Jump to content

କେ. ଏମ. ବୀଣାମୋଲ

ଉଇକିପିଡ଼ିଆ‌ରୁ
୦୧:୪୯, ୨୪ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "K. M. Beenamol") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

କଳାଇଥୁମାକୁଝି ମାଥ୍ୟୁସ ବିନାମୋଲ , ଜଣେ ପୂର୍ବତନ ଭାରତୀୟ ମହିଳା ଆଥଲେଟ । ତାଙ୍କର ଜନ୍ମ ୧୫ ଅଗଷ୍ଟ ୧୯୭୫ରେ କେରଲ ରାଜ୍ୟ ର ଇଦଦୁକି ଜିଲ୍ଲା ର କୋମ୍ବିଦିଞ୍ଜାଳ ନାମକ ଗ୍ରାମ ରେ ହେଇଥିଲା । 

ପେଷାଦାର କ୍ରୀଡାବିଦ ଜୀବନ 

କଉଣଶି ଆନ୍ତର୍ଜାତୀୟ କ୍ରିଡା ପ୍ରତିଯୋଗୀତା ରେ ଭାଇ ଭଉଣୀ ଯୋଡି ଏକ ସଙ୍ଗେ  ପଦକ ଜିତିବାରେ ବିନାମୋଲ ଓ ତାଙ୍କ ଭାଇ କେ . ଏମ.  ବିନୁ ଭାରତ ର ଏକମାତ୍ର ଯୋଡି ଭାବରେ ରହିଛନ୍ତି । ବିନାମୋଲ ମହିଳା ବିଭାଗ ର ୪୦୦ ମିଟର ରିଲେ ଓ ୮୦୦ ମିଟର ରେ ଭାଗ ନଉଥିଲେ । .୨୦୦୦ ମସିହା ଅଲମ୍ପିକ ରେ ସେ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାରେ  ପି . ଟି . ଉଷା ଓ ସିନି ଉଇଲିଯମ ଙ୍କ ପରେ ଙ୍କ ପରେ ତୃତୀୟ ମହିଳା ଭାରତୀୟ  ଆଥଲେଟ । 

ଅଲିମ୍ପିକ 

ଏସୀୟ କ୍ରିଡା ଅବଦାନ 

ବୁଶାନ ଠାରେ ହେଇଥିବା ଏସିୟ କ୍ରିଡା ରେ ସେ ମହିଳା ବିଭାଗ ର ୮୦୦ ମିଟର ଦୌଡ ଏବଂ ୪x୪୦୦ ମିଟର ମହିଳା ଦୌଡ ପ୍ରତିଯୋଗୀତା ରେ ସ୍ଵର୍ଣ ପଦକ ପ୍ରାପ୍ତ ହେଇୟହିଲେ .[][][]

ପୁରସ୍କାର 

୨୦୦୦ ମସିହା ରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ । .[][] ପୁନର୍ବାର ସେ ୨୦୦୨-୨୦୦୩ ମସିହା ପାଇଁ ଅଞ୍ଜଲି ବେଦପାଠକ ଭଗବତ ଙ୍କ ସହ ଯୁଗ୍ମ ଭାବରେ " ରାଜୀବ ଗାନ୍ଧୀ ଖେଳ ରତ୍ନା" ପୁରସ୍କାର ଲାଭ କରିଥିଲେ । .[][] ୨୦୦୪ ମସିହା ରେ ସେ ନାଗରକା ସମ୍ମାନ ପଦ୍ମଶ୍ରୀ ପ୍ରାପ୍ତ ହେଇଥିଲେ । i.[]

ବ୍ୟକ୍ତିଗତ ଜୀବନ 

ବିନାମୋଲ ବିବେକ ଜର୍ଜ ନାମକ ଜେନ ପାଥୋଲଜିଷ୍ଟ ଙ୍କୁ ବିଭାହ କରିଛନ୍ତି ଓ ତାଙ୍କର ୨ ସନ୍ତାନ ରହିଛନ୍ତି । 

ପୁନଶ୍ଚ ଦେଖଣା 

  • List of Kerala Olympians

ଆଧାର ସାନୁହ 

  1. "Kombodinjal basks in Beenamol, Binu's glory". Rediff. 16 October 2002. Archived from the original on 24 November 2002. Retrieved 19 November 2016.
  2. Sen Gupta, Abhijit (16 May 2002). "She's been at it". The Hindu. Retrieved 2010-01-28.
  3. "`Star of the Year' award for Beenamol". The Hindu. 19 November 2004. Retrieved 2010-01-28.
  4. "Arjun Award - Sports". Indian Olympic Association. Archived from the original on 22 September 2011. Retrieved 20 November 2016. {{cite web}}: |archive-date= / |archive-url= timestamp mismatch; 22 ସେପ୍ଟେମ୍ବର 2016 suggested (help)
  5. "List of Arjuna Award Winners". Ministry of Youth Affairs and Sports. Government of India. Archived from the original on 25 December 2007. Retrieved 20 November 2016.
  6. "Arjuna Awards, Rajiv Gandhi Khel Ratna, Dhyan Chand and Dronacharya awards given away". Press Information Bureau. Ministry of Youth Affairs and Sports. 29 August 2003. Archived from the original on 26 April 2016. Retrieved 20 November 2016.
  7. "Rajiv Gandhi Khel Ratna Award". Indian Olympic Association. Archived from the original on 22 September 2016. Retrieved 20 November 2016.
  8. "Padma Awards directory (1954-2014)" (PDF). Ministry of Home Affairs. Government of India. p. 136. Retrieved 20 November 2016.