କିରଣ ରାଓ
Kiran Khan | |
---|---|
ଫାଇଲ:Kiran Rao.jpg | |
ଜନ୍ମ | [୧][୨] Bangalore, Karnataka, India | ୭ ନଭେମ୍ବର ୧୯୭୩
ଶିକ୍ଷାନୁଷ୍ଠାନ | Sophia College Mumbai Jamia Millia Islamia, New Delhi |
ବୃତ୍ତି(ସମୂହ) | Director, producer, screenwriter |
ସକ୍ରିୟ ବର୍ଷ | 2005–present |
ବୈବାହିକ-ସାଥୀ | |
ସନ୍ତାନ | Azad Rao Khan |
ସମ୍ପର୍କୀୟ | Aditi Rao Hydari (cousin) |
କିରଣ ରାଓ ଜଣେ ଭାରତୀୟ ଫିଲ୍ମ ନିର୍ମାତ୍ରୀ , ଚିତ୍ରକଥା ଲେଖିକା ଓ ନିର୍ଦେଶିକା ।
ପ୍ରାର୍ଥମିକ ଜୀବନୀ
ବର୍ତମାନ ର ତେଲେଙ୍ଗାନା ରାଜ୍ୟ ରେ ବାନାପାର୍ଥୀ ଜିଲ୍ଲା ରେ ସେ ନଭେମ୍ବର ୭ , ୧୦୭୩ ରେ ଜନ୍ମ ଗ୍ରହଣ କରିଥିଲେ । .[୧][୨][୩] ତେବେ ସେ ତାଙ୍କର ବାଲ୍ୟ କାଳ କଲିକତା ରେ ବିତେଇଥିଲେ ଓ ସେଠାରେ ଲରେଟୋ ହାଉସ ରେ ଶିକ୍ଷ୍ୟା ପାଇଥିଲେ । ୧୯୯୨ ମସିହା ରେ ତାଙ୍କ ପରିବାର ମୁମ୍ବାଇ କୁ ଆସି ରହିଲେ । ସେଠାରେ ସେ ସୋଫିଆ କଲେଜ ରେ ଅର୍ଥନୀତି ସହିତ ଡିଗ୍ରୀ ଶିକ୍ଷ୍ୟା ନେଇଥିଲେ । .[୨] ଏହା ପରେ ସେ ସାମାଜିକ କମ୍ୟୁନିକେଶନ ଟ୍ରେନିଂ ମଧ୍ୟ ନେଇଥିଲେ । ତାହା ପରେ ସେ ନୂଆ ଦିଲ୍ଲୀ କୁ ଆସି ସେଠାରେ ଯାମିଆ ମିଳିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ରେ ମାସ କମ୍ୟୁନିକେଶନ ରେ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । .[୪] Actress Aditi Rao Hydari is Rao's first cousin.
ଫିଲ୍ମ ଜୀବନୀ
- ଇଣ୍ଟରନେଟ ମୁଭି ଡାଟାବେସରେ କିରଣ ରାଓ
କିରଣ ଙ୍କ ପ୍ରଥମ ଫିଲ୍ମ ଥିଲା ଆଶୁତୋଷ ଗୋୱାରିକର ଙ୍କ " ଲଗାନ " । ସେଥିରେ ସେ ସହ - ନିର୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଓ ଫିଲ୍ମ ଟି ଖୁବ ସଫଳ ହେଇଥିଲା । ଲଗାନ ୭୪ ତମ ଏକାଡେମି ପୁରସ୍କାର ପାଇଁ ନିଦେଶ୍ୟ ଭାଷା ଫିଲ୍ମ ଭାବରେ ମନୋନଯନ ସ୍ତର ଯାଏ ପହଞ୍ଚିଥିଲା । କିରଣ ଏହା ପରେ ଆଶୁତୋଷ ଙ୍କ ସହ " ସ୍ଵଦେଶ " , " WE, The People " ପରି ଫିଲ୍ମ ରେ କାମ କରିଥିଲେ ଓ " ଦିଲ ଚାହତା ହେ " ଫିଲ୍ମ ରେ ଏକ ଚରିତ୍ର ଭୂମିକା ରେ ଅଭିନୟ [୫]ମଧ୍ୟ କରିଥିଲେ । ମୀରା ନାୟାର ଙ୍କ ଏକାଡେମି ପୁରସ୍କାର ପାଇଁ ମନୋନୀତ ଫିଲ୍ମ " Monsoon Wadding " ସେ କିରଣ ସହାୟକ ନିର୍ଦେଶିକା ଭାବରେ କାର୍ଯ୍ୟ କରିଥିଲେ । [୬]
୨୦୧୧ ମସିହା ରେ ସେ ନିଜସ୍ଵ ଲେଖା ରେ " ଧୋବୀ ଘାଟ " ଫିଲ୍ମ ନିର୍ଦେଶନା ଦେଇଥିଲେ । .[୭][୮] ସେ ବର୍ତମାନ କଲିକତା ସହର ଉପରେ ପରଜ୍ଯବେଶିତ ଏକ କାହାଣୀ ରେ ଫିଲ୍ମ ନିର୍ମାଣ କରୁଛନ୍ତି । .
୨୦୧୫ ମସିହା ମୁମ୍ବାଇ ଫିଲ୍ମ ଫେସ୍ତିଭାଲ ରେ ସେ ଚେୟାରମେନ ଥିଲେ । .[୯]
ବ୍ୟକ୍ତିଗତ ଜୀବନୀ
୨୦୦୫ ମସିହା ରେ ସେ ଅଭିନେତା ଆମିର ଖାନ ଙ୍କୁ ବିବାହ କରିଥିଲେ । ଆମିର ତାଙ୍କ ପ୍ରଥମ ପତ୍ନୀ ଋନା ଦତ୍ତ ଙ୍କ ଠାରୁ ଛାଡପତ୍ର ଦେଇ ରହୁଥିଲେ । ବର୍ତମାନ କିରଣ ଆମିର ଙ୍କ ସହ ମୁମ୍ବାଇ ର ବାନ୍ଦ୍ରା ଆଞ୍ଚଳ ରେ ରହନ୍ତି । .[୧୦] ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । .[୧୧] [୧୨]
ଫିଲ୍ମୋଗ୍ରାଫି
ଆଧାର ସମୂହ
- ↑ ୧.୦ ୧.୧ "Aamir surprises Kiran on birthday". Filmibeat.com. 10 November 2008. Retrieved 2016-08-18.
- ↑ ୨.୦ ୨.୧ ୨.୨ Gupta, Pratim D. (3 December 2010). "She's the one!". The Daily Telegraph. Calcutta, India. Retrieved 2 May 2011.
- ↑ 2010 Films - Dhobi Ghat Archived 24 August 2011 at the Wayback Machine.
- ↑ "Dear Mr. Subhash Ghai, my name is Kiran Rao". Tehelka Magazine. 22 January 2011.
- ↑
{{cite web}}
: Empty citation (help) - ↑ Kiran Rao
- ↑ "Aamir is a dream producer: Kiran Rao". The Times of India. Retrieved 21 January 2011.
- ↑
{{cite web}}
: Empty citation (help) - ↑ "Hope to make space for indie film distribution at MAMI: Kiran Rao". The Indian Express. 2015-06-30. Retrieved 2016-12-19.
{{cite news}}
: More than one of|accessdate=
and|access-date=
specified (help); More than one of|work=
and|newspaper=
specified (help) - ↑ "Grand reception for Aamir Khan-Kiran Rao wedding".
- ↑ "Baby boy for Aamir Khan, Kiran Rao".
- ↑ "Aamir made me open to different points of view: Kiran Rao - The Times of India". The Times Of India.
ବାହ୍ୟ ସଂଯୋଗ
- ଇଣ୍ଟରନେଟ ମୁଭି ଡାଟାବେସରେ କିରଣ ରାଓ