Jump to content

ଖରସୁଆଁ ରାଜ୍ୟ

ଉଇକିପିଡ଼ିଆ‌ରୁ
୧୧:୧୩, ୧୪ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kharsawan State") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଖରସୁଆଁ ରାଜ୍ୟ, ଖରସୁଆ ବା ଖରସ୍ଵାନ ଭାବରେ ମଧ୍ୟ ପରିଚିତ ,[] ବ୍ରିଟିଶ ରାଜ ସମୟ ର ଏକ ରାଜକୀୟ ରାଜ୍ୟ ଥିଲା । ଏହା ବ୍ରିଟିଶ ରାଜ []ସମୟ ର ବେଙ୍ଗଲ ପ୍ରେସିଡେନ୍ସି ଅନ୍ତର୍ଗତ ଛୋଟନାଗପୁର  ଡିଭିଜନ ର ୯ ଟି ରାଜକୀୟ ରାଜ୍ୟ ମଧ୍ୟ ରୁ ଅନ୍ୟତମ ରହିଥିଲା । ଏଠାରେ ମୁଖ୍ୟ ଭାଷା ଓଡିଆ ରହିଥିବା ବେଳେ ଏହାକୁ ଭାରତ ର ଓଡିଆ ରାଜକୀୟ ରାଜ୍ୟ କୁହାଯାଉଥିଲା । 

ଖରସୁଆଁ ସହର ଏହି ରାଜ୍ୟ ର ରାଜଧାନୀ ରହିଥିଲା । ସ୍ଵାଧୀନତା ପରେ ଏହା ଝାଡଖଣ୍ଡ ରାଜ୍ୟ ର ଅଂଶ ଭାବରେ ଖରସୁଆଁ ଜିଲ୍ଲା ହେଇ ରହିଛି ।ପରେ ଏହା ସଢେଇକେଲା  ଖରସୁଆଁ ଜିଲ୍ଲା ଭାବରେ ପୁନରନାମିତ ହେଇଥିଲା । 

ଇତିହାସ 

ଖରସୁଆଁ ଇଷ୍ଟେଟ ୧୬୫୦ ମସିହା ରେ ସ୍ଥାପିତ ହେଇଥିଲା । ନିକଟସ୍ଥ ସଢେଇକେଲା ରାଜ୍ୟ ର ପ୍ରଥମ ଶାସକ ପୋରାହାଟ ର କୁଆଁର ବିକ୍ରମ ସିଂହ ଙ୍କ ଦ୍ଵିତୀୟ ପୁତ୍ର କୁଆଁର  ପଦମ୍   ସିଂହ ଙ୍କୁ ଖରସୁଆଁ ର ପ୍ରତିଷ୍ଠାତା କୁହାଯାଏ । ୧୮୫୭ ମସିହା ରେ ଏହି ଇଷ୍ଟତେ ରାଜ୍ୟ ମାନ୍ୟତା ପ୍ରାପ୍ତ ହେଇଥିଲା । 

୧୯୧୨ ମସିହା ରେ ବଙ୍ଗ ଭଙ୍ଗ ହେଇ ପୂର୍ବାଞ୍ଚଳ ଜିଲ୍ଲା ସମୂହ କୁ ନେଇ ବିହାର ଓ ଓଡିଶା ପ୍ରଭିନ୍ସ ସୃଷ୍ଟି କରାଗଲା ପରେ ଖରସୁଆଁ ବିହାର ଓ ଓଡିଶା ପ୍ରଭିନ୍ସ ଅଧୀନ କୁ ଆସିଥିଲା । ୧୯୩୬ ମସିହା ରେ ସ୍ଵତନ୍ତ୍ର ଓଡିଶା ପ୍ରଭିନ୍ସ ସୃଷ୍ଟି ହେଲାପରେ ଏହା ଓଡିଶା ପ୍ରଭିନ୍ସ ଅଧୀନ ରେ ରହିଲା । ୧ ଜାନୁୟାରୀ , ୧୯୪୮ ରେ ସଢେଇକେଲା ସମେତ ପୂର୍ବାଞ୍ଚଳ ରାଜ୍ୟ ଏଜେନ୍ସି ର ୨୪ ଟି ରାଜକୀୟ ରାଜ୍ୟ ଓଡିଶା ରାଜ୍ୟ ସହ ମିଶ୍ରଣ ପାଇଁ ସମ୍ମତି ସହ ଭାରତୀୟ ସରକାର ଙ୍କୁ ରାଜ୍ୟ ସମର୍ପଣ ପାତ୍ର ଦେଇଥିଲେ ।  At the Delhi Durbar on December 12, 1911, King George V announced the transfer of the seat of the Government of India from Calcutta to Delhi, the reunification of the five predominantly Bengali-speaking divisions into a Presidency (or province) of Bengal under a Governor, the creation of a new province of Bihar and Orissa under a lieutenant-governor, and that Assam Province would be reconstituted under a chief commissione https://en.wikipedia.org/wiki/Bengal_Presidency#Reorganization_of_Bengal.2C_1912


 On 1 April 1936, Bihar and Orissa were split into separate provinces  Bandita Devi (1 January 1992). Some Aspects of British Administration in Orissa, 1912-1936. Academic Foundation. p. 214. ISBN 978-81-7188-072-0. Retrieved 3 February 2015. Usha Jha (1 January 2003). Land, Labour, and Power: Agrarian Crisis and the State in Bihar (1937-52). Aakar Books. p. 246. ISBN 978-81-87879-07-7. Retrieved 3 February 2015.

ଏହି ଅନୁସାରେ ୧୯୪୮ ମସିହା ରେ ଉଭୟ ସଢେଇକେଲା ଓ ଖରସୁଆଁ ର ଓଡିଶା ରାଜ୍ୟ ସହ ସମ୍ମିଶ୍ରଣ ହେଇଥିଲା । ତେବେ ଏହି ଦୁଇ ରାଜ୍ୟ ରେ ଥିବା ସଂଖ୍ୟା ଗରିଷ୍ଠ ରହିଥିବା ଆଦିବାସୀ ସଂପ୍ରଦାୟ ଏହି ମିଶ୍ରଣ ବିରୁଦ୍ଧ  ରେ ବିଦ୍ରୋହ କରିଥିଲେ । ସେମାନଙ୍କୁ ପଟାୟତ ସାହେବ ମହାରାଜ କୁମାର  ଭୂପେନ୍ଦ୍ର ନାରାୟଣ ସିଂହଦେଓ ସମର୍ଥନ ଯୋଗେଇ ଗିରଫ ହେଇଥିଲେ । କେନ୍ଦ୍ର ସରକାର ଶ୍ରୀ ବଉଦକର ଙ୍କୁ କମିଶନର ଭାବରେ ନିଯୁକ୍ତ ଦେଇ ଏହି ବିଷୟ ରେ ତର୍ଜମା କରିଥିଲେ । ତାଙ୍କର ରିପୋର୍ଟ ଅନୁସାରେ ସଢେଇକେଲା ଓ ଖରସୁଆଁ କୁ ୧୮ ମେ , ୧୯୪୮ ମସିହା ରେ ବିହାର ରାଜ୍ୟ ସଙ୍ଗେ ମିଶ୍ରଣ କରାଗଲା । ପରେ ଏହି ଦୁଇ ରାଜକୀୟ ରାଜ୍ୟ ନଭେମ୍ବର , ୨୦୦୦ ମସିହା ର ବିହାର ବିଭାଜନ ସମୟ ରେ ଖରଖଣ୍ଡ ରାଜ୍ୟ ଅଧୀନ ରେ ରହିଲା ।ତେବେ ୧୮ ମେ , ୧୯୪୮ ର ବିଭାଜନ ପରେ ଏହି ଅଞ୍ଚଳ ଅଣ-ଆଦିବାସୀ ଓଡିଆ ମାନେ ଓଡିଶା ରାଜ୍ୟ କୁ ସ୍ଥାନାନ୍ତର ହେଇ ସ୍ଥାୟୀ ଭାବରେ ରହିଲେ । 



s a result, both Kharsawan and Saraikela princely states were merged with Orissa in 1948. On 1 January 1948 itself, the tribals of these two princely states, who were in a majority, revolted against the merger with Orissa. This was supported by Patayet Sahib Maharajkumar Bhoopendra Narayan Singh Deo, third son of HH Raja Aditya Pratap Singh Deo, as a result of which he was imprisoned to ensure the popular movement died down. The central government appointed a commission under Mr. Baudkar to look into the matter. On the basis of the Baudkar commission report, Saraikela and Kharsawan princely states were merged with Bihar on 18 May 1948. These two princely states became part of Jharkhand when the state was separated from Bihar on 15 November 2000. From 18 May 1948 onward, many non-tribal Oriyas of the districts of Saraikela Kharsawan, East Singhbhum, and West Singhbhum have migrated and settled permanently in Orissa. 

On 1 January 1948 itself, the tribals of these two princely states, who were in a majority, revolted against the merger with Orissa. This was supported by Patayet Sahib Maharajkumar Bhoopendra Narayan Singh Deo, third son of HH Raja Aditya Pratap Singh Deo, as a result of which he was imprisoned to ensure the popular movement died down. The central government appointed a commission under Mr. Baudkar to look into the matter. On the basis of the Baudkar commission report, Saraikela and Kharsawan princely states were merged with Bihar on 18 May 1948.  https://www.revolvy.com/main/index.php?s=Kharsawan%20State

ଶାସକ 

ରଠୋରେ ବଂଶ ରାଜପୁତ ମାନେ ଖରସୁଆଁ କୁ ଶାସନ କରୁଥିଲେ । ୧୯୧୭ ମସିହା ଯାଏ ସେମାନଙ୍କ ଉପାଧି " ଠାକୁର " ରହୁଥିବା ବେଳେ ୧୯୧୨ ମସିହା ରୁ ସେମାନଙ୍କୁ " ରାଜା " କୁହାଗଲା । ରାମା ଚନ୍ଦ୍ର ସିଂହ ଦେଓ[] ପ୍ରଥମ ରାଜା ଉପାଧି ପ୍ରାପ୍ତ ଶାସକ ଥିଲେ । 


ପୁନଶ୍ଚ ଦେଖଣା 

  • Political integration of India
  • Saraikela State

ଆଧାର ସମୂହ 

  1. Mohapatra, Anil (April 2011).
  2. Imperial Gazetteer2 of India, Volume 22, page 83 - Imperial Gazetteer of India - Digital South Asia Library. Dsal.uchicago.edu. Retrieved 2012-07-11.
  3. Princely States of India