ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ , ଭବାନୀପାଟଣା
ଦେଖଣା
Government Autonomous College Bhawanipatna | |
---|---|
"ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟଣା" | |
ସ୍ଥାପିତ | 1960 (college) |
ପ୍ରକାର | Education |
ଛାତ୍ର ଛାତ୍ରୀ ସଂଖ୍ୟା | Undergraduate and Post graduate |
ଅବସ୍ଥାନ | Bhawanipatna, Odisha, India |
ପରିସର | Urban |
ଅନୁବନ୍ଧନ | UGC |
ୱେବସାଇଟ | http://www.gacbhawanipatna.org/ |
ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ , ଭବାନିପାଟଣାଓଡ଼ିଆ: ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟଣା ) ଏକ ସ୍ଵୟଂ ଶାସିତ କଲେଜ । ଏହା ଭାରତୀୟ ରାଜ୍ୟ କଳାହାଣ୍ଡି ର ମୁଖ୍ୟାଳୟ ଭାବନିପାଟଣା ଠାରେ ରହିଛି । .[୧]
ଇତିହାସ
18 , ଜୁଲାଇ , 1960 ମସିହା ରେ ଏହା "କଳାହାଣ୍ଡି କଲେଜ" ନାମ ରେ ଏକ ବେସରକାରୀ କଲେଜ ଭାବରେ ସ୍ଥାପିତ ହେଇଥିଲା ଓ 30.11.1961 ଯାଏ ଏହା ବେସରକାରୀ ପରିଚାଳନା ରେ ରହିଥିଲା । ଏହାକୁ ସରକାର 1.12.1961 ରେ ହାତକୁ ନେଇ ଏହା କୁ "ସରକାରୀ ବିଜ୍ଞାନ କଲେଜ ,ଭବାନିପାଟଣା" ଭାବରେ ପୁନର ନାମିତ କରିଥିଲେ । 2002 ମସିହା ରେ ଏହା ଏହା ଉତ୍ତମ ଉତ୍ଚ ଶିକ୍ଷୟା କେନ୍ଦ୍ର ଭାବରେ କେନ୍ଦ୍ର ସରକାରଙ୍କ UGC ଦ୍ଵାରା ସ୍ବୀକୃତି ପ୍ରାପ୍ତ ହେଇ ସ୍ଵୟାଂସସିତ ମାନ୍ୟତା ପ୍ରାପ୍ତ ହେଇଥିଲା । .[୨]