ଅଶ୍ୱିନୀ ପୋନାପ୍ପା
Ashwini Ponnappa | ||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||
ଜନ୍ମ ନାମ | Ashwini Ponnappa | |||||||||||||||||||||||||||||||||||||||||||||||||||||
ଜନ୍ମ | Bangalore, Karnataka, India | ୧୮ ସେପ୍ଟେମ୍ବର ୧୯୮୯|||||||||||||||||||||||||||||||||||||||||||||||||||||
ବାସସ୍ଥାନ | Hyderabad, India | |||||||||||||||||||||||||||||||||||||||||||||||||||||
ଉଚ୍ଚତା | 5 ft 5 in (1.65 m) | |||||||||||||||||||||||||||||||||||||||||||||||||||||
ଦେଶ | India | |||||||||||||||||||||||||||||||||||||||||||||||||||||
ସକ୍ରିୟ କାଳ | 2007–present | |||||||||||||||||||||||||||||||||||||||||||||||||||||
କେଉଁ ହାତ ବ୍ୟବହାର କରନ୍ତି | Right | |||||||||||||||||||||||||||||||||||||||||||||||||||||
Women's Doubles | ||||||||||||||||||||||||||||||||||||||||||||||||||||||
ସର୍ବୋଚ୍ଚ ରାଙ୍କ | 10 (20 August 2015) | |||||||||||||||||||||||||||||||||||||||||||||||||||||
ବର୍ତ୍ତମାନ ରାଙ୍କ | 14 (14 January 2016) | |||||||||||||||||||||||||||||||||||||||||||||||||||||
Medal record
| ||||||||||||||||||||||||||||||||||||||||||||||||||||||
BWF Profile |
ଅଶ୍ଵିନୀ ପୋନାପ୍ପା, ଜନ୍ମ ୧୮ ସେପ୍ଟେମ୍ବର ୧୯୮୯ ) ଜଣେ ଭାରତୀୟ ମହିଳା ବେଡମିଣ୍ଟନ ଖେଳାଳି । ସେ ଜାତୀୟ ଓ ଆନର୍ଜାତୀୟ ସ୍ତର ରେ ସାଧାରଣତଃ ମହିଳା ଡବଲସ ଓ ମିକ୍ସ ଡବଲସ ରେ ଭାଗ ନେଇଥାନ୍ତି । ଜ୍ଵାଳା ଗୁଟ୍ଟା ଙ୍କ ସହ ତାଙ୍କର ଯୋଡି ଅନେକ ଜାତୀୟା ଆନ୍ତର୍ଜାତୀୟ ପଦକ ପାଇଛନ୍ତି ଓ ଡବଲସ ମହିଳା ବିଭାଗ ରେ ସେମାନେ ଏକ ସଫଳ ଯୋଡି ଭାବରେ ଖାତି ଅର୍ଜନ କରିଛନ୍ତି । ସେମାନଙ୍କ ଯୋଡି କମନୱେଲ୍ଥ ଗେମ ରେ ସ୍ଵର୍ଣ ପଦକ ସହ ବିଶ୍ଵ ଚମ୍ପିଅଂଶିପ ପ୍ରତିଯୋଗୀତା ରେ ମଧ୍ୟ ବ୍ରୋଞ୍ଜ୍ଜ ପଦକ ହାସଲ କରିଥିଲେ । ବିଶ୍ଵ ରେନୀକିଙ୍ଗ ରେ ତାଙ୍କ ଯୋଡି ବହୁ କାଳ ଧରି ୨୦ ରେଙ୍କ ମଧ୍ୟ ରେ ରହିଛନ୍ତି ।
ପ୍ରାରମ୍ଭିକ ଜୀବନୀ
ଅଶ୍ଵନୀ ଙ୍କ ଜନ୍ମ ବାଙ୍ଗାଲୋର ଠାରେ ୧୮ ସେପ୍ଟେମ୍ବର , ୧୯୮୯ ମସିହା ରେ ହେଇଥିଲା । ତାଙ୍କ ପିତା ଭାରତୀୟ ଜାତୀୟ ହକି ଦଳ ରେ ଜଣେ ମୁଖ୍ୟ ସଦସ୍ୟ ରହିଥିଲେ । କିନ୍ତୁ ଅଶ୍ଵିନୀ ବେଡମିଣ୍ଟନ ପାଇଁ ଆଗ୍ରହୀ ଥିଲେ ।
Career
ବାଙ୍ଗାଲୋର ଠାରେ ସ୍କୁଲ ଶିକ୍ଷ୍ୟା ପରେ ସେ୨୦୦୧ ମସିହା ରେ ହାଇଦ୍ରାବାଦ ରୁ ଡିଗ୍ରୀ କରିଥିଲେ । ୨୦୦୪ ମାଇହା ରେ ଅଶ୍ଵିନୀ ପ୍ରଥମ ଥର ପାଇଁ ଜାତୀୟ ସବ ଜୁନିଅର ବାଳିକା ବେଡମିଣ୍ଟନ ର ବାଳିକା ଡବଲସ ଜିତିଥିଲେ ।ପୁନଶ୍ଚ ସେହି ବିଭାଗ ରେ ୨୦୦୫ ମସିହା ରେ ମଧ୍ୟ ବିଜୟିନୀ ହେବା ପରେ ୨୦୦୬ ମସିହା ଓ ୨୦୦୭ ମସିହା ରେ ଜାତୀୟ ବାଳିକା ଜୁନିଅର ଟାଇଟଲ ମଧ୍ୟ ହାସଲ କରିଥିଲେ । ୨୦୧୦ ମସିହା ଦକ୍ଷିଣ ଏସୀୟ ଗେମ ରେ ସେ ମିକ୍ସ ଡବଲସ ରେ ସ୍ଵର୍ଣ ପଦକ ପାଇଥିଲେ । ସେହି ବର୍ଷ ସେ ଭାରତ ରେ ହେଇଥିବା କମନୱେଲ୍ଥ ଗେମ ରେ ମଧ୍ୟ ମହିଳା ଦବଲ୍ସ ରେ ଜ୍ଵାଳା ଗୁଟ୍ଟା ଙ୍କ ସହ ମିଶି ଡବଲସ ସ୍ଵର୍ଣ ହାସଲ କରିଥିଲେ । .[୧]
୨୦୧୧ ମସିହା ରେ ସେ ଜ୍ଵାଳା ଗୁଟ୍ଟା ଙ୍କ ସହ କେତେକ ସ୍ମରଣୀୟ ବିଜଯ ହାସଲ କରିଥିଲେ । ପ୍ରଥମ ଭାରତୀୟ ମହିଳା ଯୋଡି ଭାବରେ ସେମାନେ ବିଶ୍ଵ ବେଡମିଣ୍ଟନ ପ୍ରତିଯୋଗିତା ରେ ପଦକ ହାସଲ କରିଥିଲେ । ପରବର୍ତୀ ବର୍ଷ ଲଣ୍ଡନ ଅଲିମ୍ପିକ ରେ କିନ୍ତୁ ସେମାନେ ଲିଗ ସ୍ତର ର ପ୍ରଥମ ରାଉଣ୍ଡ ରେ ହାରି ଯାଇଥିଲେ ।ପରେ ଉନ୍ନତ ଖେଳ ଖେଳି ମେଚ ଗୁଡିକ ଜିତିଥିଲେ ମଧ୍ୟ ଦୁର୍ଭାଗ୍ୟ ବଷଟ ମାତ୍ର ୧ ପଏଣ୍ଟ ପାଇଁ ପରବର୍ତୀ ପଦକ ପର୍ଯ୍ୟାୟ କୁ ଯାଇ ପାରିନଥିଲେ ।
ଅବଦାନ ସବୁ
Year | Tournament | Partner | Opponent | Score | Result |
---|---|---|---|---|---|
2017 | Syed Modi International | N. Sikki Reddy | Kamilla Rytter Juhl |
16-21, 18-21 | 02 ! Runner-up |
2015 | Canada Open | Jwala Gutta | Eefje Muskens |
21–19, 21–16 | 01 ! Winner |
2010 | India Open | Jwala Gutta | Shinta Mulia Sari |
11-21, 21-9, 15-21 | 02 ! Runner-up |
Year | Tournament | Partner | Opponent | Score | Result |
---|---|---|---|---|---|
2016 | Welsh International | N. Sikki Reddy | Anastasia Chervyakova |
16-21, 11-21 | 02 ! Runner-up |
2013 | Tata India International | Jwala Gutta | Pradnya Gadre |
19-21, 19-21 | 02 ! Runner-up |
Year | Tournament | Partner | Opponent | Score | Result |
---|---|---|---|---|---|
2013 | Tata India International | Tarun Kona | Akshay Dewalkar |
17-21, 21-18, 18-21 | 02 ! Runner-up |
ବାହ୍ୟ ସଂଯୋଗ
ପୁନଶ୍ଚ ଦେଖଣା
- India at the 2006 Commonwealth Games
- 2010 Commonwealth Games
ଆଧାର ସମୂହ
- ↑ Rao, Rakesh (14 October 2010). "Saina wins singles gold". The Hindu. Retrieved 15 October 2010.