ଖେଲାରି
ଦେଖଣା
Khelari | |
---|---|
city | |
Country | India |
State | Jharkhand |
District | Ranchi |
Named for | Coal |
Population (2001) | |
• Total | ୫୩,୨୧୪ |
Languages | |
Time zone | UTC+5:30 (IST) |
829205 | 06531 |
ଯାନବାହାନ ପଞ୍ଚୀକରଣ | JH |
ଖେଲାରି , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡ ର ରାଁଚୀ ଜିଲ୍ଲା ର ଏକ ସହର । ଏହା କୋଇଲା ଖଣି ଅଞ୍ଚଳ ଭାବରେ ବିଖ୍ୟାତ । ଏଠାରେ ଥିବା ରେଳ ଷ୍ଟେସନ ଅଙ୍କଲ ପାଇଁ ଏକ ମୁଖ୍ୟ ଷ୍ଟେସନ ଭାବରେ ରହିଛି । ଏହା ଭାରତୀୟ ରାଜଧାନୀ ଦିଲ୍ଲୀ , ରାଁଚୀ , କଲିକତା , ଦାଲତଙଗଞ୍ଜ ଧାନବାଦ ସହ ସୁ ସଂଯୁକ୍ତ । ଏଠାରେ ସେଣ୍ଟ୍ରାଲକୋଲ ଲିମିଟେଡ ଅଧୀନ ରେ କୋଇଲାଖଣି ସମୂହ ପରିଚାଳିତ ।
ଜନ ଆବାଦୀ
2001 ଜନଗଣନା ଅନୁସାରେ[ଏଠାରେ ଜନସଂଖ୍ୟା18,699 ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 53 % ଥିବା ସ୍ଥଳେ ମହିଳା ସଂଖ୍ୟା 47%ଥିଲା । ଏହି ଅଞ୍ଚଳ ରେ ସାକ୍ଷ୍ୟରତା ହାର 59% ରହିଥିଲା । ଏହା ମଧ୍ୟ ରୁ ପୁରୁଷ ସାକ୍ଷ୍ୟରତା 69%ହାର ଥିଲା ଓ ମହିଳା ସାକ୍ଷ୍ୟରତା ହାର 49%ଥିଲା । 6 ବର୍ଷ ରୁ କମ ଆବାଦୀ 14 % ଏଠାରେ ଥିଲା ।