ଦେବପ୍ରୟାଗ
Devprayag | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Tehri Garhwal |
Location | |
ସ୍ଥାନ | Uttarakhand, India |
State | Uttarakhand |
Country | India |
ଦେବପ୍ରୟାଗ (Devanagari: देव प्रयाग Deva prayāga) ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡ ର ଏକ ସହର । ଏହା ତେହରି ଗରବାଳ ଜିଲା ରେ ଅବସ୍ଥିତ ।ଭାରତ ର ପାଞ୍ଚ-ପ୍ରୟାଗ ମଧ୍ୟ ରୁ ଏହା ଗୋଟିଏ । ଏଠାରେ ଅଳକାନନ୍ଦା ନଦୀ ସହ ଭାଗିରଥି ନଦୀ ର ସଂଗମ ହେଇଥାଏ ଓ ମିଳିତ ନଦୀ " ଗଙ୍ଗା " ଭାବରେ ପ୍ରବାହିତ ହେଇଥାଏ ।
ଦୃଶ୍ୟ
ଛାଞ୍ଚ:Panch Prayagଏହା ଏକ ବିଖ୍ୟାତ ହିନ୍ଦୁ ତୀର୍ଥ ସ୍ଥଳୀ । କୁହାଯାଏ ଏଠାରେ ସନ୍ଥ ଦେବଶର୍ମା ତାଙ୍କର ଆଶ୍ରମ ଜୀବନ ବିତଉଥିଲେ । .[୧]
"ଦେବପ୍ରୟାଗ" ଅର୍ଥ "ଦେବତୀୟ ମିଳନ " ବୋଲି ସଂସ୍କୃତ ରେ କୁହାଯାଇଥାଏ । ଏଠାରେ ଦୁଇ ପବିତ୍ର ନଦୀ ଅଳକାନନ୍ଦା ଓ ଭାଗୀରଥୀ ନଦୀ ର ମିଳନ ଘଟି ହିନ୍ଦୁ ଧର୍ମ ର ସର୍ବ ପୁର୍ଣ୍ଯମୟ ନଦୀ ଗଙ୍ଗା ର ଉପପନ୍ନ ହେଇଥାଏ ।
ଏଠାରେ ପାର୍ବତ୍ଯ ଇଲାକା ରେ ରଘୁନାଥଜୀ ମନ୍ଦିର ରହିଛି । [୨]
ଭୌଗୋଳିକ ଅବସ୍ଥିତି
.
ଜନ ଅବାଦୀ
2001 ଜନଗଣନା[୩] ଅନୁସାରେ ଦେବପ୍ରୟାଗ ର ଜନସଂଖ୍ୟା 2144 ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 52 %ଥିବା ବେଳେ ମହିଳା ସଂଖ୍ୟା 48% ଥିଲା । ଏଠାରେ ସାକ୍ଷ୍ୟରତା ହାର 77% ରହିଥିଲା ।ଏହା ଜାତୀୟ ହାର ଠାରୁ ଅଧିକ । ଦେବପ୍ରୟାଗ ରେ 6 ବର୍ଷ ରୁ କମ ଆବାଡୀ 13% ଥିଲା ।
ଗେଲେରୀ
-
The Bhagirathi (left) joins the Alaknanda (right) at Devprayag
-
The sediment-laden Alaknanda river flowing into Devprayag.
-
Devprayag the confluence of Bhagirathi and Alaknanda rivers. The river gets the name "Ganges" beyond Devprayag
ପୁନଶ୍ଚ ଦେଖଣା
- Rudraprayag
- Ganges River
ଆଧାର ସମୂହ
- ↑ Devprayag Tehri Garhwal district, Official website.
- ↑ One or more of the preceding sentences incorporates text from a publication now in the public domain: Chisholm, Hugh, ed. (1911). "Devaprayag". Encyclopædia Britannica Eleventh Edition. Vol. 8 (11th ed.). Cambridge University Press. p. 120.
{{cite encyclopedia}}
: Invalid|ref=harv
(help) - ↑
{{cite web}}
: Empty citation (help)
ବାହ୍ୟ ସଂଯୋଗ
- Devprayag, Official website
- Devprayag photo gallery
- Devprayag on wikimapia