Jump to content

ଚନ୍ଦ୍ରାବତୀ

ଉଇକିପିଡ଼ିଆ‌ରୁ
୦୦:୩୦, ୨୮ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Chandrawati") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଚନ୍ଦ୍ରାବତୀ (ଜନ୍ମ ୧୯୨୮ ) ଜଣେ ଭାରତୀୟ ମହିଳା ରାଜନୀତିଜ୍ଞ । ସେ ୧୯୯୦ ଫେବ୍ରୁଆରି ୧୯ ତାରିଖ ରୁ ୧୯୯୦ ଡିସେମ୍ବର ୧୮ ତାରିଖ ଯାଏ ପଣ୍ଡୁଚେରି( ବର୍ତମାନ ପୁଡୁଚେରି )  ର ଲେଫ୍ଟନାଣ୍ଟ ଗଭରଣର ଥିଲେ । .[] ଏହା ପୂର୍ବ ରୁ ସେ ୧୯୬୪ ରୁ ୧୯୬୬ ଓ ୧୯୭୨ ରୁ ୯୭୪ ମସିହା ରେ ହରିୟଣା ସରକାର ରେ ମନ୍ତ୍ରୀ ରହିଥିଲେ । ୧୯୭୭ ମସିହା ରେ ସେ ଭିବାନୀ ଆସନ ରୁ ଜନତା ଦଳ ରୁ ଲୋକସଭା କୁ ନିର୍ବାଚିତ ହେଇଥିଲେ । []  []

ପ୍ରାରମ୍ଭିକ ଜୀବନୀ 

ତାଙ୍କର ଜନ୍ମ ହରିୟଣା ରାଜ୍ୟ ର ଭିବାନୀ ଜିଲ୍ଲା ର ଦାଲାବାସ ଗ୍ରାମ ରେ ହେଇଥିଲା । ତାଙ୍କ ପିତା ଭାରତୀୟ ସେନା ରେ ସେବାରତ ଥିଲେ । [ଆଧାର ଲୋଡ଼ା]

ରାଜନୈତିକ ଜୀବନୀ 

ସେ ହରିୟଣା ରାଜ୍ୟ ର ମନ୍ତ୍ରୀ ଭାବରେ ଭିନ୍ନ ସମୟ ରେ ରହିବା ସହ ବିରୋଧୀ ଦଳ ର ନେତ୍ରୀ ଭାବରେ ମଧ୍ୟ ରହିଥିଲେ । ପରେ ସେ କଂଗ୍ରେସ ଦଳ ରେ ଯୋଗ ଦେଇଥିଲେ । [ଆଧାର ଲୋଡ଼ା]

ସେ ୧୯୯୦ ଫେବ୍ରୁଆରି ୧୯ ତାରିଖ ରୁ ୧୯୯୦ ଡିସେମ୍ବର ୧୮ ତାରିଖ ଯାଏ ପଣ୍ଡୁଚେରି( ବର୍ତମାନ ପୁଡୁଚେରି ) ର ଲେଫ୍ଟନାଣ୍ଟ ଗଭରଣର ଥିଲେ 

ଆଧାର ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. {{cite web}}: Empty citation (help)