ବିଳାସପୁର , ଗଞ୍ଜାମ
ଦେଖଣା
Bilaspur
ବିଳାସପୁର | |
---|---|
Village | |
Country | India |
State | Orissa |
District | Ganjam |
Elevation | 54 m (177 ft) |
Population (2001) | |
• Total | ୩୦୦ |
Languages | |
Time zone | UTC+5:30 (IST) |
PIN | 761019 |
Telephone code | 06811 |
ବିଳାସପୁର , ଭାରତୀୟ ରାଜ୍ୟ ଓଡିଶା ର ଗଞ୍ଜାମ ଜିଲ୍ଲା ର ଏକ ଗ୍ରାମ । ଏହା ଖାଲିକୋଟ ବିଧାନ ସଭା ମଣ୍ଡଳୀ ରେ ଥିବା ବେଳେ ଆସ୍କା ଲୋକସଭା ଅଧୀନ ରେ ରହିଛି । ଖାଲିକୋଟ ର ପ୍ରାଚୀନ ରାଜା ଙ୍କ ଦ୍ଵାରା ଏହାକୁ ଏକ ବ୍ରାହ୍ମଣ ଶାସନ ଭାବରେ ପ୍ରତିଷ୍ଠିତ ହେଇଥିଲା ।
ଗ୍ରାମ ରେ 60 ଟି ପରିବାର ରହନ୍ତି । ଏଠାରେ ଜନସଂଖ୍ୟା 300 । ଗ୍ରାମବାସୀ ଙ୍କୁ ମୁଖ୍ୟ ଜୀବିକା କୃଷି । ଏଠାରେ ବହୁ ସଂଖ୍ୟା ରେ ପୂଜକ ଭାବରେ କାର୍ଯ୍ୟ କରନ୍ତି। ଖରାଖରୀ ନଦୀ ଗ୍ରାମ ର ଉତ୍ତର ଦିଗ ରେ ପ୍ରବାହିତ ହେଇ ଗ୍ରାମ କୁ ଜଳସେଚନ ଦେଇଥାଏ ।
ଉପାସନା ପୀଠ
ଏଠାରେ ଲୋକନାଥ , ଲକ୍ଷ୍ମୀନୃସିଂହ , କନକ ଦୂର୍ଗା ଓ ଠାକୁରାଣୀ ମନ୍ଦିର ରହିଛି। .
ଶିକ୍ଷ୍ୟା
ଏଠାରେ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ହାଇ ସ୍କୁଲ ନାହି ।
ବାହ୍ୟ ସଂଯୋଗ
- village layout, Wikimapia