ଗୋପାଳ କୃଷ୍ଣ ଗାନ୍ଧୀ
Gopalkrishna Gandhi | |
---|---|
22nd Governor of West Bengal | |
Chief Minister | Buddhadeb Bhattacharjee |
ପୂର୍ବ ଅଧିକାରୀ | Viren J. Shah |
ପର ଅଧିକାରୀ | Devanand Konwar |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Gopalkrishna Devdas Gandhi ୨୨ ଅପ୍ରେଲ ୧୯୪୬ India |
ଜୀବନ ସାଥୀ | Tara Gandhi |
ସମ୍ପର୍କ | Mohandas Karamchand Gandhi (grandfather) Kasturbai Gandhi (grandmother) |
ସନ୍ତାନ | 2 (Daughters) |
ବାପା/ବୋଉ | Devdas Gandhi (father) Lakshmi Gandhi (mother) |
ବୃତ୍ତି | Indian Administrative Service |
ଗୋପାଳ କୃଷ୍ଣ ଦେବଦାସ ଗାନ୍ଧୀ (ଜନ୍ମ ପ୍ରିଲ , ୧୯୪୬ ) ଜଣେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା 09.[୧] Aପ୍ରତଥା ଶାସନିକ ସେବା ଅଧିକାରୀ ( ଆଇଏଏସ) ଓ ଡିପ୍ଲୋମାଟ । ସେ ୨୦୦୪ ମସିହା ରୁ ୨୦୦୯ ମସିହା ଯାଏ ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ର 22 ତମ ରାଜ୍ୟପାଳ ମଧ୍ୟ ରହିଥିଲେ ।ସେ ଭାରତ ର ରାଷ୍ଟ୍ରପତି ଙ୍କ ସେକ୍ରେଟାରୀ ଭ୍ଗାବରେ , ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ରେ ଭାରତ ଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବା ସହ ଭରତ ସରକାର ଙ୍କ ବିଭିନ୍ନ ଉଛ ପ୍ରଶାସନିକ ତଥା କୂଟନୈତିକ ପଦବୀ ରେ କାର୍ଯ୍ୟ କରିଛନ୍ତି । [୨]
ପ୍ରାରମ୍ଭିକ ଜୀବନୀ ଓ ପ୍ରଚ୍ଛଦ
ଗୋପାଳକୃଷ୍ଣ ମହାତ୍ମା ଗାନ୍ଧୀ ଙ୍କ ପୌତ୍ର ( ପିତାଙ୍କ ଆଡୁ) ତଥା ଚକ୍ରବର୍ତୀ ରାଜଗୋଳପାଲାଚାରି ଙ୍କ ମଧ୍ୟ ପୌତ୍ର ( ମାତା ଙ୍କ ଅଦୁ ) ସେ ଦେବଦାସ ଓ ଲକ୍ଷ୍ମୀ ଗାନ୍ଧୀ ଙ୍କ ପୁତ୍ର ତଥା ରାଜମୋହନ ଗାନ୍ଧୀ, ୍କସ୍ଵର୍ଗତ ରାମଚନ୍ଦ୍ର ଗାନ୍ଧୀ ତଥା ଶ୍ରୀମତୀ ତାରା ଭଟ୍ଟାଚାର୍ଜ୍ୟ ( ଗାନ୍ଧୀ ) ଙ୍କ ସାନ ଭାଇ ।
ଶିକ୍ଷ୍ୟା ଓ କାର୍ଯ୍ୟ ଜୀବନୀ
ଗୋପାଳ କୃଷ୍ଣ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସେଣ୍ଟ ସ୍ଟିଫେନ କଲେଜ ରୁ ଇଂରାଜୀ ଭାଷା ସାହିତ୍ଯ ରେ ସ୍ନାତକୋତ୍ତର ଉପାଧି ପ୍ରାପ୍ତ ହେଇଥିଲେ ।
ଏହାରେ ସେ ୧୯୬୮ ମସିହା ରେ ସେଭାରତୀୟ ପ୍ରଶାସନିକ ସେବା ( ଆଇଏଏସ) ରେ ଅଫିସର ଭାବରେ ଯୋଗଦାନ କରି ୧୯୮୫ ମସିହା ଯାଏ ତାମିଲନାଡୁ ରାଜ୍ୟ ରେ ସେ୩ବା କରିବା ପରେ ୧୯୮୫ ମସିହା ରୁ ୧୯୮୭ ମସିହା ଯାଏ ଭାରତ ର ଉପ ରାଷ୍ଟ୍ରପତି ଙ୍କ ସ୍ଵଚିବ ଭାବରେ , ତତ୍ ପରେ ୧୯୮୭ ମସିହା ରୁ ୧୯୯୨ ମସିହା ଯାଏ ଭାରତ ର ରାଷ୍ଟ୍ରପତି ଙ୍କ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ଲଣ୍ଡନ ଠାରେ ଭାରତୀୟ ଦୂତାବାସ ରେ ସଂସ୍କୃତି ମନ୍ତ୍ରୀ ଭାବରେ ଓ ଲଣ୍ଡନ ସ୍ଥିତ ନେହେରୁ କେନ୍ଦ୍ର ର ନିର୍ଦେଶକ ଭାବରେ କାଅଯ୍ୟ କରିଥିଲେ । ଏହା ପରେ ସ୩ଏ ଦକ୍ଷିଣ ଆଫ୍ରିକା , ଶ୍ରୀଲଙ୍କା ,ନରୱେ , ଆଇସଲାଣ୍ଡ ର ରାଷ୍ଟ୍ରଦୂତ ଭାବରେ ମଧ୍ୟ କାର୍ଯ୍ୟ କରି ୨୦୦୩ ମସିହା ରେ ଅବସର ଗ୍ରହଣ କରିଥିଲେ ।
୨୦୦୪ ମସିହା ଡିସେମ୍ବର ମାସ ରେ ରେ ଭାରତୀୟ ର ଆଜ୍ୟ ପଶ୍ଚିମ ବଂ ର ରାଜ୍ୟପାଳ ଭାବରେ ଯୋଗ ଦେଇଥିଲେ ଓ ଏହି ସମୟ ମଧ୍ୟ ରେ ସେ ସ୍ଵଳ କାଳ ପାଇଁ ବିହାର ରାଜ୍ୟ ର ରାଜ୍ୟପାଳ ଭାବରେ ଯୁଗ୍ମ ୟିଦାୟିତ୍ଵ ତୁଲେଇ ଥିଲେ । .[୩]
ସେ ଚେନ୍ନଇର କଳା କ୍ଷେତ୍ର ଫାଉଣ୍ଡେସନ ର ଚେୟାରମେନ ଭାବରେ ୨୦୧୧ ରୁ ୨୦୧୪ ମସିହା ଯାଏ , ଇଣ୍ଡିଆନ ଇନ୍ସଟିଟିଉଟ ଅଫ ଆଡଭାନ୍ସ ଷ୍ଟାଡି ର ଚେୟାରଏନ ଭାବରେ ୨୦୧୨ ମସିହା ରୁ ୨୦୧୪ ମସିହା ଯାଏ ରହିଥିଲେ । .[୪][୫]
ଏହା ସହିତ ଗୋପାଳକୃଷ୍ଣ ଅଶୋକ ବିଶ୍ୱବିଦ୍ୟାଳୟ ରେ ଶିକ୍ଷ୍ଯାଦାନ ମଧ୍ୟ କରିଥାନ୍ତି । [୬]
ବିବାଦୀୟ ମନ୍ତବ୍ୟ
୧୫ ତମ ଡି . ପି . କୋହଲୀ ସ୍ମାରକୀ ଭାଷଣ ଦେବା ଅବସର ରେ ସେ CBI କୁ ସରକାର ଙ୍କ ସ୍ଵାର୍ଥ ହାସଲ ପାଇଁ ଅସ୍ର ଭାବରେ ବ୍ଯବହ୍ରୁତ ହାଉଥିବା କଥା କହି ବିବାଦୀୟ ହେଇ ପଡିଥିଲେ । [୭]
ବ୍ୟକ୍ତିଗତ ଜୀବନୀ
ଗୋପାଳ କୃଷ୍ଣ ଓ ତାଙ୍କ ପତ୍ନୀ ତାରା ଗାନ୍ଧୀ ଙ୍କ ଦୁଇଟି କନ୍ୟା ସନ୍ତାନ ରହିଛନ୍ତି ।
ରଚିତ ପୁସ୍ତକ
ହିନ୍ଦୀ
- Saranam, translated as Refuge in English
- Dara Shukoh, a play in verse
- Koi Acchha Sa Larka (translation into Hindustani of Vikram Seth's A Suitable Boy)
ଇଂରାଜୀ
- Gandhi and South Africa
- Gandhi and Sri Lanka
- Nehru and Sri Lanka
- India House, Colombo: Portrait of a Residence
- Gandhi Is Gone. Who Will Guide Us Now? (edited)
- A Frank Friendship/ Gandhi and Bengal: A Descriptive Chronology (compiled and edited).
ନୋଟ ସମୂହ
- ↑ "At farewell, Gopalkrishna Gandhi calls for change in mindsets - The Hindu". December 13, 2009. Retrieved 2013-11-29.
- ↑ Gopal Gandhi outlookindia.com.
- ↑ "Veteran politician R S Gavai new Bihar Governor". One India. Greynium Information Technologies Pvt. Ltd. 22 June 2006. Archived from the original on 24 September 2015.
{{cite news}}
: Unknown parameter|deadurl=
ignored (|url-status=
suggested) (help) - ↑ "Chairman's Profile: Shri Gopalkrishna Gandhi". Indian Institute of Advanced Study. Archived from the original on 2013-09-14. Retrieved 2013-11-29.
{{cite web}}
: Unknown parameter|deadurl=
ignored (|url-status=
suggested) (help) - ↑ "Gopal Gandhi is IAAS chairman". The Hindu. March 6, 2012. Retrieved 2013-11-29.
- ↑ http://ashoka.edu.in/welcome/faculty
- ↑ http://timesofindia.indiatimes.com/india/Former-Bengal-governor-Gopalkrishna-Gandhi-calls-CBI-department-of-dirty-tricks-RIL-a-parallel-state/articleshow/33792797.cms