Jump to content

ଛତାବର

ଉଇକିପିଡ଼ିଆ‌ରୁ
୧୨:୩୧, ୧ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Chhatabar") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଛତାବର, ଭାରତୀୟ ରାଜ୍ୟ ଓଡିଶା ର ସମ୍ବଲପୁର ଜିଲ୍ଲା ର ମନେଶ୍ବର ବ୍ଲକ ର ଏକ ଗ୍ରାମ । ଏହା ଜିଲ୍ଲା ମୁଖ୍ୟାଳୟ ରୁ ପ୍ରାୟ 15 କିଲୋମିଟର ଦୁରବର୍ତୀ । ଏହାର ଚତୁର୍ଦିଗ ରେ ପର୍ବତ ଓ ସବୁଜିମା ରେ ପରିପୂର୍ଣ । ଏଠାରେ ନିକଟ ରେ ସମ୍ବଲପୁର – କଟକ ରାଜପଥ ଓ ସମ୍ବଲପୁର- ଭୁବନେଶ୍ବର ରେଳପଥ ଯାଇଛି । ଏଠାକାର ଅଧିବାସୀ ମାନେ ସମ୍ବଲପୁରୀ କୁ କଥିତ ଭାଷା ଭାବରେ ବ୍ୟବହାର କରିଥାନ୍ତି । ଏହା ନିକଟସ୍ଥ ଅଞ୍ଚଳ ପାଇଁ ଏକ ବ୍ଯବସାୟିକ କେନ୍ଦ୍ର ।


ଭୌଗୋଳିକ ଅବସ୍ଥିତି

ଏହି ସହର ମହାନଦୀ ତୀର ରେ ଅବସ୍ଥିତ ।

ଜଗନ୍ନାଥ ମନ୍ଦିର


• ରାମ ମନ୍ଦିର

ହନୁମାନ ମନ୍ଦିର 

ସମଲେଶ୍ଵରୀ ମନ୍ଦିର 

• ନୂଆଖାଇ ଏଠାରେ ମୁଖ୍ୟ ପର୍ବ ।  



.

ଆଧାର ସମୂହ