Jump to content

ଲକ୍ଷ୍ମୀନାରାୟଣ କଲେଜ, ଝାରସୁଗୁଡ଼ା

ଉଇକିପିଡ଼ିଆ‌ରୁ
୨୨:୨୬, ୨ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Laxminarayan College, Jharsuguda") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଲକ୍ଷ୍ମୀନାରାୟଣ କଲେଜ ଝାରସୁଗୁଡା, ଏଲ.ଏନ. କଲେଜ ନାମରେ ମଧ୍ୟ କୁହାଯାଇଥାଏ , ଝାରସୁଗୁଡା ଜିଲ୍ଲା ର ମୁଖ୍ୟ ଓ ସର୍ବପ୍ରାଚୀନ କଲେଜ । ଏହା ଓଡିଶା ସରକାର ଙ୍କ ଏକ ପୂର୍ଣା ସାହାଜ୍ଯପ୍ରାପ୍ତ କଲେଜ ଓ ଏହା 1969 ମସିହା ରେ ଝାରସୁଗୁଡା ର ନାଗରିକ ମାନଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ସମଗ୍ର ପଶ୍ଚିମ ଓଡିଶା ରେ ମଧ୍ୟ ଏହା ଏକ ପୁରାତନ ପ୍ରତିଷ୍ଠିତ କଲେଜ ଭାବରେ କ୍ଷତ ।  ଏହା ଏକ ପୂର୍ଣାଙ୍ଗ ଡିଗ୍ରୀ କଲେଜ ଓ ଏଥିରେ କଳା ( Arts) , ବାଣିଜ୍ୟ , ଓ ବିଜ୍ଞାନ ରେ ସମ୍ମାନ ସହ ଅନେକ ବିଷୟ ରେ ଶିକ୍ଷ୍ୟା ପ୍ରଦାନ ର ବ୍ୟବସ୍ଥା ରହିଛି । ଏଥିରେ କମ୍ପୁଟର ବିଜ୍ଞାନ , ଓ ଅନନ୍ୟ କର୍ମନିଯୁକ୍ତି ଭିତ୍ତିକ ବିଷୟ ମଧ୍ୟ ରହିଛି । ଏଠାରେ ଅନେକ UGC ଦରମା ପ୍ରାପ୍ତ ଅଭିଙ୍ଗ୍ୟ ପ୍ରାଧ୍ୟାପକ  ଙ୍କ ସହ ବହୁ ସଂଖ୍ୟା ରେ କର୍ମଚାରୀ ରହିଛନ୍ତି ।   



କଲେଜ ସ୍ଥାପନ ହେଲା ବେଳକୁ ନିକଟ ରେ ଥିବା ଝାରସୁଗୁଡା ସରକାରୀ ଇଂଜିନିଯରିଂ ସ୍କୁଲ ର ବଳକା ହଷ୍ଟେଲ ଗୃହ ରେ ଆରମ୍ଭ ହେଇଥିଲା । ତେବେ ସେଠାରେ ପରେ ଅନେକ ଶ୍ରେଣୀ ଗୃହ ସମେତ ଅନନ୍ୟ ନିର୍ମାଣ କରାଯାଇ କଲେଜ ର ୟବାହାର କରାଗଲା । କଲେଜ UGC ଦ୍ଵାରା ମନ ନିର୍ଧାରଣ କମିଟି NAAC ଦ୍ଵାରା 2012 ମସିହା ରେ " B" ଗ୍ରେଡ ପ୍ରାପ୍ତ ହେଇ ଉନ୍ନୟନ ପାଇଁ ଅନୁଦାନ ପ୍ରାପ୍ତ ହେଇଛି । ଏଠାରେ କଲେଜ ର ନିଜସ୍ଵ ଅତ୍ୟାଧୁନିକ କମ୍ପୁଟର ଲାବୋରତରି ରେ 60 ରୁ ଅଧିକ କମ୍ପୁଟର ଲାନ ସଂଯୋଗ ଥାଇ ରହିଛି । କଲେଜ ରେ ସମସ୍ତ ପ୍ରକାର ଅଯଧୁନିକ ଶିକ୍ଷ୍ୟା ପ୍ରଦାନ ପାଇଁ ସୁବିଧା କରାଯିଅଛି ।କଲେଜ ର ବର୍ତମାନ ର ଛତ୍ର ସଂଖ୍ୟା 2,000 ରୁ ବେଶୀ ରହିଛି । [][][][]

ଆଧାର ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. {{cite web}}: Empty citation (help)