Jump to content

କମଳଜିତ ସାନ୍ଧୁ ,

ଉଇକିପିଡ଼ିଆ‌ରୁ
୧୪:୧୪, ୨ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kamaljeet Sandhu") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

କମଳଜିତ ସାନ୍ଧୁ ,ଜଣେ ପ୍ରାକ୍ତନ ଭାରତୀୟ ମହିଳା କ୍ରିଡାବିଦ । ସେ ୧୯୭୦ ମସିହା ଏସିୟ କ୍ରିଡା ରେ ମହିଳା ମାନଙ୍କ ୪୦୦ ମିଟର ଦୌଡ ପ୍ରତିଯୋଗୀତା ରେ ସ୍ଵର୍ଣ ପଦକ ଜିତିଥିଲେ ଓ ସେ ହଉଛନ୍ତି ଏସୀୟ କ୍ରିଡା ରେ ସ୍ଵର୍ଣ ପଦକ ଜିଣି ଥିବା ପ୍ରଥମ ଭାରତୀୟ ମହିଳା । ତାଙ୍କର ଜନ୍ମ ଭାରତୀୟ ରାଜ୍ୟ ପଞ୍ଜାବ ରେ ହେଇଥିଲା । ତାଙ୍କର ଅନବଦ୍ୟ କୃତିତ୍ଵ ପାଇଁ ତାଙ୍କୁ ୧୯୭୧ ମସିହା ରେ ଭାରତ ସରକାର ଙ୍କ ତରଫ ରୁ ପଦ୍ମ ଶ୍ରୀ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା । ସେ ୧୯୭୨ ମସିହା ଅଲିମ୍ପିକ କ୍ରିଡା ରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ଚୁଡାନ୍ତ ଦୌଡ ଯାଏ ପହଞ୍ଚି ପାରି ନଥିଲେ । The first Indian woman to win a gold medal at the Asian Games Kamaljit Sandhu  http://www.leadthecompetition.in/GK/sports/first-in-sports-in-India.html

ଆଧାର