Jump to content

ସାକ୍ଷୀ ମଲିକ

ଉଇକିପିଡ଼ିଆ‌ରୁ
୨୩:୩୫, ୨୬ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sakshi Malik") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସାକ୍ଷୀ ମାଲିକ, (ଜନ୍ମ ୩  ସେପ୍ଟେମ୍ବର ୧୯୯୨ ) ଜଣେ ଭାରତୀୟ ଫ୍ରି ଷ୍ଟାଇଲ ମହିଳା କୁସ୍ତିବିଦ । ସେ ପ୍ରଥମ ଭାରତୀୟ ମହିଳା ଭାବରେ ଏକ ଗ୍ରୀଷ୍ମକାଳୀନ ଅଲିମ୍ପିକ ରେ ପଦକ ପ୍ରାପ୍ତ ହେଇଥିଲେ । ସେ ଏହି ବିରଳ କୃତି ୨୦୧୬ ମସିହା ରେ ବ୍ରାଜିଲ ର ରିଓ ଠାରେ ହେଇଥିବା ଅଲିମ୍ପିକ କ୍ରିଡା ରେ ୫୮ କିଲୋଗ୍ରାମ ବର୍ଗ ର ମହିଳା ଫ୍ରିଷ୍ଟାଇଲ କୁସ୍ତି ରେ ହାସଲ କରିଥିଲେ । ଏହା ବ୍ୟତୀତ ସେ ଭାରତ ର ଅଲିମ୍ପିକ ରେ ମେଡାଲ ହାସଲ କରିଥିବା ଚତୁର୍ଥ ମହିଳା ହେଇଥିଲେ । .[][] ସେ ବିନେଶ ଫୋଗତ , ବବିତା କୁମାରୀଗୀତା ଫୋଗତ ଙ୍କ ସହ JWS କ୍ରିଡା ଉତ୍କର୍ଷତା କାର୍ଯ୍ୟକ୍ରମ ରେ ରହିଛନ୍ତି । .[]

ଅଲିମ୍ପିକ ବ୍ୟତୀତ ସେ ୨୦୧୪ କମନୱେଲ୍ଥ ଗେମ ରେ ରୌପ୍ୟ ଓ ୨୦୧୫ ମସିହା ରେ  ଦୋହା ରେ ହେଇଥିବା ଏସୀୟ କୁସ୍ତି ଚମ୍ପିୟାନଶିପ ରେ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଥିଲେ । .[][]

ପ୍ରାରମ୍ଭିକ ଜୀବନୀ 

ସାକ୍ଷୀ ଙ୍କ ଜନ୍ମ ହରିଆଣା ରାଜ୍ୟ ର ରୋହତକ ଜିଲ୍ଲା ର ମୋଖରା ଗ୍ରାମ ରେ ହେଇଥିଲା । ତାଙ୍କ ପିତା ଶିଖବିର ଦିଲ୍ଲୀ ପରିବହନ କର୍ପୋରେସନ ର ଜେନ ବସ କଣ୍ଡକ୍ଟର ଭାବେ କାର୍ଯ୍ୟ କରନ୍ତି । ତାଙ୍କ ମାଁ ସ୍ଥାନୀୟ ଅଙ୍ଗନବାଡି ରେ ପରିଚାଳକ ଭାବରେ କାର୍ଯ୍ୟ କରନ୍ତି । [] .[][] ତାଙ୍କ ପିତାମହ ବଡଲୂ ରାମ ଜଣେ  ମଲ୍ଲଯୋଦ୍ଧା ଥିଲେ ଓ ସାକ୍ଷୀ କୁସ୍ତି ପ୍ରତି ତାଙ୍କ ଠାରୁ ପ୍ରେରିତ ହେଇଥିଲେ । .[] ସେ ମାତ୍ର ୧୨ ବର୍ଷ ବୟସ ରେ ରୋହତକ ର ଛୋଟୁ ରାମ ଷ୍ଟାଡିୟମ ରେ କୁସ୍ତି ଅଭ୍ୟାସ ଆରମ୍ଭ କରିଥିଲେ । 

କ୍ରିଡା ଅବଦାନ 

ପେଷାଦାର କୁସ୍ତି ରେ ସାକ୍ଷୀ ଙ୍କ ପ୍ରଥମ ଆନ୍ତର୍ଜାତିକ ସଫଳତା ୨୦୧୦ ମସିହା ବିଶ୍ଵ ଜୁନିଅର ଚମ୍ପିୟାନଶିପ ରେ ହେଇଥିଲା ଓ ସେ ସେଥିରେ ୫୮ କିଲୋଗ୍ରାମ ବର୍ଗ ରେ ବ୍ରୋଞ୍ଜ ପଦକ ପାଇଥିଲେ । [୧୦] ୨୦୧୪ ମସିହା ରେ ସେ ଦାଭେ ସ୍କୁଲ୍ଜ ଆନ୍ତର୍ଜାତିକ ମହିଳା କୁସ୍ତି ପ୍ରତିଯୋଗୀତା ରେ  ସେ ୬୦ କିଲୋଗ୍ରାମ ବର୍ଗ ରେ ଭାଗ ନେଇ ସ୍ଵର୍ଣ ପଦକ ପାଇଥିଲେ । 

୨୦୧୪ ମସିହା ଗ୍ଲାସଗୋ ଠାରେ ହେଇଥିବା କମନୱେଲ୍ଥ କ୍ରିଡା ରେ ସେ ଚମତ୍କାର ପ୍ରଦର୍ଶନ ଜରିଆ ରେ ଫାଇନାଲ କୁ ପହଞ୍ଚି ଥିଲେ । ସେଥିରେ ସେ ହଋ ଯାଇ ରୌପ୍ୟ ପଦକ ପାଇଥିଲେ । .[୧୧] ସେହି ବର୍ଷ ସେ ଟାସକେଣ୍ଟ  ଠାରେ ହେଇଥିବା ବିଶ୍ଵ ଚମ୍ପିୟାନଶିପ ରେ କ୍ଵାଟର ଫାଇନାଲ ଯାଇ ପହଞ୍ଚିଥିଲେ ମଧ୍ୟ ପଦକ ପାଇ ନଥିଲେ । ୨୦୧୫ ମସିହା ଦୋହା ଏସୀୟ କ୍ରିଡା ରେ ସେ ବ୍ରୋଞ୍ଜ ପଦକ ପାଇଥିଲେ ।[୧୨] [୧୩]

ଦିଲ୍ଲୀ ଠାରେ ସେ ପ୍ରୋ -ରେସଲିଙ୍ଗ ଲିଗ ରେ ସେ ପେଷାଦାର କୁସ୍ତିବିଦ ଭାବରେ ଭାଗ ନେଇଥିଲେ । [୧୪] 

ବ୍ୟକ୍ତିଗତ ଜୀବନୀ 

ସାକ୍ଷୀ ବର୍ତମାନ ଭାରତୀୟ ରେଳ ବିଭାଗ ରେ ଦିଲ୍ଲୀ ଠାରେ ବାଣିଜ୍ୟ ବିଭାଗ ରେ କାର୍ଯ୍ୟରତ । ରିଓ ଅଲିମ୍ପିକ ରେ ପଦକ ପାଇବା ପରେ ତାଙ୍କୁ ଅଫିସର ଭାବରେ ପଦୋନ୍ନତି ପ୍ରଦାନ କରାଯାଇଥିଲା । .[୧୫]

ସେ ରୋହତକ ଠାରେ ଥିବା ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ ରୁ ଶାରୀରିକ ଶିକ୍ଷ୍ୟା ବିଭାଗ ରେ ସ୍ନାତକୋତ୍ତର ( PG) ଡିଗ୍ରୀ ହାସଲ କରିଥିଲେ । [୧୬][୧୭]  

ପୁରସ୍କାର ଓ ସମ୍ମାନ ସମୂହ 

ଆଧାର ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. JSW Sports Excellence Program, additional.
  4. {{cite web}}: Empty citation (help)
  5. {{cite web}}: Empty citation (help)
  6. Sharma, Nitin (18 August 2016). "Sakshi Malik has done her village Mokhra and whole India proud: coach Ishwar Singh Dahiya". The Indian Express. Retrieved 21 August 2016. {{cite news}}: More than one of |first1= and |first= specified (help); More than one of |last1= and |last= specified (help)
  7. ""Beti Khilao" will become a reality : Sakshi's mom". Times of India. 19 August 2016. Retrieved 18 August 2016.
  8. {{cite web}}: Empty citation (help)
  9. "I would like others to take inspiration from her, says Sakshi's father". The Hindu. 18 August 2016. Retrieved 18 August 2016.
  10. {{cite web}}: Empty citation (help)
  11. {{cite web}}: Empty citation (help)
  12. {{cite web}}: Empty citation (help)
  13. {{cite web}}: Empty citation (help)
  14. http://www.prowrestlingleague.com/player/Sakshi_Malik_2017
  15. "Sakshi Malik to be Promoted as Gazetted Railway Officer". NDTV.com. 19 August 2016. Retrieved 19 August 2016.
  16. "This is the result of over 10 years of hard work: Sakshi Malik after bronze". Hindustan Times. 18 August 2016. Retrieved 19 August 2016.
  17. "Girl with dream to wrestle". The Calcutta Telegraph. 18 August 2016. Retrieved 19 August 2016.
  18. {{cite web}}: Empty citation (help)
  19. "P.V Sindhu, Sakshi Malik, Dipa Karmakar to get Khel Ratna; Ajinkya Rahane named for Arjuna Award". The Indian Express. 22 August 2016. Retrieved 22 August 2016.
  20. "PV Sindhu to receive Rs 2 crore from Delhi government". The Indian Express. 20 August 2016. Retrieved 20 August 2016.
  21. "Sakshi Malik awarded Rs 2.5 crore by Haryana government". The Indian Express. 18 August 2016. Retrieved 18 August 2016.
  22. "MP to give Rs 25 lakh to Sakshi, offers training to Deepa". Business Standard. 18 August 2016. Retrieved 18 August 2016.
  23. "Sakshi Malik set to get richer by at least Rs 2.5 crore after bronze medal at Rio 2016 Olympics". The Indian Express. 17 August 2016. Retrieved 17 August 2016.
  24. "Haryana opens arms and wallet for Olympic medallist Sakshi Malik". The Hindustan Times. 25 August 2016. Retrieved 28 August 2016.
  25. "Sakshi Malik to receive Rs 60 lakh from Indian Railways for her Bronze medal win at Rio 2016 Olympics". The Indian Express. 18 August 2016. Retrieved 18 August 2016.
  26. "Sakshi Malik appointed wrestling director of Rohtak university". The Indian Express. 4 September 2016. Retrieved 4 September 2016.

ବାହ୍ୟ ସଂଯୋଗ