Jump to content

ସ୍ମିତା ଭାରତୀ

ଉଇକିପିଡ଼ିଆ‌ରୁ
୨୨:୩୮, ୨୮ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Smita Bharti") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Smita Bharti
Smita Bharti in Delhi
ଜନ୍ମ (1964-08-02) ୨ ଅଗଷ୍ଟ ୧୯୬୪ (ବୟସ ୬୦)
Bhilai, Chhattisgarh India
ଜାତୀୟତାIndian
ବୃତ୍ତି(ସମୂହ)Social activist, theatre director
ସକ୍ରିୟ ବର୍ଷ1998–present
Sakshi

ସ୍ମିତା ଭାରତୀ,  ଜଣେ ଭାରତୀୟ ସମାଜ ସେବିକା , ଲେଖିକା ତଥା ମଞ୍ଚ ନାଟକ ନିର୍ଦେଶିକା । ସେ ସାମାଜିକ ଭିତ୍ତିଭୂମି ଉପରେ ଆଧାରିତ ୨୦ ରୁ ଅଧିକ ନାଟକ ରେ କାର୍ଯ୍ୟ କରିଛନ୍ତି । ସେ ମହିଳା ଓ ନିର୍ଜୟାତୀତ ଦଳିତ ଶିଶୁ ମାନଙ୍କ ପାଇଁ ସାମାଜିକ ଉନ୍ନୟନ କାର୍ଯ୍ୟ ରେ ନିଜକୁ ସମ୍ପୂର୍ଣ ଭାବରେ ନିଯୋଜିୟ କରିଛନ୍ତି ।  .[]

ପ୍ରାକ - ଜୀବନୀ ଓ ଶିକ୍ଷ୍ୟା 

ସ୍ମିତା ଛତିଶଗଦ ରାଜ୍ୟ ର ଭିଲାଇ ଠାରେ ୧୯୬୪ ମସିହା ରେ ଜନ୍ମ ଗ୍ରହଣ କରିଥିଲେ । ସେ ସିମଳା ଠାରେ ତାଙ୍କର ସ୍କୁଲ ଶିକ୍ଷ୍ୟା ପାଇଥିଲେ । ୧୯୮୨ ମସିହା ରେ ସେ ନୂଆ ଦିଲ୍ଲୀ ଆସି ସେଠାରେ ଦିଲ୍ଲୀ ବିଶ୍ଵାବିଦ୍ୟାଳୟ ରୁ ସାହିତ୍ୟ ଓ ମନୋବିଜ୍ଞାନ ରେ ଡିଗ୍ରୀ କରିଥିଲେ । ଏହା ପରେ ସେ ତାମିଲନାଡୁ ର ଅନ୍ନାମଲାଇ ବିଶ୍ୱବିଦ୍ୟାଳୟ ରୁ ସାହିତ୍ଯ ରେ ମାଷ୍ଟର ଡିଗ୍ରୀ ପାଇଥିଲେ । ତାଙ୍କ ବିବାହ ବିଫଳ ହେଇଥିଲା ଓ ଏହା ତାଙ୍କ ଜୀବନ ର ଧାରା କୁ ପରିବବରତନ କରିଥିଲା । ସେ ଏକାକୀ ଦୁଇ ସନ୍ତାନ ଙ୍କ ପାଳନ କରିବା ସହ ସମାଜ ରେସେହି ସଦୃଶ ସମସ୍ତଙ୍କ ପାଇଁ ସାମାଜିକ କାର୍ଯ୍ୟ ରେ ମନୋନିବେଶ କରିଆସୁଛନ୍ତି । .[]

କାର୍ଯ୍ୟ ଜୀବନୀ 

୨୦୦୪ ମସିହା ରୁ ସ୍ମିତା ୨୦ ଟି ନାଟକ ରେ ନିର୍ଦେଶନା ଦେଇଛନ୍ତି ।  []ଏହା ସହ ସେ ଅଡିଓ ପୁସ୍ତକ ଓ ବିଡିଓ ସ୍ଥାପନ କାର୍ଯ୍ୟ ବିଶ୍ରୂତ ଭାବରେ କରିଛନ୍ତି ।  [] ସଂସ୍କୃତି ପାଇଁ ଏକ ମିଉଜିଆମ ଓ ଏସିୟ ହେରିତେଜ ପ୍ରତିଷ୍ଠାନ ର ସେ ଜଣେ ଉପଦେଷ୍ଟା । ତାଙ୍କର ନାଟକ ସବୁ ସାମାଜିକ ଉନ୍ନତି ପାଇଁ ଉଦ୍ଧିଷ୍ଟ ରହିଥାଏ । ତାଙ୍କର ନାଟକ " ଯୁଗ ଯୁଗ ଜିଓ " ଜାତୀୟ ପୁରସ୍କାର ପ୍ରାପ୍ତ ହେଇଥିଲା । [][][][][]

ସମାଜ ସେବା କାର୍ଯ୍ୟ 

ସ୍ନିତା 1993 ମସିହା ରୁ ନୟନା କପୁର ଓ ଜସଜିତ ପୁରେବାଳ ଙ୍କ ଦ୍ଵାରା ସ୍ଥାପିତ ବେସରକାରୀ ଅନୁଷ୍ଠାନ " ସାକ୍ଷୀ " ରେ ନିର୍ଜ୍ୟାତୀତଓ ପତିତ  ମହିଳା ଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଛନ୍ତି ।[୧୦]ସେ ସେହି ଅନୁଷ୍ଠାନ ର ମୀକ୍ଷ ଭାବରେ ୨୦୦୭ ମସିହା ରୁ ୨୦୧୫ ମସିହା ଯାଏ ରହିଥିଲେ । ଏହି ସମୟ ମଧ୍ୟ ରେ ସେ ଅନେକ ଉନ୍ନତିମୂଳକ ପଦକ୍ଷେପ ନେଇଥିଲେ । .[୧୧]

ପୁରସ୍କାର 

୨୦୧୩  ମସିହା ରେ ସ୍ମିତା ଲାଦଳି ଜାତୀୟ ପୁରସ୍କାର ପାଇଥିଲେ । ଏହା ପରେ ୨୦୧୬ ମସିହା ରେ ସେ ସମାଜ ସେବା ପାଇଁ କର୍ମବୀର ପୁରସ୍କାର ପ୍ରାପ୍ତ ହେଇଥିଲେ ।  [୧୨]  [୧୩]

References

  1. {{cite web}}: Empty citation (help)
  2. "Stage for Change". Indian Express. 2016.
  3. "A Story of 3 Best Friends". Times of India. 2016.
  4. "A strong voice". The Hindu. 2015.
  5. {{cite web}}: Empty citation (help)
  6. http://www.delhievents.com/2009/04/theatre-hungry-heart-festival-presents_22.html
  7. http://www.thehindu.com/todays-paper/tp-features/tp-metroplus/play-way-method/article4420417.ece
  8. http://danzaperformingarts.in/event.html
  9. http://allevents.in/gurgaon/hinglish-comedy-play-single-mingle/80002637781736
  10. http://www.psbt.org/directors/212
  11. {{cite web}}: Empty citation (help)
  12. http://www.apeejaygroup.com/AK_GoldAwardees_1415.pdf
  13. {{cite web}}: Empty citation (help)