ଜଉନା ମୁର୍ମୁ
ଦେଖଣା
ଯଉନା ମୁର୍ମୁ, ଜଣେ ଭାରତୀୟ ମହିଳା ଆଥଲେଟ । ତାଙ୍କର ଜନ୍ମ ଓଡିଶା ରାଜ୍ୟ ର ମୟୂରଭଞ୍ଜ ଜିଲ୍ଲା ରେ ହେଇଥିଲା । ସେ ୪୦୦ ମିଟର ଦୌଡ ଓ ୪୦୦ ମିଟର ହଡଲ୍ସ ଦୌଡ ରେ ପ୍ରତିଯୋଗୀତା କରି ଅନେକ ଜାତୀୟ ପୁରସ୍କାର ପାଇଛନ୍ତି । ସେ ଓଡିଶା ର କୋଚ ଅରୁଣ କୁମାର ଦାସ ଓ ସୁଭାଷ ଚନ୍ଦ୍ର ଦଶମହାପାତର ଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ । .[୧]
କ୍ରିଡା କୃତି
ଯାଉନା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ରେ ଅନେକ ପ୍ରତିଯୋଗୀତା ରେ ଭାଗ ନେଇ ପଦକ ପ୍ରାପ୍ତ ହେଇଛନ୍ତି ।
ଆନ୍ତର୍ଜାତିକ
- ୨୦୧୦ ମସିହା ରେ ଚୀନ ଦେଶ ର ଗୁଆଙ୍ଗଝୌ ଠାରେ ଏସିୟ କ୍ରିଡା ରେ ସେ 400 ମିଟର ହାଡଲ୍ସ ରେ 4ର୍ଥ ସ୍ଥାନ ରେ ରହି ଅଳ୍ପକେ ପଦକ ପାଇବାରୁ ବଞ୍ଚିତ ହେଇଠିଲେ ।
- ୨୦୧୦ ମସିହା ରେ ନୂଆ ଦିଲ୍ଲୀ ଠାରେ ହେଇଥିନା 3 ୟ ଏସୀୟ ଅଳ ଷ୍ଟାର ଆଥଲେଟିକ ଏମଆଇଟି ରେ ସେ ୪୦୦ ମିଟର ହାଡଲ୍ସ ରେ ସ୍ଵର୍ଣ ପଦକ ଜିତିବା ସହ ୪୦୦ ମିଟର ଦୌଡ ରେ ବ୍ରୋଞ୍ଜ ପଦକ ଜିତି ଥିଲେ ।
- ୨୦୧୦ ମସିହା ଦକ୍ଷିଣ ଏସୀୟ କ୍ରିଡା ରେ ସେ ୪୦୦ ମିଟର ହାଡଲ୍ସ ଓ ୪X ୪୦୦ ମିଟର ରିଲେ ରେଶ ରେ ସ୍ଵର୍ଣ ପଦକ ପାଇଥିଲେ । .[୨]
ଜାତୀୟ
- ଜାତୀୟ p
ନିଶା ଔଷଧ ସେବନ
2011 ମସିହା ମେ ମାସ ରେ ତାଙ୍କର ତାଙ୍କର ରକ୍ତ ପରିକ୍ଷ୍ୟା ରେ ନିଷିଦ୍ଧ ଔଷଧ ବାହାରିବାରୁ ତାଙ୍କୁ ୨ ବର୍ଷ ପାଇଁ କ୍ରିଡା ରେ ଭାଗ ନେବାରୁ ବାସନ୍ଦ କରାଯାଇଥିଲା । .[୩][୪][୫]
ଆଧାର ସମୂହ
- ↑ http://www.orisports.com/PersonDetails.aspx?pId=Mjk0
- ↑
{{cite web}}
: Empty citation (help) - ↑ IAAF Newsletter No.135 (Jul/Aug).
- ↑ "List of athletes currently serving a period of ineligibility as a result of an anti-doping rule violation under IAAF Rules". IAAF. 2012-11-02. Retrieved 2012-11-17.
- ↑ K.P. Mohan: Quarter-milers Mandeep Kaur, Jauna Murmu provisionally suspended, The Hindu, 30 June 2011