ଲୋମ୍ଭାରେନ ଭାଷା
ଦେଖଣା
Lomavren | |
---|---|
Native to | Armenia, Syria, Azerbaijan, Russia[୧] |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୨] |
ଭାଷା କୋଡ୍ | |
ISO ୬୩୯-୩ | rmi |
ଲୋମ୍ଭାରେନ (ଆରମେନିଆନ: Լոմավրեն lomavren)ଏକ ଅବଲୁପ୍ତ ପ୍ରାୟ ମିଶ୍ରିତ ଭାଷା ।ଏହାକୁ ପ୍ରାଚୀନ "ଲୋମ " ଜନଜାତି ର ଲୋକ ମାନେ ବ୍ୟବହାର କରୁଥିଲେ । ଏହା ରୋମାନି ଓ ଡୋମାରୀ ଭାଷା ର ମିଳିତ ପ୍ରଭାବ ରେ ସୃଷ୍ଟି ହେଇଥିଲା ଓ ଏଥିରେ ଆର୍ମେନିଆ ଭାଷା ର ପ୍ରଭାବ ମଧ୍ୟ ରହିଥିଲା ।
ନାମ
ଭାଷା କୁ ବୋସା ବା ବୋଷା ମଧ୍ୟ କୁହାଯାଇଥାଏ ।
ଭାଷା ବୈଶିଷ୍ଟ
ଏହି ଭାଷା ରେ ବ୍ୟାକରନଗତ ଲିଙ୍ଗଭେଦ ନ ଥାଏ । ଏହାର ବ୍ଯାକରଣ ଆର୍ମେନିଆ ଭାଷା ର ଏରଜିଆମ ଉପଭାଷା ସହିତ ସାମଞ୍ଜସ୍ଯ ରହିଥାଏ । କିନ୍ତୁ ଏଥିରେ ବାକ୍ୟ ଗଠନ ଶୈଳୀ ସ୍ଵତନ୍ତ୍ରତା ବଜାୟ ରଖିଥାଏ । ଛାଞ୍ଚ:Rom-Dom numerals
ଆଧାର ସମୂହ
- ↑ The Lomavren Language - Linguist list
- ↑ Lomavren at Ethnologue (18th ed., 2015)