ହଟିଆ
ଦେଖଣା
Hatia | |
---|---|
town | |
Country | India |
State | Jharkhand |
District | Ranchi |
Elevation | 641 m (2,103 ft) |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | JH |
ହଟିଆ ଭାରତୀୟ ରାଜ୍ୟ ଝାଡ଼ଖଣ୍ଡ ର ରାଁଚୀ ଜିଲ୍ଲା ର ଏକ ସହର । ଏଠାରେ ଏକ ମୁଖ୍ୟ ରେଳ ଜଙ୍କସନ ଥିବା ସହ " national Institute Of Foundaryand Forge technology " ନାମକ ଧାତବୀୟ ଇଂଜିନିଯରିଂ ପାଇଁ ଏକ ମୁଖ୍ୟ ପ୍ରତିଷ୍ଠାନ ରହିଛି । ଏହା ରାଜ୍ୟ ରାଜଧାନୀ ରାଁଚୀ ସହର ର ଏକ ସହର ତାଳି ଭାବରେ ରହିଥିଲା । ସାଂପ୍ରତିକ ଏହା ଏକ ନିଜସ୍ଵ ଶିଳ୍ପ ତଥା ବାଣିଜ୍ୟ ସହର ଭାବେ ଗଢି ଉଠୁଛି । ଏଠାରେ ନୂତନ ବାସଗୃହ ପ୍ରକଳ୍ପ ମାନ ନିର୍ମିତ ହେଇ ଜନସଂଖ୍ୟା ରେ ବୃଦ୍ଧି ଘଟିଚାଲିଛି ।
ଏଠାରେ NIFFT, ବ୍ଯତୀତ ଭାରତ ର ଏକ ସର୍ବବୃହତ ଇଂଜିନିଯରିଂ ନିର୍ମାଣ କର୍ପୋରାସନ HEC ରହିଛି ।
ଭୌଗୋଳିକ ଅବସ୍ଥିତି
ହାତିଆ ର ଭୌଗୋଳିକ ଅବସ୍ଥିତି 23.30°N 85.30°E. ଓ ଏହା ସମୁଦ୍ରପତ୍ତାନ ଠାରୁ 2,103 ଫୁଟ ଉପରେ ରହିଛି ।
ଯାତାୟାତ
ପୂର୍ବ ଭାରତ ରେ ହଟିଆ ରେଳ ଷ୍ଟେସନ ଏକ ମୁଖ୍ୟ ଯାତାୟାତ ଅଞ୍ଚଳ । ଏଠାକୁ ଦେଶ ର ଅନେକ ଅଞ୍ଚଳ ରୁ ରେଳ ଯୋଗାଯୋଗ ସହ ଅନେକ ଟ୍ରେନ ପାଇଁ ଏହା ଟର୍ମିନାଲ ଭାବରେ ବ୍ୟବହାର ହୁଏ ।