ସ୍ୱପ୍ନା ପାଟକର
ଡାଃ ସ୍ଵପ୍ନା ପାଟକର | |
---|---|
ଜନ୍ମ | ମହାରାଷ୍ଟ୍ର , ଭାରତ |
ଜାତୀୟତା | ଭାରତୀୟ |
ଶିକ୍ଷା | Harvard Business School, Indira Gandhi National Open University, University of Mumbai |
ବୃତ୍ତି(ସମୂହ) | Film producer, writer, entrepreneur, clinical psychologist |
ଡାଃ ସ୍ଵପ୍ନା ପାଟକର , ଜଣେ ଭାରତୀୟ ଲେଖିକା , ଫିଲ୍ମ ନିର୍ମାତ୍ରୀ ତଥା ଉଦ୍ୟୋଗପତି । ସେ ଶିବସେନା ର ପ୍ରତିଷ୍ଠାତ ତଥା ଜାତୀୟବାଦୀ ନେତା ବାଲ ସାହେବ ଠାକରେ ଙ୍କ ଉପରେ " ବାଳକାଡୁ " ନାମକ ଏକ ଫିଲ୍ମ ନିର୍ମାଣ କରି ପ୍ରସିଦ୍ଧି ପାଇଥିଲେ । ତାଙ୍କର " ରୟାଲ ମରାଠା ଏଣ୍ଟରଟେନମେଣ୍ଟ" ନାମକ ଏକ ଫିଲ୍ମ ପ୍ରସ୍ତୁତି କମ୍ପାନୀ ରହିଛି । ସେ " ଜୀବନ ଫଣ୍ଡା "[୧] ନାମକ ଏକ ମରାଠୀ ଭାଷା ରେ ପୁସ୍ତକ ରଚନା କରିଛନ୍ତି , ଯାହା ୨୦୧୩ ମସିହା ରେ ପ୍ରକାଶିତ ହେବା ସହ ନିଜେ ଶିଖି ଅନେକ କାମ କରିବାକୁ ସାହାଜ୍ଯ କରିଥାଏ । .[୨][୩][୪][୫][୬]
ଫିଲ୍ମ ନିର୍ମାତ୍ରୀ ସ୍ଵପ୍ନା
ଇଂଲଣ୍ଡ ର ହର୍ଭାର୍ଡ ବ୍ୟବସାୟ ସ୍କୁଲ ଓ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ରୁ ଶିକ୍ଷୟା ପ୍ରାପ୍ତ ହେଲା ପରେ ସେ ନିଜ "ରୟାଲ ମରାଠା ଏଣ୍ଟରଟେନମେଣ୍ଟ" କମ୍ପାନୀ ତରଫ ରୁ ମରାଠୀ ଭାଷା ରେ " ବାଲକାଡୁ" ଫିଲ୍ମ କୁ ବାଲାସାହେବ ଥାକରେ ଙ୍କ ଜୀବନ ଘଟଣାବଳୀ ଉପରେ ଲିଖିତ ଗଳ୍ପ ଆଧାର ରେ ନିର୍ମାଣ କରିଥିଲେ । ସେଥିରେ ସେ ନିଜେ ଫିଲ୍ମ ର ଗୀତ ମଧ୍ୟ ରଚନା କରିଥିଲେ । [୭][୮][୯][୧୦][୧୧]
ସ୍ଵପ୍ନା ଙ୍କ ଅନ୍ୟ ବ୍ୟବସାୟ
ଫିଲ୍ମ ବ୍ୟବସାୟ ସହ ସ୍ଵପ୍ନା ମୁମ୍ବାଇ ଠାରେ ହୋଟେଲ ଶିଳ୍ପ ର ବ୍ୟବସାୟ ମଧ୍ୟ କରନ୍ତି । ତାଙ୍କର ସେଠାରେ " ସାଫ୍ରାନ ୧୨ " ନାମକ ଏକ ବହୁମୂଖୀ ହୋଟେଲ ରହିଛି । [୧୨][୧୩][୧୪][୧୫][୧୬]
ଆଧାର ସମୂହ
- ↑ "स्वप्ना पाटकर यांच्या 'जीवन फंडा'चे प्रकाशन". Navshakti. 23 December 2013.
- ↑ "Music Launch Of 'Balkadu'". Zee Talkies. January 2015.
- ↑ "Film Reviews: A case of wishful thinking". Pune Mirror. 23 January 2015.
- ↑ Keertikumar Kadam (23 January 2015). "'Balkadu' inspires 'Marathi Manoos', to fight injustice". marathimovieworld.
- ↑ Nandini Ramnath (22 January 2015). "New movie celebrating Shiv Sena chief Bal Thackeray delivers bitter dose of ideology". Scroll.in.
- ↑ "बाळासाहेबांच्या जयंतीला घुमणार वाघाची डरकाळी, पाहा बाळकडूचा TRAILER". Divya Bhaskar. 31 December 2014.
- ↑ "बाळकडू : पुन्हा एकदा घुमणार बाळासाहेबांचा आवाज!". Zee News. 30 December 2014.
- ↑ Sagar Maladkar (24 January 2015). "चित्रपट बाळकडू – प्रेक्षकांसाठी कडू डोस". Marathi Shrushti.
{{cite news}}
: More than one of|author1=
and|last=
specified (help) - ↑ "'बाळकडू' – आवाज रूपातील बाळासाहेब ठाकरे". Loksatta. 23 January 2015.
- ↑ "उद्धव ठाकरेंच्या उपस्थितीत रंगला 'बाळकडू'चा प्रीमिअर शो, पाहा ग्रॅण्ड सोहळ्याचे". Divya Bhaskar. 23 January 2015.
- ↑ "'बाळकडू'चा आज प्रीमियर: राजकीय-सामाजिक क्षेत्रातील दिग्गज लावणार हजेरी!". Divya Bhaskar. 22 January 2015.
- ↑ "A saffron soiree". The Times of India. 12 March 2013.
- ↑ Soma Das (14 March 2014). "Mahim eatery Saffron 12 is a mixed bag of delights". Mid Day.
{{cite news}}
: More than one of|author1=
and|last=
specified (help) - ↑ "Launch: 'Saffron 12'". Navbharat Times. 10 March 2013.
- ↑ "Tickling taste buds". Mid Day. 21 April 2013.
- ↑ "Sanjay Dutt at the launch of 'Saffron 12'". Bollywood Hungama.
ବାହ୍ୟ ସଂଯୋଗ
- Official website
- ଇଣ୍ଟରନେଟ ମୁଭି ଡାଟାବେସରେ ସ୍ୱପ୍ନା ପାଟକର