Jump to content

ପଟାଉଡି ଟ୍ରଫି

ଉଇକିପିଡ଼ିଆ‌ରୁ
୧୯:୩୦, ୨୪ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Pataudi Trophy") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ପଟାଉଡି ଟ୍ରଫି,  ଭାରତଇଂଲଣ୍ଡ ମଧ୍ୟ ରେଇଂଲଣ୍ଡ ଠାରେ ଅନୁଷ୍ଠିତ ହଉଥିବା ଟେଷ୍ଟ ସିରିଜ ର ବିଜେତା ଦଳ କୁ ପ୍ରଦାନ କରାଯାଇଥାଏ । ଏହି ଟ୍ରଫି ର ଡିଜାଇନ ଇଂଲଣ୍ଡ ର ଜୋସିଳିନ ବର୍ଟନ ଙ୍କ ଦ୍ଵାରା କରାଯାଇଥିଲା । ଏହି ଟ୍ରଫି ପ୍ରଥମେ ଭରତ ଓ ଇଂଲଣ୍ଡ ମଧ୍ୟ ରେ କ୍ରିକେଟ ସମ୍ବନ୍ଧ ସ୍ଥାପନ ର ୭୫ ତମ ବାର୍ଷିକୀ ପାଳନ ଉପଲକ୍ଷ୍ୟେ ଅନୁଷ୍ଠିତ  ୨୦୦୭ ମସିହା ସିରିଜ ର ବିଜେତା ଙ୍କୁ ଦିଆ ଯାଇଥିଲା । ସାଂପ୍ରତିକ ୨୦୧୪ ମସିହା ସିରିଜ ଜିତିବା ଫଳରେ ପଟାଉଡି ଟ୍ରଫି ଇଂଲଣ୍ଡ ହାତ ରେ ରହିଛି । 

ଉଭୟ ଦେଶ ମଧ୍ୟ ରେ ଟେଷ୍ଟ ସିରିଜ ଆନ୍ତର୍ଜାତିକ କ୍ରିକେଟ କାଉନସିଲ ଦ୍ଵାରା ସ୍ବୀକୃତ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ହେଇଥାଏ । 

ପ୍ରଚ୍ଛଦ 

ଏହି ଟ୍ରଫି ଭାରତ ରେ କ୍ରିକେଟ କୁ ଅନ୍ତର୍ଜାତିକ ସ୍ତର ରେ ପରିଚିତ କରିବାରେ ମୁଖ୍ୟ ଭୂମିକା ପ୍ରଦାନ କରିଥିବା " ପଟାଉଡି ପରିବାର " ର ସମ୍ମାନାର୍ଥେ ନାମିତ କରାଯାଇଛି । ଇଫ୍ତିଖର ଅଲି ଖାନ ପଟାଉଡି ଉଭୟ ଭାରତଇଂଲଣ୍ଡ ତରଫ ରୁ  ଅନ୍ତର୍ଜାତିକ ଟେଷ୍ଟ ଖେଳିବାର ଏକମାତ୍ର ଖେଳାଳି ଥିଲେ । ଭାରତ ଟେଷ୍ଟ ମାନନ୍ୟତା ପ୍ରାପ୍ତ ହେବା ଆଗରୁ ସେ ଇଂଲଣ୍ଡ ଦଳ ପାଇଁ ଟେଷ୍ଟ ଖେଳି ପରେ ଭାରତ ମାନନ୍ୟତା ପ୍ରାପ୍ତ ହେଲା ପରେ ଭାରତ ର ଅଧିନାଯକ ଭାବରେ ଖେଳିଥିଲେ । ତାଙ୍କ ପୁତ୍ର ମନସୁର ଅଲି ଖାନ ପଟାଉଡି ଖୁ କମ ବଯଶ ରେ ଭାରତୀୟ ଜାତୀୟ ଦଳ ର ଅଧିନାଯକ ନିଯୁକ୍ତ ହେଇ ୧୯୬୦/୭୦ ଦଶକ ରେ ଦୀର୍ଘ ଦିନ ପାଇଁ ଖେଳିଥିଲେ । 

ଭାରତ ରେ ଅନୁଷ୍ଠିତ ହଉଥିବା ଭାରତ ଇଂଲଣ୍ଡ ଟେଷ୍ଟ ସିରିଜ ପାଇଁ ଦିଆ ଯାଉଥିବା ଟ୍ରଫି କୁ ଆଣ୍ଟୋନୀ ଡି ମେଲଲୋ ଟ୍ରଫି କୁହାଯାଇଥାଏ । ଏହାକୁ ପରିବର୍ତନ କରି ଉଭୟ ସ୍ଥାନ ରେ ହଉଥିବା ସିରିଜ ପାଇଁ ପଟାଉଡି ଟ୍ରଫି ର ପ୍ରଚଳନ ପାଇଁ ଉଦ୍ୟମ ଚାଲିଛି । .[]

ଟ୍ରଫି 

୨୦୦୭ ମସିହା ରେଭାରତଇଂଲଣ୍ଡ ମଧ୍ୟ ରେ କ୍ରିକେଟ ସମ୍ବନ୍ଧ ର ୭୫ ତମ ବାର୍ଷିକୀ ପାଳନ ପାଇଁ ଇଂଲଣ୍ଡ ର ମେରିଲବୋନ କ୍ଲବ ତରଫ ରୁ ଏହି ଟ୍ରଫି ର ପରିକଳ୍ପନା କରାଯାଇଥିଲା । ଇଂଲଣ୍ଡ ର ରୌପ୍ୟ କାରିଗର ଜୋସିଳିନ ବର୍ଟନ ଏହି ଟ୍ରଫି ର ଡିଜାଇନ କରି ତାଙ୍କର ଷ୍ଟୂଡିଓ ରେ ନିର୍ମାଣ କରିଥିଲେ । ଏହି ଟ୍ରଫି ତାଙ୍କର ପ୍ରଦର୍ଶନୀ ରେ ପ୍ରଦର୍ଶିତ ହେଇଆସୁଛି । []

ଫଳାଫଳ ସମୂହ 

ଏକ ଦଳ ସିରିଜ ଜିତିଲେ ତାଙ୍କୁ ପଟାଉଡି ଟ୍ରଫି ପ୍ରଦାନ କରାଯାଇଥାଏ । ଯଦି ସିରିଜ ଅମୀମାଂଶିତ ରହେ ତାହା ହେଲେ ପୂର୍ବରୁ ଟ୍ରଫି ଜିତ୍ୟ ଥିବା ଦଳ ପାଖରେ ଟ୍ରଫି ରହିବାର ନିୟମ ରହିଛି । ବର୍ତମାନ ସୁଦ୍ଧା ଇଂଲଣ୍ଡ ରେ ହେଇଥିବା ଭାରତ- ଇଂଲଣ୍ଡ ମଧ୍ୟ ରେ ୩ ଟି ସିରିଜ ମଧ୍ୟ ରୁ ପ୍ରଥମ ଟି ଭରତ ଜିତିଥିବା ବେଳେ ପରବର୍ତୀ ଦୁଇଟି ଇଂଲଣ୍ଡ ଜିତିଥିବାରୁ ଏହି ଟ୍ରଫି ବର୍ତମାନ ଇଂଲଣ୍ଡ ହାତରେ ରହିଛି । 

ଏହି ଟ୍ରଫି ପାଇଁ ଖେଲାଯାଇଥିବା ଟେଷ୍ଟ ମେଚ ସବୁ ଲର୍ଡ୍ସ ପଡିଆ ,    ଏଡବାସଷ୍ଟାନ, ଓଭାଲ , ତଥା ଟ୍ରେଣ୍ଟ ବ୍ରିଜ  ଠାରେ ୨୦୦୭,୨୦୧୧ ,୨୦୧୪ ମସିହା ରେ ହେଇଥିବା ବେଳେ ଓଲ୍ଡ ତ୍ରଫର୍ଡ ଓ ରୋଜ ବାଉଲ ଠାରେ କେବଳ ୨୦୧୪ ମସିହା ରେ ହେଇଥିଲା । 

Season Player

of Series

Eng

wins

Ind

wins

Drawn Most wins Holder
2007[] Zaheer Khan (Ind)

Kevin Pietersen (Eng)

0 1 2 India India
2011[] Stuart Broad (Eng)

Rahul Dravid (Ind)

4 0 0 England England
2014[] James Anderson (Eng)

Bhuvneshwar Kumar (Ind)

3 1 1 England England
Total 7 2 3 England England

ପୁନଶ୍ଚ ଦେଖଣା 

  • Laws of cricket
  • Cricket terminology

ଆଧାର ସମୂହ 

  1. "http://www.espncricinfo.com/india-v-england-2012/content/story/590036.html". 6 November 2012. {{cite news}}: External link in |title= (help)
  2. "MCC commissions trophy for England v India series". 9 August 2007.
  3. "Pataudi Trophy, 2007". ESPNcricinfo.
  4. "Pataudi Trophy, 2011". ESPNcricinfo.
  5. "Pataudi Trophy, 2014". ESPNcricinfo.