ହାଇ-ଟେକ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା
ଦେଖଣା
Hi-Tech Medical College & Hospital, Bhubaneswar | |
---|---|
"ହାଇ-ଟେକ ଭେଷଜ ମହାବିଦ୍ୟାଳୟ, ଭୁବନେଶ୍ୱର" | |
ଫାଇଲ:Hi-Tech Medical.jpg | |
ସ୍ଥାପିତ | 2005 |
ପ୍ରକାର | Private Medical College |
ଅଧକ୍ଷ | Dr. Tirupati Panigrahi |
ତଳସ୍ନାତକ | 100 per year |
ଅବସ୍ଥାନ | Bhubaneswar, Odisha, India 20°18′00″N 85°52′00″E / 20.299996°N 85.866544°E |
ପରିସର | Urban 42 acres (170,000 m2) |
ଅନୁବନ୍ଧନ | Medical Council of India |
ୱେବସାଇଟ | HMCH, Bhubaneswar |
ହାଇ-ଟେଚ ଭେଷଜ କଲେଜ ଓ ହସ୍ପିଟାଲ (HMCH)(ଓଡ଼ିଆ: ହାଇ-ଟେକ ଭେଷଜ ମହାବିଦ୍ୟାଳୟ ଭୁବନେଶ୍ୱର)ଏକ ବେସରକାରୀ , ଅଣ-ଲାଭକାରୀ, ସ୍ଵ- ଅର୍ଜିତ ମେଡିକାଲ କଲେଜ । ଏହା 2005 ମସିହା ରେ ଭାରତୀୟ ମେଡିକାଲ କାଉନସିଲ ଠାରୁ ସ୍ବୀକୃତି ପ୍ରାପ୍ତ ହେଇ ଓଡିଶା ରାଜ୍ୟ ର ପ୍ରଥମ ବେସରକାରୀ ଉଦ୍ୟମ ର ମେଡିକାଲ କଲେଜ ଭାବେ ଭୁବନେଶ୍ବର ଠାରେ ପ୍ରତିଷ୍ଠିତ ହେଇଥିଲା । .[୧][୨] ଏଠାରେ ଥିବା 400 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ରେ 20 ତି ଜରୁରୀକାଳିନ ଶଯ୍ୟା ସହ ଅତ୍ୟାଧୁନିକ ସୁବିଧା ସମୂହ ରହି ଅପରେସନ ଥିଏଟର ରହିଛି । କଲେଜ ରେ MBBS ସହ BDS ଶିକ୍ଷ୍ୟା ପ୍ରଦାନ ର ବ୍ୟବସ୍ଥା ରହିଛି ।
Location
ଏହାର ଅବସ୍ଥିତି ଭୁବନେଶ୍ବର ର ରସୁଲଗଡ ଛକ ଠାରୁ କଟକ ଯିବା ରାସ୍ତା ରେ ପଣ୍ଡାରା ଠାରେ ରହିଛି । କୁଆଖାଇ ସେତୁ ଠାରୁ ଏହା 2 କିଲୋମିଟର ଦୁରବର୍ତୀ ।
ଆଧାର ସମୂହ
- ↑ "HMCH details at MCI". Medical Council of India. Retrieved 14 July 2005.
- ↑ "HMCH".