ବିଜୁ କୃଷକ କଲ୍ୟାଣ ଯୋଜନା
ପ୍ରକାର | Government |
---|---|
ଶିଳ୍ପ | Agriculture |
ପ୍ରତିଷ୍ଠିତ ସ୍ଥାନ | Bhubaneswar, Odisha, India (13 November 2013 ) |
ମୁଖ୍ୟ କାର୍ଯ୍ୟାଳୟ | , India |
Area served | Odisha |
ୱେବ୍ସାଇଟ୍ | bkky.gov.in |
ବିଜୁ କୃଶକ କଲ୍ୟାଣ ଯୋଜନା, ବା BKKY ଭାରତୀୟ ରାଜ୍ୟ ଓଡିଶା ର କୃଶକ ମାନଙ୍କ ଶ୍ଵାସ୍ୟ ବୀମା ଯୋଜନା , ଯାହା ଓଡିଶା ସରକାର ଙ୍କ ଦ୍ଵାରା ରାଜ୍ୟ ର କୃଶକ ମାନଙ୍କ କଲ୍ୟାଣ ପାଇଁ ପ୍ରଣଯନ କରାଯାଇଛି । ଏହି ଯୋଜନା ଓଡିଶା ସରକାରଙ୍କ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଙ୍କ ଦ୍ଵାଡ଼ା ଅନୁଗୁଳ ଠାରେ କୃଶକ ମାନଙ୍କ ଶ୍ଵାସ୍ୟ ଓ ଦୁର୍ଘଟଣା ଜନିତ ବିପତ୍ତି ବେଳେ ସହାୟତା ଦେବା ପାଇଁ ପ୍ରଣୟନ କରାଯାଇଥିଲା ।ଏହି ଯୋଜନା ଅନ୍ତର୍ଗତ ବ୍ୟବସ୍ଥା ରେ ରାଜ୍ୟ ର ବିଭିନ୍ନ ଜିଲ୍ଲା ରେ ଥିବା ଅନେକ ହସ୍ପିଟାଲ , ଗୋଷ୍ଠୀ ଶ୍ଵାସ୍ୟ କେନ୍ଦ୍ର କୁ ସଂଯୋଗ କରାଯାଇ କୃଷକ ମନକୁ ସ୍ୱଳ୍ପ ଖରଚ ରେ ଶ୍ଵାସ୍ୟ ସେବା ପ୍ରଦାନ କରାଯାଉଛି ।
ଓଡିଶା ର କୃଶକ
ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ରହିଆସିଛି । ଓଡିଶା ର ପ୍ରାୟ ୮୩ % ଲୋକ ସାଧାରଣତଃ କୃଷି ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ୍ୟ ଭାବରେ ନିର୍ଭରଶୀଳ । କିନ୍ତୁ ଓଡିଶା ର ଅନେକ ଅଞ୍ଚଳ ରେ ପର୍ଯ୍ୟାପ୍ତ ଜଳସେଚନ ର ସୁବିଧା ନ ଥିବାରୁ ଅନେକ ସମୟ ରେ ଅନାବୃଷ୍ଟି କାରଣ ରୁ ମରୁଡି ଗ୍ରସ୍ତ ହେଇଥାଏ ଓ ତାହା ଫଳ ରେ କୃଷି ବ୍ୟାଘ୍ରାତ ହେଇଥାଏ ଓ କୃଶକ ମାନଙ୍କ ଆର୍ଥିକ ମାନଦଣ୍ଡ ଦୁର୍ବଳ ହେଇଥାଏ । ଏହି କୃଶକ ମାନେ ବର୍ତମାନ ର ବ୍ୟୟ ବହୁଳ ଚିକିସ୍ଥା ସେବା ପାଇବାରୁ ବଞ୍ଚିତ ହେଇ ଥାନ୍ତି । ତେଣୁ ସରକାର ଏହାର ପ୍ରତିକାର ପାଇଁ ଏହି ଯୋଜନା ର ପ୍ରଣଯନ କରିଥିଲେ । It is an earnest effort to provide them financial support through health and accident insurance as a part of the commitment of the welfare state. Rural Odisha houses 83% of the total population of the state. http://www.bkky.gov.in/ ସାମିଲ ହେଇଥିବା କୃଶକ ଓ ଅର୍ଥ ବ୍ୟବସ୍ଥା A total number of 57,60,505 farmer families have been covered under Biju Krushak Kalyan Yojana (BKKY) so far. The state government Odisha has paid Rs.287.15 crore premium for the farmers of the state under this schemehttp://www.yojanaschemes.in/krushak-kalyan-yojana-5760505-farmer-families-registered-odisha/ ବର୍ତମାନ ସୁଦ୍ଧା ଏହି ଯୋଜନା ରେ ଓଡିଶା ର ୫୭,୬୦,୫୦୫ ଜଣ କୃଶକ ଓ ତାଙ୍କ ଉପରେ ନିର୍ଭରଶୀଳ ପରିବାର ର ଲୋକ ଙ୍କୁ ସାମିଲ କରାଯାଇଛି । ଏଥିପାଇଁ ଓଡିଶା ସରକାର ୨୮୭.୧୫ କୋଟି ଟଙ୍କା ର ଅର୍ଥ ପ୍ରିମିୟମ ଆକାର ରେ ବୀମା କମ୍ପାନୀ ମାନଙ୍କୁ ପ୍ରଦାନ କରିଛନ୍ତି । ୧୯୧୩ ମସିହା ରେ ଲାଗୁ କରାଯାଇଥିବା ଏହି ଯୋଜନା ରେ ଦୁଇଟି ପର୍ଯ୍ୟାୟ ରେ ଯଥାକ୍ରମେ ୨୫,୬୧,୫୦୨ ଏବଂ ୩୧,୯୮,୯୦୨ କୃଶକ ପରିବାର ବ୍ୟକ୍ତି ଙ୍କୁ ବୀମା ପରିସର ଭୁକ୍ତ କରାଯାଇଥିଲା । farmer families have been registered and in the second stream the state government covered around 31,98,903 farmer families under Biju krushak KalyanRs. 136,38,05,418 to 2,78,120 farmer families under stream first by the end of October this year. Rs. 19,32,212,10 have been distributed 35,020 farmer families under this scheme.ଏହି ସମୟ ମଧ୍ୟ ରେ ୨,୭୮,୨୧୨ ଜଣ କୃଶକ ପରିବାର ବ୍ୟକ୍ତି ଙ୍କୁ ବୀମା କମ୍ପାନୀ ଦ୍ଵାରା ୧୩୬,୩୮,୦୫ ,୪୧୮ ଟଙ୍କା ର ସହାୟତା ପ୍ରଦାନ କରାଯାଇଥିଲା ।http://www.yojanaschemes.in/krushak-kalyan-yojana-5760505-farmer-families-registered-odisha/
ସମ୍ପୃକ୍ତ ବୀମା କମ୍ପାନୀ ଗୁଡିକ
- ଇଫ୍କୋ - ଟୋକିଓ ସାଧାରଣ ବୀମା କମ୍ପାନୀ
- ଜାତୀୟ ବୀମା କମ୍ପାନୀ
- ରିଲାଏନ୍ସ ସାଧାରଣ ବୀମା
- ନିଉ ଇଣ୍ଡିଆ ବୀମା
[୧]