ହୁଟୁପ
ଦେଖଣା
ହୁଟୁପ , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡ ର ଏକ ଗ୍ରାମ । ଏହା ରାଁଚୀ ଜିଲ୍ଲା ର ଅର୍ମାଞ୍ଝି ବ୍ଲକ ଅଞ୍ଚଳ ମଧ୍ୟ ରେ ରହିଛି । ଏଠାରେ ଜାତୀୟ ରାଜପଥ 23 ରହିଥିବା ବେଳେ ଏହାର ନିକଟସ୍ଥ ରେଳ ଷ୍ଟେସନ ରାଁଚୀ ଠାରେ ରହିଛି । .[୧]
ଶିକ୍ଷ୍ୟା
Iଏହାରେ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ରହିଛି । ତାହା ସହ ସରକାରଙ୍କ ତରଫ ରୁ ଏଠାରେ ଅଙ୍ଗନ ବାଡି ମଧ୍ୟ ସ୍ଥାପନ କରାଯାଇଛି । ଏଠାରେ B. Ed. ଶିକ୍ଷ୍ୟା ପାଇଁ ପ୍ରତିଷ୍ଠାନ ରହିଛି ଯାହାକୁ ଅଞ୍ଚଳ ର ବହୁ ଛାତ୍ର ଛାତ୍ରୀ ଆସିଥାନ୍ତି ।
ହସପିଟାଲ
- ଏହା ନିକଟ ରେ ମେଦନ୍ତ ହସ୍ପିଟାଲ ସ୍ଵାଶ୍ୟ ସେବା ଯୋଗେଇଥାଏ । ଏହା ଆଗରୁ ଆପ୍ପୋଲୋ ହସ୍ପିଟାଲ ବଭାବରେ ପରିଚିତ ଥିଲା ।
- ଏହା ବ୍ଯତୀତ ଶାଲିନୀ ନାମକ ହସ୍ପିଟାଲ ମଧ୍ୟ ରହିଛି ।
ଧର୍ମ
ଗ୍ରାମ ରେ ମୁଖ୍ଯତଃ ହିନ୍ଦୁ ରହନ୍ତି ଓ ଦେବୀ ମନ୍ଦିର ଏଠାରେ ଏକ ପ୍ରାଚୀନ ମନ୍ଦିର । ଖ୍ରୀଷ୍ଟିୟାନ ଓ ମୁସଲମାନ ସଂପ୍ରଦାଯ ର ଲୋକ ଙ୍କ ପାଇଁ ମଧ୍ୟ ଏଠାରେ ଉପାସନା ସ୍ଥଳ ମାନ ରହିଛି ।
ଆଧାର ସମୂହ
ବାହ୍ୟ ସଂଯୋଗ
- Yuwa-India girl students create wiki page for Hutup
- Photos of Hutup taken by students from Yuwa-India