Jump to content

ମାରିଆମ ଭଟ୍ଟାଳିଳ

ଉଇକିପିଡ଼ିଆ‌ରୁ
୦୬:୫୨, ୨ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Mariam Vattalil") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Servant of God
Mariam Vattalil
F.C.C.
ଫାଇଲ:Rani Maria Vattalil.jpg
Mariam Vattalil.
Religious
Born(1954-01-29)୨୯ ଜାନୁଆରୀ ୧୯୫୪
Pulluvazhy, Ernakulam district, Travancore-Cochin (now Kerala), India
Died୨୫ ଫେବୃଆରୀ ୧୯୯୫(1995-02-25) (ବୟସ ୪୧)
Nachanbore Hill, Indore, Madhya Pradesh, India
Venerated inRoman Catholic Church
AttributesReligious habit
Patronage
  • Aid workers
  • Missionaries

ମାରିଆମ ଭଟ୍ଟାଳିଳ (29 ଜାନୁଆରୀ 1954 - 25 ଫେବ୍ରୁଆରି 1995 ) ) ଜଣେ ଭାରତୀୟ ରୋମାନ କଥୋଲିକ ଧର୍ମ ଯାଜିକା ତଥା ସମାଜ ସେବିକା ଥିଲେ । ସେ ଫ୍ରାନସିସକାନ କ୍ଲାରିଷ୍ଟ ସମଷ୍ଟି ରେ ରହି ଦରିଦ୍ର ମାନଙ୍କ ସେବା ଇନ୍ଦୋର ଠାରେ ଡାଇସେସ ରେ କରୁଥିଲା । ତାଙ୍କର ଧାର୍ମିକ ନାମ " ରାଣୀ ମାରିୟା " ରହିଥିଲା ଓ ସେ ଜେନ " ନୁନ" ହେଇଥିଲେ 

ତାଙ୍କର ସେବା କୁ ପ୍ରବେଶ 2003 ମସିହା ରେ ହେଇ ତାଙ୍କୁ " ଭଗବାନ ଙ୍କ ସେବିକା : ଉପାଧିଷ୍ଠ କରାଯାଇଥିଲା । 

ଜୀବନୀ 

ଭଟ୍ଟାଳିଳ  ଙ୍କ ପିତା ପାଇଲି ଓ ମାତା ଏଲିସବା ଭିତ୍ତଳିଳ ଥିଲେ । ସେ କେରଲ ରାଜ୍ୟ ରେ 1954 ମସିହା ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବପ୍ତିଜମ ସେଣ୍ଟ ଥୋମାସ ଚର୍ଚ ରେ 5 , ଫେବ୍ରୁୟାରୀ ରେ ହେଇଥିଲା । ସେ ମାଧ୍ଯମିକ ଶିକ୍ଷୟା ସମାପ୍ତ କଳା ପରେ ଫ୍ରାନସିକାନ କ୍ଲାରେଟ ଗୋଷ୍ଠୀ ରେ ଯୋଗଦାମ କରି 'ରାଣୀ ମାରୀୟା' ନାମ ଗ୍ରହଣ କରିଥିଲେ , ସେ ତାଙ୍କର ଚୁଡାନ୍ତ ପ୍ରତିଙ୍ଗ୍ୟା 22 ମଯ 1980 ରେ ଗହନ କରିଥିଲେ । 

ଭଟ୍ଟାଳିଳ ବିଜନୋର ଠାରେ 1975 ରେ ସେବା କଲେ ଓ ସେଣ୍ଟ ମାରି କାନଭେଣ୍ଟ ରେ 1992 ମସିହା ଯାଏ ରହିବା ପରେ ଉଦୟନଗର କୁ ବଦଳି ହେଇଥିଲେ । 

25 ଫେବ୍ରୁଆରି 1995 ରେ ତାଙ୍କୁ ସେ ଇନ୍ଦୋର ର ନଚାନ୍ବୋର ପାହାଡ ନିକଟ ରେ ବସ ଯୋଗେ ଆସୁଥିବା ବେଳେ  ସମନ୍ଦର ସିଂହ ନାମକ ଜଣେ ପେଷାଦାର ହତ୍ୟାକାରୀ ଛୁରି ଭୁଶି ହତ୍ୟା କରିଥିଲେ ।40 ଟି ଗୁରୁତର ଆଘାତ ପାଇବା ପରେ ମଧ୍ୟ ସେ " ଯୀଶୁ " ଙ୍କୁ ଡାକି ଡାକି ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।  [][][][] ଭୂମିହିନ କୃଷିଜୀବୀ ଙ୍କ ସହ ସେ କାର୍ଯ୍ୟ କରୁଥିବାରୁ କିଛି ଖଳପ୍ରକୃତି ଜମି ମାଲିକ ତାଙ୍କର ହତ୍ୟା କରେଇଥିଲେ । [][][]

କାର୍ଡିନାଲ ଓଶ୍ଵଲ୍ଡ ଗ୍ରାସିଆସ ତାଙ୍କର କାର୍ଯ୍ୟ କୁ " ଦରିଦ୍ର ଓ ଦଳିତ ଜନତା ଙ୍କ ପାଇଁ ସାହସିକ ଭାବରେ ସେବା କରୁଥିଲେ "[] ବୋଲି କହିଥିଲେ । ଏରଣାକୁଲମ ଠାରେ ତାଙ୍କ ନାମ ରେ ଏକ ମିଉଜିଆମ ରହିଛି । 

ଜନସଂସ୍କୃତି ରେ 

ତାଙ୍କୁ ହତ୍ୟା କରିଥିବା ସମନ୍ଦର ସିଂହ ଙ୍କ କାପୁରୁଷତା ଓ ଜଘନ୍ୟତା କୁ ନେଇ " The Heart of a murderer " ନାମକ ଡକୁମେନ୍ତରି ଫିଲ୍ମ ନିର୍ମିତ ହେଇ 2013 ମସିହା ରେ ବିଶ୍ଵ ଅନ୍ତର- ଧର୍ମ ସମନ୍ନ୍ୟୟ ଫିଲ୍ମ ଫେଷ୍ଟଭାଲ ରେ ପୁରସ୍କୃତ ହେଇଥିଲା । 

Beatification process

ରୋମ ସହର ରେ ତାଙ୍କ ପାଇଁ " ନିହିଲ ଅବସ୍ତାତ " ବା nothing against"2007  ମସିହା  ରେ କରାଯାଇ ତାଙ୍କୁ ମରଣୋତ୍ତର CCS ପ୍ରଦାନ କରାଯାଇଥିଲା । [][][]

ଆଧାର ସମୂହ 

  1. ୧.୦ ୧.୧ ୧.୨ The Herald of India, February 2010.
  2. ୨.୦ ୨.୧ Vatican Radio, 28 February 2011.
  3. Francis Arackal, Thoughts For The Upper Room, St Pauls BYB, 2005, ISBN 8171097081, p. 200.
  4. ୪.୦ ୪.୧ C. P. Varkey, Healing The Heart Of Emotional Wounds, St Pauls BYB, 2004, ISBN 8171093019, p. 120.
  5. The Vatican Today, 6 February 2012.
  6. UCA News, 28 February 2011.
  7. Indian Express, Oct 2008.

ବାହ୍ୟ ସଂଯୋଗ ସବୁ