ଲଳିତା ବାବର
ଲଳିତା ବାବର , (ଜନ୍ମ ୩ ଜୁନ ୧୦\୯୮୯ ) ଜେନ ଦୂର ଅଅଠା ଦୌଡାଳି । ତାଙ୍କର ଜନ୍ମ ମହାରାଷ୍ଟ୍ର ଡ଼ାଜ୍ୟ ର ଏକ ମଫସଲ ଗ୍ରାମ ରେ ହେଇଥିଲା । ତାଙ୍କର ମୁଖ୍ୟ ଇଭେଣ୍ଟ ୩୦୦୦ ମିଟର ସ୍ତିପଳଚେଜ ରହିଥିଲା ଓ ସେ ସେହି ଦୌଡ ରେ ଜାତୀୟ ରେକର୍ଡ ମଧ୍ୟ କରିଛନ୍ତି । ଏହା ସହ ସେ ବର୍ତମାନ ଏସିଯା ଚମ୍ପିୟାନ ମଧ୍ୟ ରହିଛନ୍ତି । ସେ ୨୦୧୬ ମସିହା ରୁ ଭାରତୟା ରେଭେଣ୍ୟୁ ଭିଭାଗ ରେ କାର୍ଯ୍ୟ କରୁଥିବା ଡାଃ ସନଦୀପ ଦିନକର ଭୋସଲେ ଙ୍କ ବିଭାହ କରିବାକୁ ପ୍ରତିବଦ୍ଧ ।
ବାବର ଙ୍କୁ ଭାରତୀୟ ଚମ୍ବର ଅଫ କମର୍ସ ଓ ଭାରତ ର ଯୁବ କଲ୍ୟାଣ ବିଭାଗ ତରଫ ରୁ ୨୦୧୫ ବର୍ଷ ପାଇଁ ଶ୍ରେଷ୍ଠ କ୍ରିଡାବିଡ ଭାବରେ ପୁରସ୍କୃତ କରାଯାଇଥିଲା । ୨୦୧୬ ମସିହା ରେ ତାଙ୍କୁ ଭାରତ ସରକାର ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ ।
ପ୍ରାରମ୍ଭିକ ଜୀବନୀ
ଜୁନ ୨ ତାରଖ ୧୯୮୯ ମସିହା ରେ ସେ ଭାରତୀୟ ରାଜ୍ୟ ସତାରା ଜିଲ୍ଲା ରେ ମୋହୀ ନାମକ ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପରିବାର କୃଶକ ଥିଲେ । ତାଙ୍କ ଅଞ୍ଚଳ ସର୍ବଦା ମରୁଡି ଦ୍ଵାରା ଗ୍ରସ୍ତ ହେଇଥାଏ । [୧].[୨]
ତେବେ ନିପାତ ମଫସଲ ରେ ଥିଲେ ମଧ୍ୟ ସେ ଖୁବ ସାନ ବେଳ ରେ ଲାମ୍ବା ଦୁରତ୍ଵ ଦୌଡ ଅଭ୍ୟାସ କରିଥିଲେ ଓ ଜାତୀୟ ଦ୍ରୁଷ୍ଟି ଆକର୍ଷଣ କାଲେ ଯେତେବେଳେ ସେ ପୁନେ ଠାରେ ହେଇଥିବା ୨୦ ବର୍ଷ ରୁ କମ ମହିଳା ଜାତୀୟା ଚମ୍ପିୟାନଶିପ ରେ ସ୍ଵର୍ଣ ପଦକ ଜିତିପାରିଥିଲେ । ବର୍ତମାନ ଦିଲ୍ଲୀ ସ୍ଥିତ " ମେଡାଲ ହଂତ କମ୍ପାନୀ" ନାମକ ଏକ ପ୍ରତିଷ୍ଠାନ ର ସହାୟତା ରେ ତାଙ୍କର ଖେଳ ଓ ତାଲିମ ଜାରି ରଖିଛନ୍ତି । [୩]
କ୍ରିଡା ଅବସାନ
ବାବର ପ୍ରଥମେ ଦୂରଗାମୀ ଦୌଡ ରେ ଭାଗ ନେଇ ମାରାଥନ ରେ ଭାଗ ନାଉଥିଲେ । ସେ ମୁମ୍ବାଇ ମାରାଥନ[୪] କ୍ରମାଦାତା ୩ ବର୍ଷ ଧରି ଜିତି ଥିଲେ । ଏସିଆନ ଗେମ ଓ କମନୱେଲ୍ଥ ଆଦି ରେ ବେସୀ ଇଭେଣ୍ଟ ରେ ସୁଯୋଗ ପାଇବାକୁ ୩୦୦୦ ମିଟର ମହିଳା ସ୍ତିପାଳଚେଜ ରେ ଭାଗ ନେଇ ୨୦୧୪ ଦକ୍ଷିଣ କୋରିଆ ରେ ହେଇଥିବା ଏସୀୟ କ୍ରିଡା ରେ ବ୍ରୋଞ୍ଜ ହାସଲ କରିଥିଲେ ।ଏହି କ୍ରିଡା ସମୟ ରେ ଭାରତ ର ଜାତୀୟ ରେକର୍ଡ କୁ ମଧ୍ୟ ଅତିକ୍ରମ କରିଥିଲେ । [୫]ସେହି କ୍ରିଡା ରେ ସେ ପରେ ସ୍ଵର୍ଣ ଜିତିଥିବା ବାହରେନ ର ରୂଥ ଜବେତ ଙ୍କୁ ପରେ ଅଜଜ୍ଞା ଘୋଷିତ ହେବା ପରେ ତାଙ୍କୁ ରୌପ୍ୟ ମିଳିଥିଲା । [୬]
୨୦୧୫ ମସିହା ଏସିଆନ ଚମାପିଅନଶିପ ରେ ସେ ସ୍ବରନା ପଦକ ହାସଲ କରିଥିଲେ । ଏଥିରେ ସେ ନିଜର ଜାତୀୟ ରେକର୍ଡ କୁ ଅଉଣୀ ଅତିକ୍ରମ କରିଥିଲେ । ସେ ତାଙ୍କ ଏଭେଣ୍ଟ ୩୦୦୦ ମିଟର ଷ୍ଟିପାଳଚାଜ ଚାଡା ମରାଥନ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଯଜିଲେ ।[୭] ୨୦୧୫ ବିଶ୍ଵ ଚମ୍ପିୟାନ ଶିପ ରେ ସେ ଷ୍ଟିପଲଚାଜ ରେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । [୮][୯]
ଫେଡେରେସନ କପ ରେ ସେ ଭାରତ ରେ ପୁନର୍ବାର ଜାତୀୟ ରେକର୍ଡ ଭଙ୍ଗ କରିଥିଲେ ।[୧୦] ଋଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରି ସେ ସେଥିରେ ୧୦ ମ ସ୍ଥାନ ପାଇଥିଲେ ଓ ଫାଇନାଲ ଦଉଡା ରେ ସାମିଲ ହେବାରେ ସେ ୩୨ ବର୍ଷଘା ପରେ ପ୍ରଥମ ଭାରତୀୟ ମହିଳା ଥିଲେ । [୧୧]
ପୁରସ୍କାର
ତାଙ୍କୁ ୨୦୧୫ ମସିହା ର ଶ୍ରେଷ୍ଠ କ୍ରିଡା ମହିଳା ସହ ୨୦୧୬ ମସିହା ରେ ଅର୍ଜୁନ ପୁରସ୍କାର ପ୍ରାପ୍ତ ହେଇଥିଲା । [୧୨]
ଆଧାର ସାନୁହ
- ↑ Waghmode, Vinayak (15 August 2016). "All eyes today on 'Mandeshi Express' Lalita Babar". The Times of India. Retrieved 15 August 2016.
{{cite news}}
: More than one of|first1=
and|first=
specified (help); More than one of|last1=
and|last=
specified (help) - ↑ "Family Battling Drought, but Lalita on a High with Asian Athletics Gold". The New Indian Express. Retrieved 2015-11-02.
- ↑ No Challenge is steep for Satara Girl Lalita Babar
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ Women's 3000 metres steeplechase heats results
- ↑
{{cite web}}
: Empty citation (help) - ↑ Women's 3000 metres steeplechase results
- ↑
{{cite web}}
: Empty citation (help) - ↑ "Lalita Babar finishes 10th in 3,000m steeplechase". The Indian Express. 15 August 2016. Retrieved 16 August 2016.
- ↑
{{cite web}}
: Empty citation (help)
ବାହ୍ୟ ସଂଯୋଗ
- ଲଳିତା ବାବର profile at IAAFIAAF