ଅଙ୍କିତା ଦାସ
ଦେଖଣା
ଅଙ୍କିତା ଦାସ , (ଜନ୍ମ ୧୭ ଜୁଲାଇ ୧୯୯୩) ଜଣେ ଭାରତୀୟ ମହିଳା ଟେବଲ ଟେନିସ ଖେଳାଳି । ସେ ପଶ୍ଚିମ ବଙ୍ଗ ର ସିଲିଗୁଡି ଠାରେ ରହନ୍ତି । ଅଙ୍କିତା ୨୦୧୨ ଅଲିମ୍ପିକ ଖେଳ ରେ ମହିଳା ସିଙ୍ଗଲ୍ସ ଇଭେଣ୍ଟ ରେ ପ୍ରତିଯୋଗୀତା କରିଥିଲେ ।
ପ୍ରାରମ୍ଭିକ ଜିବନୀ
ଅଙ୍କିତା ଙ୍କ ପିତା ଓ ମାତା ଯଥାକ୍ରମେ ଅସିମ କୁମାର ଦାସ ଓ ସଂଗୀତା ଦାସ ଥିଲେ । ସେ ପଶ୍ଚିମ ବଙ୍ଗ ର ଦାର୍ଜିଲିଂ ଠାରେ ୧୭ ଜୁଲାଇ ୧୯୯୩ ମସିହା ରେ ଜନ୍ମ ଗ୍ରହଣ କରିଥିଲେ ସେ ସିଲିଗୁଡି କଲେଜ ରୁ ଡିଗ୍ରୀଶିକ୍ଷ୍ୟା ହାସଲ କରିଥିଲେ ।.[୧]
ଖେଳ ଜୀବନୀ
୨୦୧୪ ମସିହା ୭୫ ତମ ଜାତୀୟ ଟେବୁଲ ଟେନିସ ପ୍ରତିଯୋଗୀତା ରେ ଅଙ୍କିତା ଦାସ ମହିଳା ସିଙ୍ଗଲ୍ସ ବିଭାଗ ରେ ଚମ୍ପିୟାନ ହେଇଥିଲେ । ଏହା ଆଗରୁ ସେ ଅନେକ ଜାତୀୟ ପ୍ରତିଯୋଗୀତା ରେ ଭାଗ ନେଇ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ । [୨]
ପୁନଶ୍ଚ ଦେଖଣା
- India at the 2012 Summer Olympics
- Table tennis at the 2012 Summer Olympics
- Table tennis at the 2012 Summer Olympics – Qualification
ଆଧାର ସମୂହ
ବାହ୍ୟ ଆଧାର ସବୁ
- Ankita Das bio
- Ankita Das Photo Gallery at Veethi