Jump to content

କଙ୍କେ

ଉଇକିପିଡ଼ିଆ‌ରୁ
୧୦:୩୯, ୧ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kanke") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Kanke
city
Kanke Dam
CountryIndia
StateJharkhand
DistrictRanchi
Elevation
611 m (2,005 ft)
Population
 (2011)
 • Total୧୭,୫୬୦
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣJH

କଙ୍କେ ,  ଭାରତୀୟ ରାଜ୍ୟ ଝାଡ଼ଖଣ୍ଡ ର ରାଁଚୀ ଜିଲ୍ଲା ର ଏକ ସହର । ଏଠାରେ କଙ୍କେ ଡେମ ନାମରେ ଏକ ବୃହତ ଜଳାଶୟ ରହିଛି ଓ ଏଠାରୁ ରାଁଚୀ ସହର କୁ ମଧ୍ୟ ଜଳ ଯୋଗାଣ ହେଇଥାଏ । କଙ୍କେ ମାନସିକ ଚିକିସ୍ଥଳୟ ଭାରତ ର ଏକ ବୃହତ ମାନସିକ ବ୍ୟାଧି ଗ୍ରସ୍ତ ଙ୍କ ହସ୍ପିଟାଲ । ଏହା ବ୍ରିଟିଶ ସମୟ ରେ ସ୍ଥାପିତ ହେଇଥିଲା । ଏଠାରେ ବୀର୍ସା କୃଷି ବିଶ୍ୱବିଦ୍ୟାଳୟ , କୋଇଲା ଖଣି ପରିଚାଳନା ପ୍ରତିଷ୍ଠାନ , ପଶୁ ହସ୍ପିଟାଲ ଓ ଅନ୍ୟ ପ୍ରତିଷ୍ଠାନ ସବୁ ଏଠାରେ ରହିଛି । 

ଭୌଗୋଳିକ ଅବସ୍ଥିତି 

କଙ୍କେ ର ଭୌଗୋଳିକ ଅବସ୍ଥିତି 23°26′N 85°19′E / 23.43°N 85.32°E / 23.43; 85.32.[] ଏହା ସମୁଦ୍ରପତ୍ତାନ ଠାରୁ 2004 ଫୁଟ ଉପରେ ରହିଛି । 

ଜନ ଆବାଦୀ 

2001 India census,[] Kanke had a population of 17,560. Males constitute 53% of the population and females 47%. Kanke has an average literacy rate of 75%, higher than the national average of 59.5%: male literacy is 80%, and female literacy is 70%. In Kanke, 11% of the population is under 6 years of age.

ଆଧାର ସମୂହ 

  1. Falling Rain Genomics, Inc - Kanke
  2. {{cite web}}: Empty citation (help)