Jump to content

ଗିଞ୍ଜୋ ଠାକୁରଗାଓ

ଉଇକିପିଡ଼ିଆ‌ରୁ
୧୦:୩୧, ୧ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Ginjo Thakurgaon") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Ginjo Thakurgaon
गिंजों ठाकूर गाँव
Thakurgaon
Village
Country India
StateJharkhand
DistrictRanchi
Elevation
625 m (2,051 ft)
Population
 • Total୧୦,୦୦୦
Languages
Time zoneUTC+5:30 (IST)
PIN
835205
Telephone code06531
ଯାନବାହାନ ପଞ୍ଚୀକରଣJH-01
Distance from Ranchi25 kilometres (16 mi) NW

ଗିଞ୍ଜୋ ଠାକୁରଗାଓ , iଭାରତୀୟ ରାଜ୍ୟ ଝାରଖଣ୍ଡ ର ରାଁଚୀ ଜିଲ୍ଲା ର ଏକ ଗ୍ରାମ । ଏହା ରାଁଚୀ ଠାର 25 କିଲୋମିଟର ଉତ୍ତର ପଶ୍ଚିମ ଦିଗ ରେ ଅବସ୍ଥିତ । ଏହାର ଚତୁପାର୍ଶ୍ଵ ରେ ମନ୍ଦାର , ବରମୁ , ପିଠଉରିଆ , ଛୁଣ୍ଡ ଓ ରଟୁ ଗ୍ରାମ ରହିଛି । 

ଏହା ନିକଟ ରେ ମନ୍ଦର ଠାରେ ଜଙ୍ଗଲ ରିସର୍ଚ କେନ୍ଦ୍ର ଓ ପତ୍ରାତୁ ଠାରେ ତାପଜ ବିଦ୍ୟୁତ ପ୍ରକଳ୍ପ ରହିଛି । 

ଭୌଗୋଳିକ ଅବସ୍ଥିତି 

ଏହାର ଭୌଗୋଳିକ ଅବସ୍ଥିତି  23°31′N 85°10′E / 23.52°N 85.17°E / 23.52; 85.17.[] ଏହା ସମୁଦ୍ର ପତ୍ତନ ଠାରୁ 2,051 ଫୁଟ ଉପରେ ରହିଛି । 

ନିକଟସ୍ଥ ଦର୍ଶନୀୟ ସ୍ଥଳ 

SNo Name Of the Place Interest For Distance From City Way of
1 .ଭବାନୀ ଶଙ୍କର ମନ୍ଦିର (भवानी शंकर मन्दिर) Religious Temple Centre Of the City Burmu Road
2. ଭୁର ନଦୀ (Aikashi Mahadeo भुर नदी (ऐकैशी महादेव) Religious 3-5 KM Ginjo Thakurgaon Mandar Road
3. କଙ୍କେ ବନ୍ଧ  Tourist 25 KM Kanke Road
4. ଗୋନଦା ପର୍ବତ  Tourist 25 KM Kanke Road
5. ରୋକ ଗାର୍ଡେନ  Tourist 25 KM Kanke Road
6. ପାହାଡୀ ମନ୍ଦିର , ରାଁଚୀ  Tourist 25 KM Ratu Road
7. ରାଁଚୀ ହ୍ରଦ  Tourist 25 KM Ranchi
7. ଟାଗୋର ହୀଳ  Tourist 30 KM Bariatu Road
8. ଅରମହନ୍ଜି ଜାତୀୟ ପାର୍କ  National Park 35 KM NH 33
9. ହରିଣ ପାର୍କ  National Park 40 KM Ranchi - Khunti Road
10. ଦଶାମ ପ୍ରପାତ  Tourist 60 KM Ranchi - Tata Road
11. ହୁନ୍ଦରା ପ୍ରପାତ  Tourist 50 KM Ranchi - Purulia Road
12. ଯୋହନା ପ୍ରପାତ  Tourist 50 KM Ranchi - Purulia Road
13. ହିରିଣୀ ପ୍ରପାତ  Tourist 90 KM Ranchi - Chaibasa Road
14. ପଞ୍ଚଗଡ ପ୍ରପାତ  Tourist 70 KM Ranchi - Chaibasa Road
15. ସୂର୍ଯ୍ୟ ମନ୍ଦିର  Relegious 45 KM Ranchi - Tata Road

ଭବାନୀ ଶଙ୍କର ମନ୍ଦିର भवानी शंकर मन्दिर)

Bhawani Shankar Mandir

ଆଧାର ସମୂହ