Jump to content

ବାଜପୁର

ଉଇକିପିଡ଼ିଆ‌ରୁ
୨୨:୨୬, ୨୮ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bajpur") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Bajpur
बाजपुर
city
Country India
StateUttarakhand
DistrictUdham Singh Nagar
Founded byLala Khushi Ram Sood
Population
 (2011)
 • Total୨୫,୫୨୪
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣUK
Websiteuk.gov.in

ବାଜପୁର (ହିନ୍ଦୀ : बाजपुर) ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡ ର ଉଧମ ସିଂହ ନଗର ଜିଲ୍ଲା ର ଏକ ମୁନ୍ସିପାଳ ସହର । 

ଏହା ବିଂଶ ଶତାବ୍ଦୀ ର ପ୍ରଥମ ଭାଗ ରେ ଚାନ୍ଦ ବଂଶ ର ଶାସକ ବାଜ ବାହାଦୁର ଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ଏହା ଶିଳ୍ପ ସହର ରୁଦ୍ରପୁର ସହ ଓ ଏଇତିହାସିକ କୁଶୀନଗର ସହ ସଂଯୁକ୍ତ । ଏହା ତରାଇ ଅଞ୍ଚଳ ସହ ଥିଲା , ତେବେ ଦେଶ ବିଭାଜନ ପରେ ଏହାର ଅନେକ ଅଞ୍ଚଳ ପାକିସ୍ତାନ କୁ ଚାଲିଗଲା । 

ଭୌଗୋଳିକ ଅବସ୍ଥିତି 

ବାଜପୁର ର ଭୌଗୋଳିକ ଅବସ୍ଥିତି 29°10′N 79°10′E / 29.17°N 79.16°E / 29.17; 79.16.[]

ଜନ ଆବାଦୀ 

2001 ଜନଗଣନା  ଅନୁସାରେ ବାଜପୁର  ର ଜନସଂଖ୍ୟା 21,782ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 55%ଥିବା ବେଳେ ମହିଳା ସଂଖ୍ୟା 45% ଥିଲା । ଏଠାରେ ସାକ୍ଷ୍ୟରତା ହାର 66% ରହିଥିଲା ।ଏହା ଜାତୀୟ ହାର ଠାରୁ ଅଧିକ । ବାଜପିଉର  ରେ 6 ବର୍ଷ ରୁ କମ ଆବାଡୀ 14% ଥିଲା । 

ଦର୍ଶନୀୟ ସ୍ଥଳ ସବୁ 

ନୈନିତାଲ , ମୋରାଦାବାଦ , ଜିମ କରବେଟ ଜାତୀୟ ପାର୍କ 

ଆଧାର ସମୂହ 

  1. "Yahoo maps location of Bazpur". Yahoo maps. Retrieved 2009-01-19.