Jump to content

ମାଜିଟର

ଉଇକିପିଡ଼ିଆ‌ରୁ
୨୩:୪୬, ୨୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Majitar") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Majitar
CountryIndia
StateSikkim
DistrictEast
Time zoneUTC+5:30 (IST)

ମାଜିଟର ଭାରତୀୟ ରାଜ୍ୟ ସିକ୍କିମ ର ଏକ କ୍ଷୁଦ୍ର ଗ୍ରାମ । ଏହା ପୂର୍ବ ସିକ୍କିମ ର ରଙ୍ଗପୋ ସହର ଠାରୁ 4 କିଲୋମିଟର ଦୂର ରେ ଅବସ୍ଥିତ । 

ଏଠାରେ ବହୁଳ ସଂଖ୍ୟା ରେ ନେପାଲୀ , ଭୁଟିଆ , ମରବାଦୀ , ବଙ୍ଗାଳୀ ରହିଥାନ୍ତି । ଏଠାରେ ସିକ୍କିମ ମଣିପାଲ ବିଶ୍ୱବିଦ୍ୟାଳୟ ଥିବାରୁ ଦେଶ ର ସବୁ ଅଞ୍ଚଳ ର ଛତ୍ର ମାନେ ଆସି ଆବାସିକ ଭାବରେ ରହିଥାନ୍ତି । ଏଠାରେ ବହୁ ସଂଖ୍ୟା ରେ ନେପାଲୀ ଅଧିବାସୀ ଥିବାରୁ ନେପାଲୀ ଭାଷା ବେସୀ ବ୍ୟବହାର ହେଇଥାଏ । ଏହା ବ୍ଯତୀତ ହିନ୍ଦୀ ମଧ୍ୟ ପ୍ରଚଳିତ । 

ଭୌଗୋଳିକ ଅବସ୍ଥିତି 

ମାଜିଟର 27°11′22″N 88°29′52″E / 27.1894°N 88.4978°E / 27.1894; 88.4978.ଠାରେ ଅବସ୍ଥିତ ।ଏହା ସମୁଦ୍ରପତ୍ତାନ ଠାରୁ 660 ଫୁଟ ଉପରେ ରହିଛି ଓ ଏଠାକାର ଜଳବାଯୁ ନାତିଶୀତୋସ୍ମ ରହିଥାଏ ।   ସିକ୍କିମ ମଣିପାଲ ବିଶ୍ୱବିଦ୍ୟାଳୟ  ସାରା ଭାରତ ରେ ବିଭିନ୍ନ ସହର ରେ ଦୁରନ୍ତ ଶିକ୍ଷୟା ପାଇଁ ସୁଯୋଗ ପ୍ରଦାନ କରୁଥିବା ବେସରକାରୀ ସିକ୍କିମ ମଣିପାଲ ବିଶ୍ୱବିଦ୍ୟାଳୟ ର ମୁଖ୍ୟ କେମ୍ପାସ ମାଜିଟର ଠାରେ ରହିଛି । ଅରଣ୍ୟ ର ସବୁଜିମା ଘେରା ସ୍ଥାନ ରେ ଏହାର ସୁଦୃଶ୍ୟ ପରିସର ଭିତରେ ସାରା ଦେଶରୁ ଆସି ଛତ୍ର ଛାତ୍ରୀ ମାନେ ଶିକ୍ଷ୍ୟ ନେଇଥାନ୍ତି । ସେଠାରେ ଇଂଜିନିଯରିଂ , ମେଡିକାଲ ସମେତ ଅନ୍ୟ ବାଇସେୟିକ ତଥା ପ୍ରଯୁକ୍ତିକ ବିଦ୍ୟା ପାଇଁ ଡିଗ୍ରୀ ପ୍ରଦାନ ର ବ୍ୟବସ୍ଥା ଥାଏ ।  campus, located in the village of Majitar in the north-eastern state of Sikkim. https://www.google.co.in/webhp?sourceid=chrome-instant&ion=1&espv=2&ie=UTF-8#q=sikkim+manipal+university+campus+locations

ରେଳ ସଂଯୋଗ 

ସେଭାକୋ ଠାରୁ ଏଠାକୁ ଏକ ରେଳ ଏକ୍ସଟେନସନ କାର୍ଯ୍ୟ ବର୍ତମାନ ଅଗ୍ରଗତି କରୁଛି । []


References

  1. "North Bengal-Sikkim Railway Link". Railway Technology. 2011-06-15. Retrieved 2012-07-21.