Jump to content

ସନ୍ନିହିତ ସରୋବର

ଉଇକିପିଡ଼ିଆ‌ରୁ
୧୨:୫୫, ୫ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sannihit Sarovar") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଫାଇଲ:Sannihit Sarovar.gif
ସନ୍ନିହିତ ସରୋବର

ସନ୍ନିହିତ ସରୋବର,  ଭାରତୀୟ ରାଜ୍ୟ ହରିୟଣା ର କୁରୁକ୍ଷେତ୍ର ଜିଲ୍ଲା ର ଥାନେଶ୍ବବର ଠାରେ ଅବସ୍ଥିତ ଥିବା ଏକ ପବିତ୍ର ହ୍ରଦ । ଏହା 7 ଟି ପବିତ୍ର ସରସ୍ଵତୀ ଧାରା ର ମିଳନ ସ୍ଥଳ ଥିଲା ବୋଲି ବିଶ୍ଵାସ କରାଯାଇଥାଏ । ଜଣ ବିଶ୍ଵାସ ଅନୁସାରେ ଏହାର ଜଳ ରେ ଅମାବାସ୍ୟା ରାତ୍ର ରେ ବା ଗ୍ରହଣ ପଡିବା ଦିନ ଗ୍ରହଣ ପରେ ବୁଡ ପକେଇଲେ ଅଶ୍ଵମେଧ ଯଜ୍ଞ କରିବାର ପୂଣ୍ୟ ମିଳିଥାଏ । 

ଏଠାରେ ସ୍ନାନ କାଲେ ମନ କୁ ଶାନ୍ତି ମିଳିଥାଏ । ଏଠାକୁ ଅନେକେ ପୂର୍ବପୁରୁଷ  ମାନଙ୍କୁ ପିଣ୍ଡ ଦାନ ପାଇଁ ଆସିଥାନ୍ତି । ଏହି ସରବର ତଟ ନିକଟ ରେ ଭଗବାନ ବିଷ୍ଣୁ , ଧ୍ରୁବ ନାରାୟଣ , ଲକ୍ଷ୍ମୀ ନାରାୟଣ , ଧ୍ରୁବ ଭାଗଟା , ଶ୍ରୀ ହନୁମାନ ଦେବୀ ଦୂର୍ଗା ଙ୍କ ପାଇଁ ଚୂଡର ଦେବାସ୍ଥାନ ସବୁ ନିର୍ମିତ ହେଇଛି । ଏଠାରେ ଭଗବାନ ବିଷ୍ଣୁ ଅବସ୍ଥାନ କରୁଥିଲେ ବୋଲି ବିଶ୍ଵାସ କରାଯାଏ । 

ଏହାର ଭୌଗୋଳିକ ଅବସ୍ଥିତି  29° 57' 60" N 76° 50' 08 E ଠାରେ । 

ଆଧାର