ଟିଣ୍ଟୁ ଲୁକ୍କା
ଟିଣ୍ଟୁ ଲୁକ୍କା (ଜନ୍ମ ୨୬ ଏପ୍ରିଲ ୧୯୮୯ ) ଜଣେ ଭାରତୀୟ ମହିଳା ଆଥଲେଟ । ସେ ମଧ୍ୟ -ଦୂରତା ଦୌଡ ପ୍ରତିଯୋଗୀତା ମାନଙ୍କ ରେ ଦେଶ ଓ ବିଦେଶ ରେ ଅନେକ ପଦକ ହାସଲ କରିଛନ୍ତି । ତାଙ୍କର ଜନ୍ମ କେରଲ ରାଜ୍ୟ ର ଭାଲାଥୋଡେ ଠାରେ ହେଇଥିଲା
କ୍ରିଡା ଅବଦାନ
ଟିଣ୍ଟୁ ୮୦୦ ମିଟର ମହିଳା ଡୋଡା ରେ ଭାରତୀୟ ଜାତୀୟ ରେକର୍ଡ ର ଅଧିକାରୀ । ସେ ୨୦୧୬ ମସିହା ରେ ବ୍ରାଜିଲ ର ରିଓ ଠାରେ ହେଇଥିବାଅଲିମ୍ପିକ ଖେଳ ରେ 800 ମିଟର ମହିଳା ଦୌଡ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଏହା ପୂର୍ବରୁ ମଧ୍ୟ ୨୦୧୨ ମସିହା ଲଣ୍ଡନ ଅଲିମ୍ପିକ ରେ ମଧ୍ୟ ସେ ଭାଗ ନେଇଥିଲେ । ସେ ୨୦୧୫ ମସିହା ଏସିଯା ଚ୍ଚମ୍ପିୟାନ ହେବା ସହ ଅସିଆ ଅଥଲଟିକ ଏମଆଇଟି ରେ ସମୁଦାଯ 6 ଟି ପଦକ ହାସଲ କରିଥିଲେ ।
ଭାରତୀୟ ଦୌଡ-ରାଣୀ କୁହାଯାଉଥିବା ପି . ଟି . ଉଷା ଙ୍କ ତାଲିମ ରେ ସେ ମହିଳା ୪୦୦ ମିଟର ଓ ମହିଳା ୪x୪୦୦ ମିଟର ରିଲେ ରେଶ ରେ ୨୦୧୩ ଏସୀୟ ଆଥଲେଟିକ ମିଟରେ ଭାଗ ନେଇ ସ୍ଵର୍ଣ ପଦକ ଜିତିଥିଲେ । ୨୦୧୪ ମସିହା ରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ ।
ପୁରସ୍କାର ଓ ସମ୍ମାନ ସମୂହ
ଅର୍ଜୁନ ପୁରସ୍କାର - ୨୦୧୪ [୧]
ଆଧାର ସମୂହ
- ↑ "Tintu Luka Profile: Women's 800m". The Indian Express. 17 August 2016. Retrieved 17 August 2016.