ହାତିମୁରା ମନ୍ଦିର
ଦେଖଣା
Hatimura Temple | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | Silghat |
State | Assam |
Country | India |
Architecture | |
Pramatta Singha |
ହାତିମୁରା ମନ୍ଦିର, ଭାରତୀୟ ରାଜ୍ୟ ଆସାମ ର ନଗାଁଓ ଜିଲ୍ଲାର ସିଲଘାତ ଠାରେ ଅବସ୍ଥିତ ଥିବା ଏକା ଶକ୍ତି ମନ୍ଦିର । ଏହାକୁ 1667 ଶକାବ୍ଦ ବା 1745 ମସିହା ରେ ଆହୋମ ରାଜା ପ୍ରମତ୍ତ ସିଂହ ନିର୍ମାଣ କରେଇଥିଲେ । ଏଠାରେ ଆରାଧ୍ୟା ଦେବୀ ଦୂର୍ଗା ରହିଛନ୍ତି । ତାଙ୍କୁ ସ୍ଥାନୀୟ ଅଞ୍ଚଳ ରେ " ମହିଷାମର୍ଦିନି" କୁହା ଯାଏ । ପୁରାତନ କାଳ ରେ ଏଠାରେ ମଣିଷ ବଳି ପ୍ରଥା ଥିଲା ବୋଲି କୁହାଯାଏ । ଏହି ପୀଠ ଥିବା ଅଞ୍ଚଳ ଅତୀବ ରମଣୀୟ ଓ ପ୍ରକୃତିକ ସୁନ୍ଦରତା ରେ ଭରା । ନିକଟ ରେ ଥିବା କଙ୍କାନ ହଜାରିକା ହ୍ରଦ ପ୍ରକୃତିକ ଶୋଭା ପାଇଁ ଖ୍ୟାତ ।
ଆଧାର ସମୂହ
- ↑ Baruah, B. K.; Sreenivasa Murthy, H. V. The Hatimura Temple. Hindu books universe. Retrieved Dec 12, 2009.
- ↑ "Nagaon Attraction: Hatimura Temple". Sulekha.com. Retrieved 12 December 2009.
- ↑ "Hatimura Temple". Indian Temples Portal. Retrieved 12 December 2009.
- ↑ "Hatimura temple at Silghat". Assam On Net. Retrieved 12 December 2009.