Jump to content

ୟଦାଗିରିଗୁଟ୍ଟା ମନ୍ଦିର

ଉଇକିପିଡ଼ିଆ‌ରୁ
୨୨:୦୨, ୩୧ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Yadagirigutta Temple") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Yadadri Temple
Bhongir town
Lakshminarasimha Swamy Temple Gopuram
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictBhuvanagiri
Location
ସ୍ଥାନBhongir
StateTelangana
CountryIndia
Architecture
TypeDravidian
Also visit Bhongir Fort, which Asia's second biggest mountain with single stone elephant shaped about 600 m height

ୟଦାଗିରିଗୁଟ୍ଟା   ଯାଦଦ୍ରି ନାମ ରେ ମଧ୍ୟ ପରିଚିତ ,[] ଭାରତୀୟ ରାଜ୍ୟ ତେଲେଙ୍ଗନା ର ଯଦାଗିରି ଭୁବନଗିରି ଜିଲ୍ଲା ରେ ଥିବା ଏକ ହିନ୍ଦୁ ମନ୍ଦିର । ଏହା ଏକ ପାହାଡ ଉପରେ ଅବସ୍ଥିତ । ଏଠାରେ ଭଗବାନ ବିଷ୍ଣୁ ଙ୍କ ନରସିଂହ ଅବତାର ଆରାଧ୍ୟ ଦେବତା ଭାବରେ ପୂଜିତ ହୁଅନ୍ତି । 

ଇତିହାସ 

 ସନ୍ଥ ଯାଦବ ଏଠାରେ ଭଗବାନ ବିଷ୍ଣୁ ଙ୍କୁ ତାଙ୍କର 3 ତୀ ଅବତାର ରେ ଦର୍ଶନା ଦେବାକୁ ତପସ୍ୟା କରିଥିଲେ । ସେ ଭଗବାନ ଙ୍କୁ ଜ୍ଵାଳା ନରସିଂହ , ଗନ୍ଧଭେରେନ୍ଦ୍ର ନରସିଂହ ଓ ଯୋଗାଣନ୍ଦ ନରସିଂହ ଭାବରେ ଏହି ପର୍ବତ ରେ ଆସ୍ଥାନ କରି ରହିବାକୁ ଅନୁରୋଧ କରିଥିଲେ । ତାଙ୍କ ନାମାନୁସାରେ ଏଠାରେ ଲକ୍ଷ୍ମୀ ନର ସିଂହ ଦେବା ମନ୍ଦିର ନିର୍ମିତ ହେଲା ଓ ସ୍ଥାନ କୁ ୟଦାଗିରି କୁହାଗଲା । ଏଠାରେ ଏକ ବିଶାଳ ଗୁମ୍ଫା ରହିଛି । କୁହାଯାଏ ଭକ୍ତ ନିଷ୍ଠା ର ସହ ଏଠାରେ ଯାହା ମାଗିଲେ ନିଶୟ ମନୋସ୍କାମନା ପୂର୍ଣ ହେଇଥାଏ । [][]

ମନ୍ଦିର ର ପୁନର୍ବିନ୍ୟାସ ପାଇଁ ପଦକ୍ଷେପ ସରକାର ଙ୍କ ତରଫ ରୁ କରାଯାଉଛି । t.[]

Hillock of Yadadri

ଯାତାୟାତ 

ହାଇଦରାବାଦ ସହର ରୁ ଏହାର ଦୁରତ୍ଵ 60 କିଲୋମିଟର । ଏଠାକୁ ରେଳ ଓ ରାଜପଥ ସଂଯୋଗ ଉତ୍ତମ ଭାବରେ ରହିଛି । ଏହାର ନିକଟସ୍ଥ ରେଳ ଷ୍ଟେସନ ରାଜଗିରି । ହାଇଡେରାବାଦ ଠାରୁ ଏକ ରାଜପଥ ରାଜଗିରି କୁ ପରିବର୍ଧିତ ହେବ ।[] 

ଆଧାର ସମୂହ