍ଵିପ ର ଏକ ବିହଙ୍ଗମ ଦ୍ରୁଷ୍ଟି 

ଅବସ୍ଥାନହେଲସିଙ୍କି , ଫିନଲାଣ୍ଡ ଦିଗବାରେଣି60°08′37″N 24°59′04″E / 60.14361°N 24.98444°E / 60.14361; 24.98444

Official name: ସୁଅମେନ୍ଲିନ୍ନା ଦୁର୍ଗ ପ୍ରକାରସଂସ୍କୃତିକ ମାନଦଣ୍ଡivDesignated1991 (15th session)Reference no.583State PartyFinlandRegionEurope and North America ସୁଓମେନ୍ଲିନା ( ୧୯୧୮ ମସିହା ଯାଏ ଫିନ ଭାଷା ରେ ଭିଆପୋରି ବା ସ୍ଵେଡିସ ଭାଷା ରେ ଭିଆବର୍ଗ , ଯାହାକୁ ପ୍ରକୃତ ଅର୍ଥ ଭାବରେ ନିଆଗଲେ " ଫିନଲାଣ୍ଡ ର ଦୁର୍ଗ " ବୋଲି କୁହାଯାଇପାରିବ , ତାହା ପ୍ରକୃତ ରେ ଏକ ସାମୁଦ୍ରିକ ଦୁର୍ଗ , ଯାହା ଫିନଲାଣ୍ଡ ଦେଶ ର ରାଜଧାନୀ ହେଲସିଙ୍କି ସହର ର ପୋତାଶ୍ରୟ ନିକଟ ରେ ଅବସ୍ଥିତ ୬ ଗୋଟି ଦ୍ଵିପ ଉପରେ ନିର୍ମିତ । ଏହା ବର୍ତମାନ ହେଲସିଙ୍କି ସହର ର ଏକ ପର୍ଯ୍ୟଟକ ଆକର୍ଷଣ ତଥା ଯୁଦ୍ଧ ସ୍ମାରକୀ ଭାବରେ ରହିଛି । 

ଇଉନେସ୍କୋ ଦ୍ଵାରା ବିଶ୍ଵ ଏଇତିହ ସ୍ଥଳୀ ଭାବରେ ସ୍ଵୀକୃତ ହେଇଥିବା ଏହି ସ୍ଥାନ ଏକ ଅତ୍ୟନ୍ତ ସୁନ୍ଦର ବଣଭୋଜି ସ୍ଥଳ ହେବା ସହ ପର୍ଯ୍ୟଟକ ଙ୍କ  ପାଇଁ ଏକ ଆକର୍ଷଣ । ପୂର୍ବରୁ ସ୍ଵିଡେନ ଅଧୀନ ରେ ଥିବା ଏହି ଦୁର୍ଗ କୁ ଭିଆ ବର୍ଗ କୁହାଯାଉଥିଲା ବେଳେ ସ୍ଵାଧୀନ ଫିନଲାଣ୍ଡ ଅଧୀନ କୁ ଆସିଲା ପରେ ଏହାକୁ "ସୁଓମେନ୍ଲିନା " କୁହାଗଲା ।  

ସ୍ଵେଡିସ ଯୁଗ 

ଅଗସ୍ତିନ ଆରେନ୍ଭାର୍ଡ ଙ୍କ ସମାଧି ପିଠ , ଦୁର୍ଗ ରେ 
ଲାନସି ମୁସ୍ତାସାରୀ ରୁ ପିକକୁ ମୁସ୍ତାସାରୀ ର ଦୃଶ୍ୟ 
ସୁଓମେନ୍ଲିନା ର ତୋପ ସବୁ  
୧୯୬୦ ମସିହା ର ଆଡଲ୍ଫ ଗିତେ ଙ୍କ ତୈଳଚିତ୍ର ରେ ସ୍ଵେଡିସ ଅରଚେପଲାଗୋ ନୌବାହିନୀ ଚିତ୍ର  
୧୮୭୭ ମସିହା ର ରୁଷୀୟ ୬ ଇଞ୍ଚ ର ୩୫ କାଳିବାର ର ନୌବାହିନୀ କମାଣ 
ହେଲସିଙ୍କି ରୁ ସ୍ତୋକହୋମ ଯାଉଥିବା ଯାତ୍ରୀ ଜାହାଜ M/S Mariella କୁସତାନମିଏକକା ପ୍ରଣାଳୀ ପାରି ହେଉଥିବା ବେଳର ଦୃଶ୍ୟ 
ସୁଓମେନ୍ଲିନା ଠାରେ ହେଲସିଙ୍କି ର ଜେଲ ଗୃହ ଅବସ୍ଥିତ  
ସୁଓମେନ୍ଲିନା ର ଗୁମ୍ଫା ଭିତରକୁ ଯିବା ରାସ୍ତା , ଦ୍ଵିପ ଆଡରୁ  


ସୁଓମେନ୍ଲିନା ର ତନେଲ ପଥ  
ସୁଓମେନ୍ଲିନା  ର ମାନଚିତ୍ର  
  • Kuninkaanportti
  • Krepost Sveaborg
  • List of fortifications
  • List of castles in Finland
  • Suomenlinna church
  • Vesikko - a submarine anchored at Suomenlinna
  • Walhalla-orden

ସ୍ରୋତ ସମୂହ