ରାଭଙ୍ଗଳା
Ravangla | |
---|---|
town | |
Country | India |
State | Sikkim |
District | South Sikkim |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | SK |
ରାଭଙ୍ଗଳା, ଭାରତୀୟ ରାଜ୍ୟ ସିକ୍କିମ ର ଦକ୍ଷିଣ ସିକ୍କିମ ଜିଲ୍ଲା ର ଏକ ପର୍ଯ୍ୟଟନ ସହର । ଏହା ସମୁଦ୍ରପତ୍ତାନ ଠାରୁ 7000 ଫୁଟ ଉପରେ ରହିଥିବାରୁ ଏହା ଶୈଳନିବାସ ଭାବରେ ବ୍ୟବହାର ହେଇଥାଏ । ଏଠାକୁ ରାଜ୍ୟ ରାଜପଥ ଯୋଗେ ସିକ୍କିମ ର ସମସ୍ତ ଅଞ୍ଚଳ ରୁ ଆସିବାର ସୁବିଧା ରହିଛି । ଏଠାରୁ ମାଇନାମ ବନ୍ୟ ପ୍ରାଣୀ ଅଭୟାରଣ୍ୟ ଆରମ୍ଭ ହେଇଥାଏ ।
ଭୌଗୋଳିକ ଅବସ୍ଥିତି
ରାଭଙ୍ଗଳା ର ଭୌଗୋଳିକ ଅବସ୍ଥିତି ଠାରେ । ଏଠାରୁ କଞ୍ଚନଜଙ୍ଘା ପର୍ବତ , ପାଣ୍ଡିମ ପର୍ବତ ସିନିୟଲ୍ଚୁ ପର୍ବତ ଦୃଷ୍ଟିଗୋଚର ହେଇଥାଏ । ଶୀତ କାଳ ରେ ଏଠାରେ ବରଫପାତ ମଧ୍ୟ ହେଇଥାଏ ।
ବୃକ୍ଷ
ଶୀତ କାଳ ରେ ଏହା ବରଫାବୃତ ରହିବା ସହ ଗ୍ରୀଷ୍ମ କାଳ ରେ ଏଠାରେ ଅର୍ଚିଡ ଜାତୀୟ ବୃକ୍ଷୀ ରେ ପୁଷ୍ପ ଭର୍ତି ରହିଥାଏ । ଏଠାରେ ବହୁ ପରିମାଣ ରେ ରୋଡୋଡେନ୍ଦ୍ରନ ଜାତୀୟ ବୃକ୍ଷୀ ଦେଖା ଯାଇଥାଏ ।
ପକ୍ଷୀ ସମୂହ
ଏହାର ଅରନ୍ୟାଞ୍ଚଳ ରେ ବହୁ ସଂଖ୍ୟା ରେ ହିମାଳୟାନ ପକ୍ଷୀ ର ସମାହାର ଦେଖା ଯାଏ । ଏହି ପକ୍ଷୀ ସମୂହ କୁ ଦେଖିବାକୁ ବହୁ ପର୍ଯ୍ୟଟକ ଏଠାକୁ ଆସନ୍ତି ।
ତିବବତୀୟ ସଂପ୍ରଦାଯ
ରାଳଙ୍ଗ ମୋନାଷ୍ଟେରି.ନାମକ ଏକ ବୌଦ୍ଧ ଉପାସନା ପିଠା ଏଠାରେ ରହିଛି । କେତେକ ତିବବତୀୟ ବୌଦ୍ଧ ଭକ୍ତ ଏଠାରେ ରହିଥାନ୍ତି । [୧]
ଶିକ୍ଷ୍ୟା
ଏଠାରେ ସିକ୍କିମ ଜାତୀୟ ବାଇସେୟିକ ପ୍ରତିଷ୍ଠାନ ର ଅସ୍ଥାୟୀ କେମ୍ପାସ ରହିଛି ।
ଆଧାର
- ↑ "Ralang Monastery". Buddhist-temples.com. Retrieved November 21, 2009.