Jump to content

ଚିଥ୍ରାରାଳ ଜୈନ ମନ୍ଦିର

ଉଇକିପିଡ଼ିଆ‌ରୁ
୦୭:୧୪, ୨ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Chitharal Jain Monuments") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଚିଥ୍ରାରାଳ ଜୈନ ମନ୍ଦିର
Chitharal Jain Monuments
Chitharal Jain Temple, Tamil Nadu
Religion
ଅନୁବନ୍ଧଗୁଡ଼ିକJainism
Location
ସ୍ଥାନMarthandam, Kanyakumari district, Tamil Nadu

ଚିଥ୍ରାରାଳ ଜୈନ ମନ୍ଦିର ଭାରତୀୟ ରାଜ୍ୟ ତାମିଲନାଡୁ ର କନ୍ୟାକୁମାରୀ ଠାରେ ଚିଥ୍ରାରାଳ ଗ୍ରାମ ନିକଟସ୍ଥ ଏକ ପାହାଡ ଉପରେ ନବମ ଶତାବ୍ଦୀ ରେ ନିର୍ମିତ ଏକ ଜୈନ ପ୍ରଶିକ୍ଷଣ କେନ୍ଦ୍ର ର ଭଗ୍ନାବଶେଷ । 

ସ୍ଥପତ୍ୟ 

ଏହି ଭଗ୍ନାବଶେଷ ମାରଥାଣ୍ଡମ ଠାରୁ 7 କିଲୋମିଟର ଓ କନ୍ୟାକୁମାରୀ ଠାରୁ 55 କିଲୋମିଟର ଦୂର ରେ ଅବସ୍ଥିତ । [ଆଧାର ଲୋଡ଼ା]

 ଚିତ୍ରାରାଳ ର ଇତିହାସିକ ନାମ ଚିରୁଚରନାଥୁପଲ୍ଲୀ ଥିଲା , ଯାହାକୁ ଦିଗମ୍ବର ଜୈନ ମାନେ ଆବାସ କରିଥିଲେ । ଏଠାରେ ଥିବା ପାହାଡ ରେ ଥିବା ଗୁମ୍ଫା ରେ ପ୍ରସ୍ତର ଖୋଦିତ ତିରଥଙ୍କର ଓ ଅନନ୍ୟ ଆରାଧ୍ୟ ଙ୍କ ମୂର୍ତି ରହିଛି । ଏହା ସବୁ  ନବମ ଶତାବ୍ଦୀ ର କୀର୍ତି ।[][] ଏଠାରେ ପ୍ରସର ରୁ ଖୋଦିତଦେବୀ ଧର୍ମଦେବୀ[] ଙ୍କ ମୂର୍ତି ମଧ୍ୟ ରହିଛି । 610 ମସିହା ରୁ 640 ମସିହା ଯାଏ ରାଜୁତି କରିଥିବା ରାଜା ମହେନ୍ଦ୍ରବର୍ମନ ଙ୍କ ଦ୍ଵାରା ଜୈନ ଧର୍ମ ର ପ୍ରସାରଣ କୁ ଉତଶାହ ମିଳିଥିଲା । 

ଗେଲେରୀ 

Chithral Jain Monument with Naga prathishta

ପୁନଶ ଦେଖଣା 

  • Jainism in Kerala

ଆଧାର ସମୂହ 

  1. Anon (2005). Tourist Guide to South India. Sura Books. pp. 128–129.
  2. Rangarajan, H; Kamalakar, G; Reddy, AKVS; Venkatachalam, K (2001). Jainism: Art, Architecture, Literature & Philosophy. Sharada. p. 43.
  3. Shah, Umakant P (1987). Jaina Iconography. Abhinav Publications. p. 251.

ବାହ୍ୟ ଆଧାର