Jump to content

ଅପୁର୍ବୀ ଚନ୍ଦେଲା

ଉଇକିପିଡ଼ିଆ‌ରୁ
୨୩:୩୩, ୧୬ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Apurvi Chandela") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଅପୁର୍ଭି  ସିଂହ ଚନ୍ଦେଲା (ଜନ୍ମ ୪ ଜାନୁଆରୀ , ୧୯୯୩ ) ଜଣେ ଭାରତୀୟ ଶୂଟର ଓ ସେ ୧୦ ମିଟର ଏୟାର ରାଇଫଲ ବିଭାଗ ରେ ପ୍ରତିଯୋଗୀତା କରିଥାନ୍ତି । ସେ ୨୦୧୪ ମସିହା ରେ ଗ୍ଲାସଗୋ ଠାରେ ହେଇଥିବା କମନୱେୟାଲ୍ଥ ଗେମ ରେ ସେହି ସେହି ବିଭାଗ ରେ ଭାରତ ପାଇଁ ପ୍ରତିଯୋଗୀତା କରି ସ୍ଵର୍ଣ ପଦକ ପ୍ରାପ୍ତ ହେଇଥିଲେ । []

ପ୍ରାରମ୍ଭିକ ଜୀବନୀ 

ଭାରତୀୟ ରାଜ୍ୟ ରାଜସ୍ଥାନ ର ଜଯପୁର ସହର ରେ ଜନ୍ମ ଗ୍ରହଣ କରିଥିବା ଅପୁର୍ଭି ସେଠାକାର ମହାରାଣୀ ଗାୟତ୍ରୀ ଦେବୀ ବାଳିକା ସ୍କୁଲ ରେ ଶିକ୍ଷୟା ପ୍ରାପ୍ତ ହେଇଥିଲେ । ପରେ ସେ ନୂଆ ଦିଲ୍ଲୀ ସ୍ଥିତ ଜେସୁସ ଓ ମେରୀ କଲେଜ , ଦିଲ୍ଲୀ ବିଶ୍ୱବିଦ୍ୟାଳୟ ରେ ସମାଜବିଜ୍ଞାନ ସହ ଡିଗ୍ରୀ କରିଥିଲେ । 

ପରିବାର 

ଅପୁର୍ଭି ଚନ୍ଦେଲା ରାଜପୁତ[] ପରିବାର ରେ ଜୟପୁର[] ଠାରେ  ଗ୍ରହଣ କରିଥିଲେ ।ତାଙ୍କ ପିତା କୁଳଦୀପ ସିଂହ ଚନ୍ଦେଲା[] ଙ୍କ  ହୋଟେଲ ବ୍ୟବସାୟ ଥିଲା ଓ ତାଙ୍କ ମାଁ ବିନ୍ଦୁ ରାଥୋର ଥିଲେ । .[]

ଅବଦାନ 

 ଅପୁର୍ଭି ନୂଆ ଦିଲ୍ଲୀ ଠାରେ ଅନୁଷ୍ଠିତ ହେଇଥିବା ୨୦୧୨ ମସିହା ର ଜାତୀୟ ଶୁଟିଙ୍ଗ ଚମ୍ପିୟାନଶୀପରେ ତାଙ୍କର ନିଜ ବିଭାଗ ୧୦ ମିଟର ଏୟାର ରାଇଫଲ ରେ ସ୍ଵର୍ଣ ପଦକ ପ୍ରାପ୍ତ ହେଇଥିଲେ । ତାହା ସିନିଯର ବିଭାଗ ରେ ତାଙ୍କର ପ୍ରଥମ ପଦାର୍ପଣ ଥିଲା ।[][] ୨୦୧୪ ମସିହା ରେ ସେ ହେଗ ଠାରେ ହେଇଥିବା ଆନ୍ତର୍ଜାତିକ ପ୍ରତିଯୋଗୀତା ରେ ୪ ଟି ପଦକ ହାସଲ କରିଥିଲେ । ଶେଠୀ ମଧ୍ୟ ରୁ ଦୁଇଟି ଭିନ୍ନ ବିଭାଗ ରେ ଦୁଇଟି ସିଙ୍ଗଳ ଓ ୨ ଟି ଦଳଗତ ମେଡାଲ []ରହିଥିଲା । ସେହି ବର୍ଷ ରେ ସେ ଗ୍ଲାସଗୋ ଠାରେ ରାଜ୍ୟଗୋଷ୍ଠୀ କ୍ରିଡା ରେ ମଧ୍ୟ ମହିଳା ସିଙ୍ଗଳ ୧୦ ମିଟର ଏୟାର ରାଇଫଲ ରେ ସ୍ଵର୍ଣ ପଦକ ଜିତିଥିଲେ । ସେଠାରେ ସେ କ୍ରିଡା ର ନୂତନ ରେକର୍ଡ ୨୦୬.୭ ପଏଣ୍ଟ ପାଇବା ଫଳରେ କରିଥିଲେ । []

୨୦୧୬ ମସିହା ରେ ହେଇଥିବା ରିଓ ଅଲିମ୍ପିକ ପାଇଁ ଅପୁର୍ଭି ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ତାଙ୍କ ନିଜ ବିଭାଗ ରେ ସେ ୩୪ ନମ୍ବର ସ୍ଥାନ ରେ ରହିଥିଲେ ।  [୧୦]

ତାଙ୍କର ବିଶ୍ଵ ସ୍ତରୀୟ ପଦକ ତାଲିକା 

No. Event Championship Year Place Medal
1 10m air rifle ISSF World Cup 2015 Changwon 03 !3rd, bronze medalist(s)
2 10m air rifle ISSF World Cup Final 2015 Munich 02 !2nd, silver medalist(s)

ଆଧାର ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. "CWG gold winner Apoorvi Chandela welcomed and felicitated in Jaipur". Patrika Group. No. 4 August 2014. Retrieved 4 August 2014.
  4. {{cite web}}: Empty citation (help)
  5. {{cite web}}: Empty citation (help)
  6. "Apurvi Chandela takes air rifle gold". The Hindu. 25 December 2012. Retrieved 26 July 2014. {{cite news}}: Italic or bold markup not allowed in: |publisher= (help)
  7. {{cite web}}: Empty citation (help)
  8. "Rajasthan shooter Apurvi Chandela bags 4 medals at Hague meet". thehindubusinessline.com. 10 February 2014. Retrieved 26 July 2014. {{cite news}}: Italic or bold markup not allowed in: |publisher= (help)
  9. "CWG gold winner shooter Apoorvi Chandela is aiming for Olympic games". Patrika Group. No. 5 August 2014. Retrieved 5 August 2014.
  10. "Rio Olympics 2016: Jitu Rai finishes 8th in 10m Air Pistol; Apurvi Chandela, Ayonika Paul out in qualifiers". First Post. 7 August 2016. Retrieved 8 August 2016.

ବାହ୍ୟ ସଂଯୋଗ