Jump to content

ଟୁଏନସାଙ୍ଗ

ଉଇକିପିଡ଼ିଆ‌ରୁ
୧୯:୨୮, ୨୯ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Tuensang") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Tuensang
city
Country India
StateNagaland
Elevation
1,371 m (4,498 ft)
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣNL
Websitenagaland.gov.in

ଟୁଏନସାଙ୍ଗ (Pron:/ˌtjuːənˈsæŋ/) ଭାରତୀୟ ରାଜ୍ୟ ନାଗାଲାଣ୍ଡ ର ଏକ ସହର ଓ ସେହି ଜିଲ୍ଲା ର ମୁଖ୍ୟାଳୟ । ଏହା ନାଗାଲାଣ୍ଡ ର ବୃହତ୍ତମ ଜିଲ୍ଲା ଓ ଏହା ମିୟାଂମାର ଦେଶ ର ସୀମା କୁ ଲାଗି ରହିଛି । ଏହି ସହର 1947 ମସିହା ରେ ଉତ୍ତର ପୂର୍ବ ସୀମାବର୍ତୀ ଏଜେନ୍ସି ( NEFA) ର ପରିଚାଳନା ନିମନ୍ତେ ସ୍ଥାପନ କରାଯାଇଥିଲା । ଟୁଏନସଙ୍ଗ , ମୋନ ,ଲୋଙ୍ଗଲେଙ୍ଗ , ଓ କିଫିରେ ଏହି ଚାରିଟି ଜିଲ୍ଲା କୁ ପୂର୍ବ ନାଗାଲାଣ୍ଡ କୁହାଯାଏ । 

ଇତିହାସ 

ପୂର୍ବ ନାଗାଲାଣ୍ଡ ଅଞ୍ଚଳ ର ସମସ୍ତ 4 ଟି ଜିଲ୍ଲା ଆଗରୁ ଟୁଏନସଙ୍ଗ ଥିଲା ।ବ୍ରିଟିଶ ଶାସନ ସମୟ ରେ ଯଥେଷ୍ଟ ସୁବିଧା ଅଭାବ ରୁ ଏହି ଅଞ୍ଚଳ ଅଣଶାଶୀତଭାବରେ ରହିଥିଲା ।ତେବେ 1902 ମସିହା ରେ ବ୍ରିଟିଶ ମାନେ ଏହାକୁ ଅଧିନସ୍ଥ କରିଥିଲେ । ଏହାକୁ ଏକ ଆଦିବଶି ଅଞ୍ଚଳ କୁହା ଯାଉଥିଲା । ଏହା ସିଧା ସଳଖ ଭାରତ ର ଗଭର୍ନର- ଜେନେରାଲ ଙ୍କ ଦ୍ଵାରା ଶାସିତ ହଉଥିଲା ।1948 ମସିହା ରେ ସ୍ଵାଧୀନ ଭାରତ ରେ ଏହା ପାଇଁ ଏକ ସ୍ଵତନ୍ତ୍ର ପ୍ରଶାସନିକ ସର୍କଲ ଗଠିତ ହେଇଥିଲା । []

ଭାରତୀୟ ସମ୍ବିଧାନ ରେ ଏହି ଅଞ୍ଚଳ କୁ " ପାର୍ଟ -B" ନାମରେ କୁହା ଯାଇଥିଲା । ପରେ ଏହା NEFA ଅଞ୍ଚଳ ରେ ପରିଣତ ହେଲା । 1957 ମସିହା ରେ ଏହାକୁ ନାଗା ହିଲ ଜିଲ୍ଲା ରେ ମିଶେଇ ଦିଆ ଯାଇଥିଲା ଓ ତାହାର ଶାସନ ପାଇଁ ସ୍ଵତନ୍ତ୍ର ଇଉନିଟ ସ୍ଥାପନ ହେଲା । [] ପରେ ଏହାକୁ ପୂର୍ଣ ନାଗାଲ୍ଯାନ୍ଡ ରେ ପରିଣତ କରାଗଲା । 

ଭୌଗୋଳିକ ଅବସ୍ଥିତି 

District map of Nagaland with Tuensang town

ଟୁଏନ୍ସେଙ୍ଗ ର  b 26°17′N 94°50′E / 26.28°N 94.83°E / 26.28; 94.83.[] ଏହା ସମୁଦ୍ରପତ୍ତାନ ଠାରୁ 1371 ମିଟର ଉପରେ ରହିଛି । 

ଜନ ଆବାଦୀ 

2001 India census,[] Tuensang had a population of 29,654. Males constitute 56% of the population and females 44%. Tuensang has an average literacy rate of 71%, higher than the national average of 59.5%: male literacy is 74%, and female literacy is 67%. In Tuensang, 13% of the population is under 6 years of age.

ଏଠାରେ ଜାତୀୟ ରାଜପଥ 155 ରହିଛି । ଏହା ମୋକୋକଚୁଙ୍ଗ ଓ ଜେସସାମୀ କୁ ସଂଯୋଗ କରିଥାଏ । .[][][]

ଆଧାର ସମୂହ 

  1. Ved Prakash (2007). Encyclopaedia Of North-east India Vol# 5. Atlantic. p. 1922. ISBN 978-81-269-0707-6.
  2. B. Datta-Ray, S. P. Agrawal (1996). Reorganization of North-East India since 1947. Concept. p. 6. ISBN 978-81-7022-577-5.
  3. Falling Rain Genomics, Inc - Tuensang
  4. {{cite web}}: Empty citation (help)
  5. http://www.nagalandpost.com/ShowStory.aspx?npoststoryiden=UzEwMjYwNjE%3D-Z4PpCQa%2BHSg%3D1.
  6. http://www.nagalandpost.com/ShowStory.aspx?npoststoryiden=UzEwMjU2MDk%3D-%2B367GH8sVU8%3D.
  7. http://www.morungexpress.com/frontpage/48446.html

ବାହ୍ୟ ସଂଯୋଗ