Jump to content

ବିରଭଦ୍ର

ଉଇକିପିଡ଼ିଆ‌ରୁ
୨୨:୩୮, ୨୮ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Virbhadra") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Virbhadra
वीरभद्र
Town
Country India
StateUttarakhand
DistrictDehradun
Elevation
330 m (1,080 ft)
Population
 (2001)
 • Total୧୩,୨୭୧
Languages
Time zoneUTC+5:30 (IST)
PIN
249202
Telephone code0135
ଯାନବାହାନ ପଞ୍ଚୀକରଣUK
Websiteuk.gov.in

ବିରଭଦ୍ର , ଭାରତୀୟ ରାଜ୍ୟ ଉତ୍ତରଖଣ୍ଡ ର ଦେହେରାଡୁନ ଜିଲ୍ଲା ରେ ଅବସ୍ଥିତ ଥିବା ଏକ ସହର । ଏହା ରିଷିକେଶ ର ନିକଟ ଅଞ୍ଚଳ ରେ ରହିଛି । ଏହା ସରକାର ଙ୍କ ଔଷଧ ନିର୍ମାଣ କାରଖାନା ପାଇଁ ବିଖ୍ୟାତ । ଏଠାରେ ହନୁମାନ ମଦିର ସହ ନିମ କାରୋଲି ବାବା ଙ୍କ ଆଶ୍ରମ , ନୀଳକଣ୍ଠ ମହାଦେବ ମନ୍ଦିର ପର୍ଯ୍ୟଟକ ଆକର୍ଷଣ ହିସାବ ରେ ରହିଛି । 

ଭୌଗୋଳିକ ଅବସ୍ଥିତି 

ବିରଭଦ୍ର ର ଭୌଗୋଳିକ ଅବସ୍ଥିତି 30°04′N 78°17′E / 30.07°N 78.28°E / 30.07; 78.28.[] ଏହା ସମୁଦ୍ରପତ୍ତାନ ଠାରୁ 1,083 ଫୁଟ ଉପରେ ରହିଛି । 

ଇତିହାସ 

ଭଗବାନ ଶିବ ଙ୍କ ଅବତାର ଭାବରେ ବିରଭଦ୍ର ନାମକରଣ ହେଇଛି । ଏହି ସହର ମଧ୍ୟ ସ୍ଥଳ ରେ ଏକ ଅତି ପ୍ରାଚୀନ ମନ୍ଦିର ବିରଭଦ୍ର ମନ୍ଦିର ନାମ ରେ ଶିବ ଙ୍କ ଉପାସନା ପାଇଁ ରହିଛି । ଏଠାରେ ଭାରତ ସରକାରଙ୍କ ଔଷଧ ନିର୍ମାଣ କାରଖାନା (ଆଇଡ଼ିପିଏଲ) ବହୁ କାଳ ରୁ ରହିଥିଲା । .

ଜନ ଆବାଦୀ

2011 India census,[] Virbhadra had a population of 13,271. Males constitute 52% of the population and females 48%. Virbhadra has an average literacy rate of 81%, higher than the national average of 74.04%: male literacy is 86%, and female literacy is 75%. In Virbhadra, 8% of the population is under 6 years of age.

ଆଧାର ସମୂହ 

  1. Falling Rain Genomics, Inc - Virbhadra
  2. {{cite web}}: Empty citation (help)