ପଦ୍ମଜା ନାଇଡୁ
ଦେଖଣା
ପଦ୍ମଜା ନାଇଡୁ (୧୯୦୦-୧୯୭୫ ମେ ୨ [୧]) ଭାରତ ର ପ୍ରସିଦ୍ଧ ମହିଳା ତଥା ଭାରତର ନାଇଟିଙ୍ଗଲ ନାମ ରେ ପରିଚିତ ସରୋଜିନୀ ନାଇଡୁ ଙ୍କ କନ୍ୟା । ତାଙ୍କର ଜନ୍ମ ହାଇଦରାବାଦ ସହର ରେ ହେଇଥିଲା । .[୨]
ପଦ୍ମଜା ମାତ୍ର ୨୧ ବର୍ଷ ବୟସ ରେ ଭାରତୀୟ ଜାତୀୟ କଂଗ୍ରେସ ରେ ହାଇଦରାବାଦ ସହର ରେ ଯୋଗଦାନ କରିଥିଲେ । ସେ ୧୯୪୨ ମସିହା ରେ "ଭାରତ ଛାଡ " ଆନ୍ଦୋଳନ ରେ ଅଂଶ ଗ୍ରହଣ କରି ଜେଲ ଯାଇଥିଲେ । ସ୍ଵାଧୀନତା ପରେ ତାଙ୍କୁ ପଶ୍ଚିମ ବଙ୍ଗ ରାଜ୍ୟ ର ରାଜ୍ୟପାଳ ଭାବରେ ନିଯୁକ୍ତି ଦିଆ ଯାଇଥିଲା । ସେ ଭାରତୀୟ ରେଡକ୍ରସ ସହ ସମ୍ପୃକ୍ତ ରହି ଏଥିପାଇଁ ଅନେକ କାର୍ଯ୍ୟ କରିଥିଲେ ଓ ୧୯୭୧ ରୁ ୧୯୭୨ ମସିହା ଯାଇ ଏହାର ମୁଖ୍ୟ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ ।ନୂଆ ଦିଲ୍ଲୀ ଠାରେ ପଦ୍ମଜା ନାଇଡୁ ଙ୍କ ୭୫ ବର୍ଷ ବୟସ ରେ ନିଧନ ହେଇଥିଲା । [୩]
ତାଙ୍କ ସମ୍ମାନ ରେ ଦାର୍ଜିଲିଂ ର ହିମାଳୟାନ ଜୁଲୋଜିକାଲ ପାର୍କ କୁ ନାମିତ କରାଯାଇଛି । .
ଆଧାର ସମୂହ
- ↑ Bhargava, Gopal (2005). [ପଦ୍ମଜା ନାଇଡୁ at Google Books Land and People of Indian States and Union Territories]. p. 521. Retrieved 2013-05-06.
{{cite book}}
: Check|url=
value (help) - ↑ "Biography".
- ↑ Gandhi, Sonia (2004). [ପଦ୍ମଜା ନାଇଡୁ at Google Books Two Alone, Two Together]. p. 18. ISBN 0-14-303245-3.
{{cite book}}
: Check|url=
value (help)
ପୁନଶ୍ଚ ପଠନ
- Benichou, Lucien D. (2000), From Autocracy to Integration: Political Developments in Hyderabad State, 1938-1948, Orient Blackswan, ISBN 978-81-250-1847-6
{{citation}}
: More than one of|ISBN=
and|isbn=
specified (help)