Jump to content

ବିମ୍ବିସାର

ଉଇକିପିଡ଼ିଆ‌ରୁ
୨୦:୧୭, ୩୧ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bimbisara") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବିମ୍ବିସାର  (c. 558 – c. 491 BC 558 – c. 491 BC)[][]  ଖ୍ରୀଷ୍ଟପୂର୍ବ 558 ରୁ 491[] ମସିହା ଯାଏ ଭାରତୀୟ ରାଜ୍ୟ ମଗଧ ର ରାଜା ଥିଲେ । ସେ ହରୟଙକା []ବଂଶ ର ଥିଲେ । ରାଜା ଭଟ୍ଟିୟ ତାଙ୍କର ପିତା ଥିଲେ । ସେ ପ୍ରଥୟମେ ଏକ ବିଶାଳ ମଗଧ ରାଜ୍ୟ ର ପରିକଳ୍ପନା କରି ଅଙ୍ଗେ ରାଜ୍ୟ କୁ ଆକ୍ରମଣ କରି ଅଧିଗ୍ରହଣ କରିଥିଲେ । କ୍ରମଶଃ ମଗଧ ଏକ ବିଶାଳ ସମ୍ଭ୍ରାଜ୍ୟ ରେ ପରିଣତ ହେଇଥିଲା । [full citation needed]

ତାଙ୍କ ସମୟ କାଳ ରେ ସଂସ୍କୃତି ର ଉନ୍ନତି ହେବା ସହ ବୌଦ୍ଧ ଧର୍ମ ର ମଧ୍ୟ ପ୍ରସାର ଘଟିଥିଲା । ତାଙ୍କ ଦ୍ଵାରା ପ୍ରସିଦ୍ଧ ବୌଦ୍ଧ ସହର ରାଜଗିରି ସ୍ଥାପିତ ହେଇଥିଲା । ତାଙ୍କ ଅନ୍ତେ ତାଙ୍କ ପୁତ୍ର ଅଜାତଶତ୍ରୁ ସିଂହାସନ ଆରୋହଣ କରିଥିଲେ । .[]

ଜୀବନୀ 

ବିମ୍ବିସାର ଏକ ଗ୍ରାମ କୁ ପରିବର୍ଦ୍ଧନ କରି ତାହାକୁ ପାଟଳିପୁତ୍ର ରେ ପରିଣତ କରିଥିଲେ । [] ସେ ସେ3ନା ବାହିନୀ ଧରି ଅଙ୍ଗ ରାଜ୍ୟ ସହ ଯୁଦ୍ଧ କରି ସେହି ରାଜ୍ୟ କୁ ନିଜ ରାଜ୍ୟ ରେ ମିସେଇଥିଲେ । ତାହା ଦ୍ଵାରା ରାଜା ବ୍ରାହମଦତ୍ତ ତାଙ୍କ ପିତା ଙ୍କୁ ପରାଜିତ କରିଥିବାର ପ୍ରତିଶୋଧ ନେଇଥିଲେ । ଅଙ୍ଗ ବିଜଯ ପରେ ସେ ରାଜକୁମାର କୁନିକା ଙ୍କୁ ସେଠାରେ ଗାଦିନଶିନ କରିଥିଲେ । []

ବୈବାହିକ ସମ୍ବନ୍ଧ 

ବିମବିଶାର ବୈବାହିକ ସମ୍ବନ୍ଧ କୁ ରାଜ୍ୟ ବର୍ଦ୍ଧନ ପାଇଁ ବ୍ୟବହାର କରିଥିଲେ । ସେ ମହା କୋଶଳ ର4ଆଜ୍ୟ ର ରାଜକୁମାରୀ କୋଶଳ ଦେବୀ ଙ୍କୁ ବିବାହ କରି କାଶୀ କୁ ଯୌତୁକ ହିସାବ ରେ ପାଇଥିଲେ । []ଏହି ବିବାହ ଦ୍ଵାରା ତନିକର କୋଶଳ ରାଜ୍ୟ ସହ ଥିବା ତିକ୍ତତା ଦୂର ହେଇଥିଲା ଓ ତାହା ପରେ ସେ ଅନନ୍ୟ କ୍ଷୁଦ୍ର ରହୟ ସବୁ ଜୟ କରିଥିଲେ । ବୈଶାଳୀ ର ଲିଛଭି []ରାଜକୁମାରୀ ଙ୍କୁ ସେ ଦ୍ଵିତୀୟ ପତ୍ନୀ ଭାବରେ ବିବାହ କରି ସମ୍ଭ୍ରାଜ୍ୟ ଆହୁରି ବିସ୍ତାର କରିଥିଲେ । 

ମୃତ୍ୟୁ 

Bimbisara's jail, where King Bimbisara was imprisoned, in Rajgir

ସେ ସମୟ ର ପ୍ରଥା ଅନୁସାରେ ଅଜାତଶତ୍ରୁ ତାଙ୍କ ପିତା ଙ୍କୁ କାରାଗାର ରେ ରଖିଥିଲେ ଓ ନିଜେ ସିଂହାସନ ଆରୋହଣ କରିଥିଲେ । ଅଜାତଶତ୍ରୁ ଙ୍କ ପୁତ୍ର ଜନ୍ମ ହେଲା ବେଳକୁ ସେ ପିତାଙ୍କୁ କାରା ମୁକ୍ତ କରିବାକୁ ଗଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା । []

Buddhist tradition

ଫାଇଲ:King Bimbisara and the Buddha.jpg
King Bimbisara, depicted in Burmese art, offering his kingdom to the Buddha.

ବୌଦ୍ଧ ଲିପି ଅନୁସାରେ ବିମ୍ବିସାର ବୁଦ୍ଧ ଙ୍କୁ ତାଙ୍କର ଦିବ୍ୟଜ୍ଞାନ ଆହରଣ ପୂର୍ବରୁ ଭେଟିଥିଲେ ।[୧୦] ତାଙ୍କ ପତ୍ନୀ ମଲ୍ଲିକା [୧୧], ଯିଏ ବୁଦ୍ଧ ଙ୍କ ଅନୁଗାମୀ ଥିଲେ , ସେ ବିମ୍ବିସାର ଙ୍କୁ ଭେଟେଇ ଥିଲେ । ପରେ ସେ ନିଜେ ବୁଦ୍ଧ ଙ୍କ ଶିଷ୍ୟ ହେଇଗଲେ ଓ ତାଙ୍କ ଦ୍ଵାରା ବିଶେଷ ପ୍ରଭାବିତ ହେଇଥିଲେ । [୧୨]

ଜୈନ ପରମ୍ପରା 

ଜୈନ ଲିଖନ ରେ ମଧ୍ୟ ବିମ୍ବିସାର ଙ୍କ ନାମ ଉଲ୍ଲେଖ ରହିଛି । ସେ ଜୈନ ମୁନି ଯମଧାର ଙ୍କ ଦ୍ଵାରା ପ୍ରଭାବିତ ହେଇଥିଲେ । ସେ ମହାବୀର ଙ୍କ ସମାବର୍ତନ ସଭା କୁ ଯାଉଥିଲେ । [୧୩] .[୧୪]

 ପ୍ରବାଦ ଅଛି ବିମବିସର ନିଜକୁ ନିଜେ ହତ୍ୟା କରିଥିଲେ ଓ ପାତାଳ ରେ ପୁନର୍ଜନ୍ମ ଲଭିଥିଲେ । ଜୈନ ଲିପି ରେ ଉଲ୍ଲେଖ ଥିଲା ଯେ ସେ ମହାପଦ୍ମ ବା ପ୍ରଥମ ତିରଥଙ୍କର ଭାବରେ ପୁନର୍ଜନ୍ମ ଗ୍ରହଣ କରିବେ 

ପୁନଶ୍ଚ ପଠନ 

  • Jarasandha

ନୋଟ ସବୁ 

  1. Rawlinson, Hugh George. (1950) A Concise History of the Indian People, Oxford University Press. p. 46.
  2. Muller, F. Max. (2001) The Dhammapada And Sutta-nipata, Routledge (UK). p. xlvii.
  3. Indian History -APC - APC Publishers, India
  4. ୪.୦ ୪.୧ Stearns, Peter N. (2001) The Encyclopedia of World History, Houghton Mifflin. pp. 76-78.
  5. {{cite web}}: Empty citation (help)
  6. Sastri 1988, p. 11.
  7. Upinder Singh 2016, p. 269.
  8. Eck, Diana. (1998) Banaras, Columbia University Press. p. 45.
  9. Luniya, Bhanwarlal Nathuram. (1967) Evolution of Indian Culture, Lakshmi Narain Agarwal. p. 114.
  10. {{cite web}}: Empty citation (help)
  11. {{cite web}}: Empty citation (help)
  12. {{cite web}}: Empty citation (help)
  13. Dalal, Roshen (2010), Hinduism: An Alphabetical Guide, India: Penguin Books
  14. Leshyas

ଆଧାର ସମୂହ