Jump to content

ସୋମେଶ୍ୱର

ଉଇକିପିଡ଼ିଆ‌ରୁ
୨୧:୦୪, ୨୭ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Someshwar, Uttarakhand") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସୋମେଶ୍ଵର , ଭାରତୀୟ ରାଜ୍ୟ ଉତ୍ତରଖଣ୍ଡ ର ଅଲମୋରା ଜିଲ୍ଲା ରେ ଅବସ୍ଥିତ ଥିବା ଏକ ଶୈଳ ନିବାସ ସହର ।  ଏହି ସହର କୋଶୀ ଓ ସାଇ ନଦୀ ର ସାଙ୍ଗମା ସ୍ଥଳ ରେ ଅବସ୍ଥିତ ଓ ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥଳୀ କୌସାନି ଠାରୁ 10 କିଲୋମିଟର ଦୁରବର୍ତୀ ।ଜୟନ୍ତୀ ଓ ଅଋ ପର୍ବତ ର ଶିଖର ନିକଟ ରେ ଏହା ରହିଛି ।ହିନ୍ଦୁ ଧର୍ମ ର ଏକ ପ୍ରସିଦ୍ଧ ଧର୍ମପୀଠ ହିସାବ ରେ ସୋମେଶ୍ଵର ଭକ୍ତ ତଥା ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ । ile:Someshwar.JPG|thumb|Someshwar]]

ଭୌଗୋଳିକ ଅବସ୍ଥିତି 


 ସୋମେଶ୍ଵର ର ଭୌଗୋଳିକ ଅବସ୍ଥିତି ହିମାଲୟ ର ପଦ ଦେଶ ରେ ଥିବାରୁ ଓ ଏଠାରେ ଉଭୟ ପାର୍ବତ୍ଯ ଓ ଉପତ୍ୟକା ସମତଳ ଇଲାକା ଥିବାରୁ ଏହାର ପରିବେଶ ଖୁବ ଆନନ୍ଦକର ।