Jump to content

ଠେକ୍କୁମ୍ଭାଗମ

ଉଇକିପିଡ଼ିଆ‌ରୁ
୧୦:୪୨, ୨ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Thekkumbhagam") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Thekkumbhagam
തെക്കുംഭാഗം
Thekkumbhagom
Neighbourhood
From Top:Boating at Paravur Lake, Sunset at Thekkumbhagam beach, Thekkumbhagam Estuary, Paravur Lake at Thekkumbhagam, Lakesagar Xavier's resort in Thekkumbhagam
From Top:Boating at Paravur Lake, Sunset at Thekkumbhagam beach, Thekkumbhagam Estuary, Paravur Lake at Thekkumbhagam, Lakesagar Xavier's resort in Thekkumbhagam
Country India
StateKerala
DistrictKollam
Civic bodyParavur Municipality
Languages
Time zoneUTC+5:30 (IST)
PIN
691319
Telephone code0474
ଯାନବାହାନ ପଞ୍ଚୀକରଣKL-02
Nearest cityKollam - 14 km
Websitewww.paravuronline.com
www.paravurmunicipality.in//

ଠେକ୍କୁମ୍ଭାଗମ (ମାଲୟାଲମ: തെക്കുംഭാഗം/പരവൂര്‍ തെക്കുംഭാഗം)ଭାରତୀୟ ରାଜ୍ୟ କେରଲ ର ଏକ ପ୍ରସିଦ୍ଧ ଦର୍ଶନୀୟ ବେଳାଭୂମି ସହର । ଏହା କୋଲଲାମ ଜିଲ୍ଲା ରେ ଦକ୍ଷିଣ ତଟ ରେ ଅବସ୍ଥିତ । [] 1936 ମସିହା ରେ ଏହା ଏକ ପଞ୍ଚାଯତ ଥିଲା । .[]  

ପାରାଭୁର-ଠେକ୍କୁମ୍ଭାଗମ ପକ୍ଷୀ ବିହାର 

ପାରାଭୁର ସ୍ଥଳଭାଗ ର ତିନିଟି ଦିଗ ଜଳ ରେ ପରିପୂର୍ଣ । ଏହାର ନିକଟ ରେ ପରାଭୂର ହ୍ରଦ , ନୟାଦରା ହ୍ରଦ ଓ ଆରବ ସାଗର ରହିଛି । ଏହାର ଦକ୍ଷିଣାଞ୍ଚଳ ରେ ପକ୍ଷିବିହାର ରହିଛି । ଏଠାକୁ ବହୁ ସଂଖ୍ୟା ରେ ପର୍ଯ୍ୟଟକ [][] ଆସିଥାନ୍ତି । ଏକ ଚମତ୍କାର ଭାବରେ ସୁନ୍ଦର ବେଳାଭୂମି ପର୍ଯ୍ୟଟକ ଙ୍କୁ ଦେଶ ବିଦେଶ ରୁ ଆକର୍ଷଣ କରିଥାଏ । [][]

ଠେକ୍କୁମ୍ଭାଗମ ଠାରେ ଦର୍ଶନୀତ ସ୍ଥ ସମୂହ 

  • ପାରାଭୁର []
  • ଠେକ୍କୁଭଗମ-କପ୍ପିଳ ବେଳାଭୂମି 
  • ପ୍ରିୟଦରହିନୀ ବୋଟ କ୍ଲବ
  • ପାରାଭୁର ହ୍ରଦ 
  • ପୋଝିକ୍କାରା ପକ୍ଷୀ ବିହାର 
  • ପୋଲାଚିରା ଆର୍ଦ୍ରଭୂମି 
  • ପୁଥେଙ୍କୁଲମ ହାତୀ ଗ୍ରାମ 
  • []

ପୁନଶ୍ଚ ଦେଖଣା 

ଗେଲେରୀ 

ଆଧାର ସମୂହ 

  1. Beach and backwaters beckon discerning tourists at Kappil
  2. History of Paravur
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. Coastal Zone Management: By Ramakrishnan Korakandy. Retrieved 16 March 2015.
  6. {{cite web}}: Empty citation (help)
  7. Temples in Kollam district
  8. Elephant News