ଅଗ୍ରୋହ ଧାମ
Agroha Dham | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Hisar |
Governing body | Agroha Vikas Trust |
Location | |
ସ୍ଥାନ | Agroha (town) |
State | Haryana |
Country | India |
Architecture | |
Type | Vastu Shastra |
Tilak Raj Aggarwal | |
Website | |
http://www.agroha.com/ |
ଅଗ୍ରୋହ ଧାମ (Devnagari: अग्रोहा धाम) ଭାରତୀୟ ରାଜ୍ୟ ହରିୟଣା ର ଅଗ୍ରୋହ ଠାରେଥିବା ଏକ ଆଧୁନିକ ମନ୍ଦିର ପରିସର । ଏହାର ନିର୍ମାଣ 1976 ମସିହା ରେ ଆରମ୍ଭ ହେଇ 1984 ମସିହା ରେ ପୂର୍ଣ ହେଇଥିଲା । ଏହି ଧାମ ର ମୁଖ୍ୟ ମନ୍ଦିର ହିନ୍ଦୁ ଦେବୀ ମହାଲକ୍ଷ୍ମୀ ଙ୍କ ପାଇଁ ସମର୍ପିତ ।
ଇତିହାସ
ସର୍ବଭାରତୀୟ ଅଗ୍ରୱାଲ ସମିତି ତରଫ ରୁ ମନ୍ଦିର ନିର୍ମାଣ ପାଇଁ 1976 ମସିହା ରେ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ଏକ ଟ୍ରଷ୍ଟ ସ୍ଥାପନ ହେଇ ଭକ୍ତ ଙ୍କ ଦ୍ଵାରା ଦାନ କରାଯାଇଥିବା ଜମି ରେ ନିର୍ମାଣ କରାଯାଇଥିଲା । ଏହା 1984/85 ମସିହା ରେ ପୂର୍ଣ ହେଇଥିଲା । [୧]
ବର୍ଣନା
ମୁଖ୍ୟ ମନ୍ଦିର 3 ଭାଗ ରେ ବିଭକ୍ତ । କେନ୍ଦ୍ର ଭାଗ ଦେବୀ ମହାଲକ୍ଷ୍ମୀ , ପଶ୍ଚିମ ଅଂଶ ଦେବୀ ସରସ୍ଵତୀ ଓ ପୂର୍ବ ଅଂଶ ମହାରାଜ ଅଗ୍ରସେନ ଙ୍କ ପାଇଁ ଉତଶରଗୀତ । [୨]
ମନ୍ଦିର ପରିସର ଭିତରେ ଶକ୍ତି ସରୋବର ନାମକ ଏକ ବୃହତ ସରୋବର ଖନନ କରାଯାଇଛି । 1988 ମସିହା ରେ ଏହାକୁ ଭାରତ ର 41 ଟି ମୁଖ୍ୟ ନଦୀ ରୁ ଜଳ ଆଣି ଭର୍ତି କରାଯାଇଥିଲା । ଏହାର ଉତ୍ତର ପଶ୍ଚିମ ଅଂଶ ରେ ସମୁଦ୍ର ମନ୍ଥନ ର ଦୃଶ୍ୟ ରହି ଏକ ଚଟ୍ଟନ ନିର୍ମିତ । ଏହା ନିକଟ ରେ ଏକ ପ୍ରକୃତିକ ଚିକିସ୍ଥା କେନ୍ଦ୍ର ରହିଛି । ଏଠାରେ ଯୋଗ ସହାୟତା ରେ ଚିକିସ୍ଥା କରାଯାଇଥାଏ । ମନ୍ଦିର ନିକଟ ରେ କ ପାର୍କ ଓ ବୋଟିଙ୍ଗ କ୍ଲବ ମଧ୍ୟ ନିର୍ମିତ ହେଇଛି । .[୩]
ଅଗ୍ରୋହ ବିକାଶ ଟ୍ରଷ୍ଟ
ମନ୍ଦିର ର ବିକାଶ ଓ ପରିଚାଳନା "ଅଗ୍ରୋହ ବିକାଶ ଟ୍ରଷ୍ଟ" କରିଥାଏ । .[୪]
ଯାତ୍ରା
ପ୍ରତି ବର୍ଷ ଶରଦ ପୁର୍ଣିମା ସମୟ ରେ ଏଠାରେ ଅଗ୍ରୋହ କୁମ୍ଭ ମେଳା ର ଆୟୋଜନ କରାଯାଇଥାଏ । .[୫]
ପୁନଶ୍ଚ ଦେଖଣା
- Agroha Mound